ଆସନ୍ତା 26 ତାରିଖରେ ହୋଇପାରେ ଭାରତ ବନ୍ଦ, ଦେଖନ୍ତୁ କଣ ଖୋଲା ଓ କଣ ବନ୍ଦ!

kock

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 26 ତାରିଖ ରେ ପୁଣି ଭାରତ ବନ୍ଦ କଂଗ୍ରେସ୍ ପରେ ରାସ୍ତା କୁ ଉହ୍ଲେଇବେ ବ୍ୟବସାୟୀ ସଂଙ୍ଘ 26 ତାରିଖରେ ଭାରତ ବନ୍ଦ କରିବାକୁ ବ୍ୟବସାୟୀ ସଂଙ୍ଘ ଡାକରା ରହିଛି , ସାମିଲ୍ ହେବେ 40 ହଜାର ରୁ ଅଧିକ ବ୍ୟବସାୟୀ ସଂସ୍ଥା ତେବେ ଆସନ୍ତୁ ଏହି ବିଷୟ ରେ ଆପଣ ମାନଙ୍କ ଠାରୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଏହି ବିଷୟ ରେ କଣଣ ରହିଛି ରିପୋର୍ଟ ଟି , ତେବେ ଗୋଳମାଳିଆ GST ବ୍ୟବସ୍ଥା GST ଅଧିକାରୀ ଙ୍କ ଏକଛାଟିଆ ମନଭାବ କୁ ବିରୋଧ କରି ଆଗାମୀ ଦିନ ରେ ଭାରତୀୟ ବ୍ୟବସାୟୀ ମହାସଂଙ୍ଘ ବା CAIT ଆସନ୍ତା 26 ତାରିଖ ରେ ଏହି ବନ୍ଦ ଡାକରା ଦେଇଛନ୍ତି ।gst

CAIT ସୂଚନା ଦେଇଛି କି ଏହି ଭାରତ ବନ୍ଦ କୁ 40 ହଜାର ରୁ ଅଧିକ ବ୍ୟବସାୟୀ ମାନେ ପାଳନ କରିବେ ସଂଙ୍ଘ ପକ୍ଷ୍ୟ ରୁ କୁହା ଜାଇଛି ସମଗ୍ର ଦେଶ ରେ ରହିଥିବା CAIT ର ପ୍ରତିନିଧି ମାନେ ଭାରତ ବନ୍ଦ କୁ ସଫଳ କରିବା ପାଇଁ ସୂଚି ପ୍ରସ୍ତୁତ କରୁଛନ୍ତି , CAIT ର ମହାସଚିବ ପ୍ରବିନ୍ ଖଣ୍ଡନ କହିଛନ୍ତି ଏହି ଭାରତ ବନ୍ଦ କୁ ସଫଳ କରିବାକୁ ଟିକସ୍ ପେସା ଦାର୍ ମାନଙ୍କର ରାଜ୍ୟ ଏବଂ ଜାତୀୟ ସଂଙ୍ଗଠନ ବିିଭିନ୍ନ ସେବା ପ୍ରଦାନ କରୀ ଙ୍କ ପାଖରେ ଆମେ ଜାଇ ପହଁଚିବୁ ଅନ୍ୟ ପଟରେ ଏହି ବ୍ୟବସାୟୀକ ପ୍ରତିଷ୍ଟାର ଗୁଡିକ ବନ୍ଦ ରହିବ ।ba

କିନ୍ତୁ ଅତ୍ୟାବସ୍ୟକ ସେବା ଚାଲୁ ରହିବ ,ଏହି ବନ୍ଦରେ ଅନ୍ ଲାଇନ୍ ବିକ୍ରେତା ସହିତ ଯୋଡିତ ସମସ୍ତ ସଂଙ୍ଗଠନ ଗୁଡିକୁ ଆହ୍ୱାନ ଦିଆ ଜାଇଥିବା ପ୍ରବିନ୍ କହିଛନ୍ତି । କହି ରଖିବୁ କି ଚାଷୀ ଆନ୍ଦଳନ ଏବଂ ତୈଳ ଦର ବୃଦ୍ଧି ନେଇ ଗତ ତିନି ମାସ ମଧ୍ୟ ରେ ଦେଶ ଅନେକ ଥ ବନ୍ଦ ଡାକରା ଦିଆ ଜାଇ ଥିବା ବେଳେ ଗତ କାଲି ବି କୃଷକ ସଙ୍ଘଠନ ମାନେ ରେଳ ରୋକ୍ କରି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *