ବଢୁଛି ଥଣ୍ଡା ଆସୁଛି ବର୍ଷା ପାଣିପାଗ ବିଭାଗ ର ସତର୍କ ସୂଚନା |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଏବେ ଏବେ କିଛି ବଡ ଅପଡେଟ୍ ଆସି ଜାଇଛି ପାଣି ପାଗ ବିଭାଗ କୁ ନେଇ ଥଣ୍ଡା ରେ ଥରିବ ସାରା ଓଡିଶା ଏବଂ ବର୍ଷା ର ମଧ୍ୟ ସମ୍ଭାବନା ରହିଛି ଜାହା ଫଳ ରେ ରାଜ୍ୟ ରେ ଦୁଇ ଦିନ ମଧ୍ୟରେ 2 ରୁ 3 ଡୀଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି ଫଳ ରେ ଶୀତ ର ପ୍ରଭାବ କମିବ ହେଲେ ପୁଣି ଥରେ 8 ତାରିଖ ରୁ ଶୀତ ବୃଦ୍ଧି ପାଇବାର ରହିଛି , ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ପାଣି ପାଗ ବିଭାଗ ର ସୁରେନ୍ଦ୍ର ନାଥ ପଶୁ ପାଳକ କହିଛନ୍ତି ଯେ ଆସନ୍ତା 5 ରୁ 7 ତାରିଖ ମଧ୍ୟ ରେ କେତେକ ସ୍ଥାନ ରେ ସର୍ବ ନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତ ର ପ୍ରୋକପ କିଛି ବଢିବ ମାତ୍ର ଏହା ଦକ୍ଷିଣ ଉପକୂଳ ରେ ଅପରିବର୍ତିତ ରହିବ ।cold

9 ତାରିଖ ରୁ ରାଜ୍ୟ ରେ ସର୍ବ ନିମ୍ନ ତାପମାତ୍ରା ବଢିବ , ଆଗ ମୂଖ୍ୟତଃ ସୁଖିଲା ଏବଂ ଖରାଟିଆ କରିବ ହେଲେ 16 ତାରିଖ ରୁ ଆଭ୍ୟନ୍ତରଣ ଓଡିଶାରେ ପାଗ କୋହଲା ରହି ପାରେ ଅନୁମାନ କରା ଜାଉଛି ଆସନ୍ତା କାଲି ଠାରୁ ତାପମାତ୍ରା ସାମାନ୍ୟ ବଢିବ ଏବଂ 8 ତାରିଖ ରୁ ଏହା ବୃଦ୍ଧି ହୋଇ 13 ତାରିଖ ପର୍ଯ୍ୟନ୍ତ ଏହା 5 ଡୀଗ୍ରୀ ପର୍ଯ୍ୟନ୍ତ ବଢିିବ ଫଳ ରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ଭୂବନେଶ୍ୱର ସମେତ ଦକ୍ଷିଣ ଉପକୂଳ ରେ 5 ତାରିଖ ଏବଂ 6 ତାରିଖ ମଧ୍ୟ ରେ ପ୍ରାୟ 1 ଡୀଗ୍ରୀ ବଢି ଆଠ ତାରିଖ ପର୍ଯ୍ୟନ୍ତ ଅପରିବର୍ତିତ ରହିବ ।kuhula

ସେହି ପରି 8 ତାରିଖ ରୁ ଏହା ବୃଦ୍ଧି ହୋଇ 13 ତାରିଖ ପର୍ଯ୍ୟନ୍ତ ଏହା 5 ଡୀଗ୍ରୀ ପର୍ଯ୍ୟନ୍ତ ବଢିିବ , ଉତ୍ତର ଆଭ୍ୟନ୍ତରଣ ଏବଂ ଉତ୍ତର ଓଡିଶାରେ 6 ତାରିଖ ରେ ପାଗ ଆଶିଂକ ମେଘୁଆ ରହିବ 6 ଏବଂ 7 ତାରିଖ ରେ ମେଘୁଆ କରିବା ସହିତ ପାଗ କୋହଲା କରିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *