ବିବାହ ବନ୍ଧନ ରେ ବାନ୍ଧିହେଲେ ଲଭ ଗୁରୁ ଅଶ୍ୱିନ ଓ ପ୍ରେରଣା ! କଣ ରହିଛି ଖବର ପଛର ସତ୍ୟତା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବହୁତ ବଡ ଖବର ଆସି ପହଁଚିଛି କୁ ଲଭ୍ ଗୁରୁ ଅଶ୍ୱନୀ ଏଙ୍କରିଙ୍ଗ୍ ଗାର୍ଲ ପ୍ରେରଣା ବିବାହ ବନ୍ଧନ ବାନ୍ଧି ହେବାକୁ ଜାଉଛନ୍ତି , ତେବେ ବନ୍ଧୁଗଣ ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ଖବର ଜାଣିବା ପାଇଁ ହେଲେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ବନ୍ଧୁଗଣ ଆପଣ ମାନେ ଲଭ୍ ଗୁରୁ ଅଶ୍ୱନୀ ଙ୍କୁ ଭଲ ଭାବେ ଜାଣି ଥିବେ , ତେବେ ବହୁତ ସାରା ସୋ ରେ ଏଙ୍କରିଙ୍ଗ୍ କରିବା ସହିତ ସେ ବହୁତ ସାରା ସିରିଏଲ ରେ ବି ଅଭିନୟ କରି ଥିବାର ଆପଣ ମାନେ ଦେଖିବା ପାଇଁ ପାଇ ଥିବେ ଏବଂ ଏହା ,ସହିତ ଆପଣ ମାନେ ପ୍ରେରଣା ଙ୍କୁ ବି ବହୁତ ସାରା ସୋ ରେ ଲାଇବ୍ ସୋ ରେ ଏଙ୍କରିଙ୍ଗ୍ କରୁ ଥିବାର ଆପଣ ମାନେ ନିଶ୍ଚତ ଭାବେ ଦେଖିବା ପାଇଁ ପାଇ ଥିବେ ,ma

ତେବେ ବର୍ତମାନ ସମୟ ରେ ଏହି ଦୁଇ ଯୋଡି ବିବାହ କରି ଥିବାର ସୋସିଆଲ ମିଡିଆ ରେ କିଛି ଫୋଟ ଦେଖିବା ପାଇଁ ମିଳିଛି ,ଦିର୍ଘ ଦିନହେବ ସେମାନେ ରିଲେସନ ସିପ୍ ରେ ରହିଛନ୍ତି ଏବଂ ଖୁବ୍ ଶୀଗ୍ର ସେମାନେ ବିବାହ କରିବାର ଖବର ବି ମିଳି ଥିବାର ସୁଣିବା ପାଇଁ ମିଳିଛି । ତେବେ ଅଭିନେତା ଅଶ୍ୱନୀ ଏବଂ ଅଭିନେତ୍ରୀ ପ୍ରେରଣା ବର୍ତମାନ ସମୟ ରେ ଆଲବମ୍ କରୁ ଥିବା ବେଳେ ସେହି ଥିରେ ସେମାନେ ଦୁହେଁ ଏକାଠୀ ନଜର ଆସୁଛନ୍ତି , ଏବଂ ଖୁବ୍ ଶୀଘ୍ର ସେମାନଙ୍କ ମ୍ୟୁଜିକ୍ ଆଲବମ୍ ବି ରିଲିଜ୍ ହେବାକୁ ଜାଉଛି ,m

ଜାହାର ନାମ ରହିଛି ଫଗୁଣ ରେ ମୁଁ ଦେଇଛି ସିନ୍ଦୁର , ଏବଂ ଏହି ମ୍ୟୁଜିକ୍ ଆଲବମ୍ ଟି କୁ ଆପଣ ମାନେ ଖୁବ୍ ଶୀଘ୍ର ଦେଖିବା ପାଇଁ ପାଇବେ ତେବେ ଏମାନେ ଖୁବ୍ ଶୀଘ୍ର ବିବାହ କରିବାକୁ ଜାଇଛନ୍ତି , ତେବେ ଆପଣ ମାନେ ଏମାନଙ୍କ ଯୋଡି କୁ କେତେ ପସନ୍ଦ କରନ୍ତି କମେଣ୍ଟ କରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *