ଅରବିନ୍ଦ କେଜ୍ରିୱାଲଙ୍କ ଝିଅ କେତେ ସୁନ୍ଦର ଜାଣିଲେ ଆଶ୍ଚର୍ୟ୍ଯ ହେବେ?

b

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଅରବିନ୍ଦ କେଜ୍ରିୱାଲ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ଅରବିନ୍ଦ କେଜ୍ରିୱାଲ ଙ୍କ ବିଷୟ ରେ କିଛି ଅଜଣା କଥା ବିଷୟ ରେ କହିବୁ ଯେଉଁଟାକୁ ଆପଣ ମାନେ ଆଗରୁ କେବେ ବି ସୁଣି ନ ଥିବେ , ଯେମିତି କି ତାଙ୍କର ଘର ପରିବାର ଏବଂ ସଂମ୍ପତୀ ବିଷୟ ରେ ତଥା ତାଙ୍କର ପତ୍ନୀ ଏବଂ ତାଙ୍କର ପିଲା ଛୁଆ ବିଷୟ ରେ ଏମିତି ବହୁତ କିଛି ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ବନ୍ଧୁଗଣ ଅରବିନ୍ଦ କେଜ୍ରିୱାଲ 16 ଅଗଷ୍ଟ 1968 ମସିହା ରେ ହରିଆଣା ଠାରେ ଜନ୍ମ ହୋଇ ଥିଲେ ଏବଂ ତାଙ୍କର ବର୍ତମାନ ବୟସ ହେଲା 52 ବର୍ଷ , ତାଙ୍କର ବାପା ଙ୍କ ନାମ ବୁବିନ୍ଦ୍ରା ଏବଂ ମାଆ ଙ୍କ ନାମ ଗୀତା ଦେବୀ ଥିଲା ।arbind

ଏବଂ ତାଙ୍କର ବାପା ଜଣେ ଇଲେକ୍ଟ୍ରିକାଲ ଇଞିନିୟର ଥିଲେ ଏବଂ ସେ ନିଜର ପିଲା ଦିନ ନର୍ଥ ର ଗାଜିଆବବାଦ୍ ଠାରେ ବିତେଇ ଥିଲେ , ସେ ନିଜର ପାଠ ପଢାକୁ ପାନିପଥ୍ ର କେମ୍ପସ୍ ସ୍କୁଲ ରୁ ସେଷ କରି ଥିଲେ , ସେ ଛୋଟ ସମୟ ରେ ବହୁତ ଚତୁର ଏବଂ ଭଲ ପାଠ ମଧ୍ୟ ପଢୁ ଥିଲେ, ଏବଂ ଆପଣ ମାନେ ଏଠାରେ ଅରବିନ୍ଦ କେଜ୍ରିୱାଲ ପତ୍ନୀ ଙ୍କୁ ଦେଖି ପାରୁ ଥିବେ କି ସୁଚିତ୍ରା କେଜ୍ରିୱାଲ , ଏବଂ ଇଏ ହେଲେ ତାଙ୍କର ପୁଅ ପୁନିତ୍ କେଜ୍ରିୱାଲ ଏବଂ ଇଏ ହେଲେ ତାଙ୍କର ଝିଅ ହର୍ଶିତା କେଜ୍ରିୱାଲ , ସେହି ପରି ଅରବିନ୍ଦ କେଜ୍ରିୱାଲ ଙ୍କ ବିଷୟ ରେ କହିବୁ ତେବେ ସେ IIT ବାସ୍ କରିବା ପରେ 1989 ମସିହା ରେ ଟାଟା ଷ୍ଟିଲ୍ ଯୋଗ ଦେଇ ଥିଲେ ,cam

ଏବଂ ପରେ ପୁଣି ସେ 1992 ମସିହା ରେ ଏହି ପୋଷ୍ଟ କୁ ଛାଡି ଦେଇ ଥିଲେ , କାରଣ ତାଙ୍କର ସିଭିଜ୍ ର ପରିକ୍ଷା ଦେବାର ଥିଲା ସେହିଥି ପାଇଁ ସେ କଲିକତା ଆସି ଥିଲେ , ଏବଂ ପରେ ପରେ 2012 ମସିହାରେ ସେ ନିଜର ପଲ୍ଲିଟିକାଲ ପାର୍ଟି ଗଠନ କରି ଥିଲେ ଜାହାର ନାମ ସେ ଆମ୍ ଆଦ୍ମି ପାର୍ଟି ରଖି ଥିଲେ, ଏବଂ ସେ ଆଜିବି ସେହି ଦିଲ୍ଲୀ ର ମୂଖ୍ୟ ମନ୍ତ୍ରୀ ଭାବେ ରହିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *