ଭାରତ – ଇଂଲଣ୍ଡ ଟି-ଟ୍ୱେଣ୍ଟି ସାମିଲ ହେଲେ ଧୂଆଁଧାର ଖେଳାଳି ।

mach

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଂଲଣ୍ଡ ବିପକ୍ଷ୍ୟ ରେ ଟି ଟ୍ୱେଣ୍ଟି ସିରିଜ୍ ରେ ଭାରତୀୟ ଦଳ ର ଘୋଷଣା IPL ରେ ଭଲ ପଦର୍ଶନ କରି ଥିବା ଖେଳାଳି ମାନେ ଏବେ ଇଂଲଣ୍ଡ ବିପକ୍ଷ୍ୟ ରେ ଖେଳିବା ପାଇଁ କେଉଁ କେଉଁ ଖେଳାଳି ମାନେ ସାମିଲ୍ ହୋଇଛନ୍ତି ସେହି ବିଷୟ ରେ ଜାଣିବା ପାଇଁ ସେଷ ଯାଏ ପଢନ୍ତୁ , ମାର୍ଚ୍ଚ 12 ତାରିଖ ରୁ ଭ୍ରମଣ କରି ଇଂଲଣ୍ଡ ଏବଂ ଘୋରଇ ଭାରତୀୟ ହିତ ହେବ ଟିଟ୍ୱେଣ୍ଟି ଧମାକା ଏବଂ IPL ରେ ଧୁଆଁ ଦାର୍ ବେଟିଂ କରି ଥିବା ପ୍ରଥମ ଥର ପାଇଁ ସୂର୍ୟ୍ୟ କୁମାର ଯାଦବ ଏବଂ ଇସାନ କିସନ ଙ୍କୁ ମିଳିଛି ସୁଯୋଗ ସେହି ପରି IPL ରେ ଦମଦାର୍ ମିଷ୍ଟ୍ରୀ ସ୍ପିନର ଭାବେ ପଦର୍ଶନ କରି ଥିବା ବରୁଣ ଚକ୍ରବର୍ତୀ ବି ଟିମ୍ କୁ ଆସି୍ଛନ୍ତି ।ipl

ଏହା ସେ ପୂର୍ବ ରୁ ଅଶ୍ଟେଲିଆ ବିପକ୍ଷ୍ୟ ରେ ତାଙ୍କୁ ସାମିଲ୍ କରା ଜାଇ ଥିଲା କିନ୍ତୁ ଆହାତ ସମସ୍ୟା କାରଣ ରୁ ସେ ଅଶ୍ଟେଲିଆ ଗସ୍ତ ରେ ଜାଇ ପାରି ନ ଥିଲେ , ସେହି ପରି ସୂର୍ୟ୍ୟ କୁମାର ଯାଦବ ଏବଂ ଇସାନ କିସନ ଙ୍କୁ ଦଳ ରେ ସାମିଲ୍ କରା ଜାଇଛି ଏବଂ ଟିମ୍ ଇିଣ୍ଡିଆ ରେ ଇସାନ କିସନ୍ ସାମିଲ୍ ହେବା ପରେ ଆସିଛି ଏକ ବଡ ଖବର ଏବଂ ଗତ କାସି ଚାଲି ଥିବା ବିଜୟ ହାଜେରେ ଟ୍ରୋଫି ରେ ଯୁବ ତାରକା ଇସାନ୍ କିସନ୍ ଙ୍କ ବ୍ୟଟ୍ ଗତ କାଲି ସେ 94 ଟି ବଲ୍ ରେ 173 ରନ୍ ର ଇନିଂ ଖେଳି ଏକ ବଡ ବିଜୟ ହାସଲ କରି ଥିଲେ ।isan

ଏବଂ ଏହି ଠାରେ ସେ 11 ଟି ଛକ୍କା ସହିତ 19 ଟି ଚୈକା ମାରି ଥିବାର ଦେଖିବା ପାଇଁ ମିଳି ଥିଲେ , ସେହି ପରି ଆପଣ ମାନେ ଏହି ଥର ମ୍ୟଚ୍ ରେ ରାହୁଲ ତେବଟିଆ ଙ୍କୁ ବି ଦେଖିବା ପାଇଁ ପାଇବେ ମାର୍ଚ୍ଚ 12 ତାରିଖ ରୁ ପାଞ୍ଚ ଦିନିଆ ଟି ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବ ତେବେ ଆପଣ ମାନେ ଏହାକୁ ଦେଖିବା ପାଇଁ କେତେ ପରିମାଣ ରେ ପ୍ରସ୍ତୁତ ରହିଛନ୍ତି ନିଶ୍ଚିତ ଭାବେ କମେଣ୍ଟ କରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *