ଦୀର୍ଘ 2ବର୍ଷ ପରେ ନୂଆ ସିରିଏଲରେ ଅଭିନୟ କରିବେ ମାନିନୀ

manini

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ତେବେ ମାନୀନି ସିରିଏଲ ର ଲିଡ୍ ନାୟିକା ବିଗତ 2 ବର୍ଷ ପରେ ପୁଣି ଥରେ ଓଲିଉଡ କୁ ଫେରିବାକୁ ଜାଉଛନ୍ତି ତେବେ ସେ କେଉଁ ସିରିଏଲ ରେ ଅଭିନୟ କରିବେ ଏବଂ ତାଙ୍କର ନୂଆ ସୋ କଣ ରହିଛି ସେହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣୀ ପାଇବା ପାଇଁ ହେଲେ ପୋଷ୍ଟ କୁ ଆପଣ ମାନେ ସେଷ ଯାଏ ପଢନ୍ତୁ । ସେମିତିରେ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ସୁଇଟି ପଟ୍ଟନାୟକ ଙ୍କୁ ବହୁତ ସାରା ଆଲବମ୍ ରେ ଆପଣ ମାନେ ଦେଖିବା ପାଇଁ ପାଇ ଥିବେ ତେବେ ସେ 2000 ମସିହା 2005 ମସିବା ପର୍ଯ୍ୟନ୍ତ ବହୁତ ସାରା ଆଲବମ୍ ରେ ଅଭିନୟ କରି ଥିଲେ ।manini

ଏବଂ ପରେ ସେ ETV ଓଡିଆରେ ଏକ ସିରିଏଲ ରେ ପ୍ରଥମ ଥର ପାଇଁ ଅଭିନୟ କରି ଥିଲେ , ଏବଂ ପରେ ପରେ ତାଙ୍କର ଅଭିନୟ କରିଅର ଆରମ୍ଭ ହୋଇ ଥିଲା ଏବଂ ପେର ପରେ ସେ ବହୁତ ସାରା ସିରିଏଲ ଏବଂ ଫିଲ୍ମ ରେ ଅଭିନୟ କରି ଥିବାର ଦେଖିବା ପାଇଁ ମିଳି ଥିଲେ । ଏବଂ ପରେ ଗତ ଦୁଇ ବର୍ଷ ପୂର୍ବ ସେ ମାନୀନି ସିରିଏଲ ରେ କାମ କରୁ ଥୁଲେ ହେଲେ ବାହା ହେଲା ପରେ ସେ ଏହି ସିିରିଏଲ କୁ ଛାଡି ଦେଇ ଥିଲେ ତେବେ ମାନୀନି ଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁ ଥିଲା ହେଲେ ମାନୀନି ସିରିଏଲ ସେ ଛାଡିବା ପରେ ସେହି ସିରିଏଲ ଟି ବନ୍ଧ ହୋଇ ଜାଇ ଥିଲା ବର୍ତମାନ ସମୟ ରେ ତାଙ୍କର ପୁଅ ରହିଛି 2 ବର୍ଷ ର ।mani

ଏବଂ ଏବେ ସେ ପୁଣି ଓଲିଉଡ ରେ ପାଦ ଥାପିବା ପାଇଁ ନିସ୍ପତି ନେଇଛନ୍ତି , ଏବଂ ବର୍ତମାନ ସମୟରେ ତାଙ୍କୁ ତରଙ୍ଗ ମ୍ୟୁଜିକ୍ ରେ ଅଭିନୟ କରୁ ଥିବାର ଦେଖିବା ପାଇଁ ପାଇବେ ତେବେ ଆପଣ ମାନଙ୍କୁ ସୁଇଟି ପଟ୍ଟନାୟକ ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *