ଭୁଲରେ ବି ପୂଜା ଘରେ କେବେ ବି ହେବାକୁ ଦିଅନ୍ତୁ ଦିଅନ୍ତୁ ନାହିଁ ଏହି 1 ଭୁଲ ! ପୁରା ପରିବାର ବର୍ବାଦ ହେଇଯାଏ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ଘରେ ପୂଜା ଘରେ ଏହି ଭୁଲ କାମ କରନ୍ତି ସେହି ଘରେ ସାକାରାତ୍ମକ ପ୍ରଭାବ ନଷ୍ଟ ହୋଇଥାଏ , ସେହି ଘରେ ଭୂତ ପ୍ରେତ ମାନଙ୍କ ବାସ ହୋଇଥାଏ ଜାହା ଦ୍ୱାରା ସେହି ଘରେ ଦାରଦ୍ରତା ବଢିଥାଏ ହିନ୍ଧୁ ଧର୍ମ ରେ ପୂଜା ଘର କୁ ବହୁତ ମହତ୍ୱ ଦେଇଥାନ୍ତି ,ଘର ର ଏହି ସ୍ଥାନ ରେ ସବୁଠୁ ଅଧିକ ସାକାରାତ୍ମକ ପ୍ରଭାବ ଦେଖିବା ପାଇଁ ମିଳେ , ବେଳେ ବେଳେ କିଛି ଲୋକ ମାନେ ଏମିତି କିଛି ଭୁଲ କରି ବସନ୍ତି ଜାହା ଦ୍ୱାରା ସେହି ବ୍ୟକ୍ତି କାଙ୍ଗାଳ ହୋଇଯାଏ ।poja

ତେବେ ଆସନ୍ତୁ ଜାଣି ନେବା ତେବ ପ୍ରଥମେ ରହିଛି ବନ୍ଧୁଗଣ ପୂଜା ଘରେ ସବୁ ବେଳେ ଗୋଟିଏ ଦେବା ଦେବୀ ଙ୍କ ଫୋଟ ବା ମୃତି ରଖିବା ଉଚିତ୍ ଯଦି ଗୋଟିଏ ରୁ ଅଧିକ ରହିଛି ତେବେ ତୁରନ୍ତ ବାହାର କରନ୍ତୁ , ନହେଲେ ବହୁତ ଅସୁବିଧା ହୋଇଥାଏ , ସେହି ପରି ପୂଜା ଘରେ ଦେବାଦେବୀ ଙ୍କ ସହିତ କୈଁଣସି ଗୁରୁ ବା ଦେବ ପୁରୁଷ ଙ୍କ ଫୋଟ ରଖନ୍ତୁ ନାହିଁ , ଏମିତି ଯେଉଁ ଘରେ ହୋଇଥାଏ ସେହି ଘରେ ଦାରିଦ୍ରତା ବୃଦ୍ଧି ହୋଇଥାଏ , ସେହି ଘରେ ସେବୁ ବେଳେ ଝଗଡା ଲାଗିରହେ , ଏବଂ ସେହି ଘରେ ସବୁ ବେଳେ ଝଗଡା ହୋଇଥାଏ , ସେହି ପରି ବନ୍ଧୁଗଣ ପୂଜା ଘର କୁ କେବେ ବି ଦକ୍ଷିଣ ଦିଗ ରେ ରଖନ୍ତୁ ନାହିଁ ।puja

ଏହି ଦକ୍ଷିଣ ଦିଗ ରେ ନାକାରାତ୍ମକ ପ୍ରଭାବ ଅଧିକ ଥାଏ , ଏହିଥି ପାଇଁ ଘରେ ନାକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ , ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘର ଉପରେ କେବେ ବି କୈଣସି ଜିନିଷ ରଖନ୍ତୁ ନାହିଁ , ଏହା ଦ୍ୱାରା ଧନ ର ବୃଦ୍ଧି ରେ ସମସ୍ୟା ଦେଖିବା ପାଇଁ ମିଳେ , ଏବଂ ଘରେ ଦାରିଦ୍ରତା ଦେଖିବା ପାଇଁ ମିଳେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *