ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଆଲବମ୍ ହିରୋ ଦେବାସିସ୍ ଏବଂ ଆଲବମ୍ ହିରୋଇନ୍ ମନାଲିସା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ତେବେ ଆମେ ଆଜି ଆପଣ ମାନଙ୍କୁ ଦେବାସିସ୍ ଏବଂ ମନାଲିସା ପରିବାର ଏବଂ ପର୍ସିନାଲ ଲାଇଫ୍ ବିଷୟ ରେ କହିବୁ ଜାହାକୁ ଆପଣ ମାନେ କେବେ ବି ଆଗରୁ ଜାଣି ନ ଥିବେ ବନ୍ଧୁଗଣ ଆପଣ ମାନେ ଆଲବମ୍ ହିରୋ ଦେବାସିସ୍ ଏବଂ ଆଲବମ୍ ହିରୋଇନ୍ ମନାଲିସା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ , ତେବେ ଏମାନେ ଦୁହେଁ ଏହି ଆଲବମ୍ ଦୁନିଆଁ ରୁ ହିଁ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସି ଥିଲେ ଏହା ପରେ ଏମାନେ ଦୁହେଁ ଦୁହିଁଙ୍କୁ ବିବାହ କରି ଥିଲେ ।
ଏବଂ ବିବାହ ପରେ ପରେ ମନାଲିସା ସଂମ୍ପର୍ଣ୍ଣ ଭାବେ ଆଲବମ୍ ଜଗତ ରୁ ଦୂରେଇ ରହି ଥିଲେ , ଏବଂ କୈଣସି ହେଲେ ଆଲବମ୍ ରେ ସେ ନଜର ଆସୁ ନ ଥିଲେ , ସେମିତି ରେ ଆପଣ ମାନେ ଦେବାସିସ୍ ଏବଂ ମନାଲିସା ଙ୍କ ଝିଅ ଙ୍କୁ ଏଠାରେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଇ ଥିବେ , ହେଲେ ଏହି ଦିନ ରେ ଦେବାସିସ୍ ଏବଂ ମନାଲିସା ନିଜର ଫେସବୁକ ରେ ପ୍ରଥମ ଥର ପାଇଁ ନିଜର ପୁଅ ର ଫୋଟ କୁ ଆପଲୋର୍ଡ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ,
ଦେବାସିସ୍ ଏବଂ ମନାଲିସା ନିଜର ପରିବାର ଲୋକ ମାନଙ୍କ ସହିତ ଏହି ସବୁ ଫୋଟ କୁ ନିଜର ଫେସବୁକ୍ ରେ ଆପଲୋର୍ଡ କରିଛନ୍ତି ,ସେମିତି ରେ ଆଗାମୀ ଦିନ ମାନଙ୍କ ରେ ଦେବାସିସ୍ ଏବଂ ମନାଲିସା ଙ୍କୁ ଅଭିନୟ ଜଗତ ରେ ପୁଣି ଥରେ ଦେଖିବା ପାଇଁ ପାଇବେ ସେମିତି ରେ ଆପଣ ମାନଙ୍କୁୂ ଦେବାସିସ୍ ଏବଂ ମନାଲିସା ଙ୍କ ଯୋଡି କେମିତି ଲାଗୁଛି କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।