୧ କାମ କରିଦିଅ ଝିଅ ତୁମକୁ ନିଜେ ପଟେଇବ II ତା ଆଡୁ କରିବ ପ୍ରପୋଜ

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କଣ ଆପଣ ଚାହାଁଁନ୍ତି କି ଯେଉଁ ଝିଅ କୁ ଆପଣ ଭଲ ପାଆନ୍ତି ସେ ବି ଆପଣଙ୍କୁ ପାଗଳ ପରି ଭଲ ପାଉ କେବଳ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ପ୍ରୟୋଗ କରିବା ଦ୍ୱାରା ଝିଅ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଚାହିଁବ ସେ ନିଜ ପଟରୁ ଆପଣ ମାନଙ୍କୁ ପଟେଇବା ପାଇଁ ଚେଷ୍ଟା କରିବ ତେବେ ଆସନ୍ତୁ ଜାଣି ନେବା । ପ୍ରଥମେ ଆପଣ ମାନେ ଝିଅ କୁ ଇମ୍ପ୍ରେସ୍ କରନ୍ତୁ ନାହିଁ ବେଳେ ଏମିତି ହୋଇ ଥାଏ ଆମେ ଯେଉଁ କାମ କୁ ହାସଲ କରିବା ପାଇଁ ଚାହେଁ ତାହା ହାସଲ ହୋଇ ନ ଥାଏ। ହେଲେ ଯେଉଁ କାମ ଆମେ ନ କରିବା ପାଇଁ ଚାହେଁ ସେହି କାମ ହୋଇ ଥାଏ ତେବେ ଆଜିର ଝିଅ ମାନେ ବହୁତ ଚାଲାଖ୍ ଅଟନ୍ତି ତେବେ ଝିଅ ମାନଙ୍କୁ କିଏ ପଟେଇଇବା ପାଇଁ ଚାହେଁ ସେମାନେ ଜାଣି ପାରି ଥାନ୍ତି ।love

ତେଣୁ ଯେଉଁ ମାନେ ଏମିତି କରନ୍ତି ସେମାନଙ୍କ ଠାରୁ ଝିଅ ମାନେ ଦୂରେଇ ଜାଇ ଥାନ୍ତି । ହେଲେ ସେମିତି ବେଳେ ଝିଅ ଯଦି ଜାଣିବ କି ଆପଣ ତାହାର ତାରିଫ୍ କରୁଛନ୍ତି ଏବଂ ତାଙ୍କର କେୟାର କରୁଛନ୍ତି ହେଲେ ତାଙ୍କୁ ପଟେଇବା ପାଇଁ ମୋଟେ ବି ଚେଷ୍ଟା କରୁ ନାହାଁନ୍ତି ତେବେ ସେ ନିଜ ତରଫ ରୁ ସେ ନିଜେ ପଟେଇବା ପାଇଁ ଚେଷ୍ଟା କରିବ, ଆପଣ ମାନେ ସବୁ ଝିଅ ସହିତ ମିଶିବା ପାଇଁ ଚେଷ୍ଟା କରନ୍ତୁ । ଯେମିତି କି ଯେଉଁ ଦୋକାନ ରେ ଗ୍ରାହକ ସଂଖ୍ୟା ବେଶୀ ସେଠାକୁ ସବୁ ଲୋକ ମାନେ ଯିବାକୁ ପସନ୍ଦ କରନ୍ତି ତେଣୁ ଏହି ଫେକ୍ଟ ରେ ଆପଣ ମାନଙ୍କ ପାଖକୁ ନିଜର ପାର୍ଟନର ନିଜେ ଦୈଡି କରି ଆସିବ , ଆପଣ ମାନେ ନିଜର ପାର୍ଟନର ଙ୍କୁ କିଛି ବି ସ୍ପେସିଆଲ ଫିଲ୍ କରେଇବା ଆବଶ୍ୟକ ଅଟେ ।loves

କିଛି ଏମିତି କରନ୍ତୁ ଯେଉଁ ଥିରେ ୱତାଙ୍କର ମନ ପରିବର୍ତନ ହେବ ଏବଂ ସେମାନେ ଆପଣଙ୍କ ବିଷୟ ରେ ସ୍ପେସିଆଲ ଫିଲ୍ କରିବେ ଆପଣଙ୍କ ପ୍ରତି ସେମାନଙ୍କର ପ୍ରେମ ବଢିିବ ଏବଂ ସେ ନିଜେ ତାଙ୍କୁ ଆଡୁ ଆପଣଙ୍କ ପାଖକୁ ଦୈଡି କରି ଆସିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *