ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ ନାମ ଇଂରାଜୀ ଅକ୍ଷର B ରୁ ଆରମ୍ଭ ହୋଇଛି , ସମସ୍ତ ଙ୍କ ଜିବନ ରେ ସେମାନଙ୍କ ନାମର ପ୍ରଥମ ଅକ୍ଷର ମହତ୍ୱ ଅଧିକ ପରିମାଣ ରେ ରହିଥାଏ । ଏବଂ ସେମାନଙ୍କ ବ୍ୟକ୍ତିତ୍ୱ ବିଷୟ ରେ ଏହା ଜଣେଇ ଥାଏ ,ପ୍ରତ୍ୟେକ ବ୍ୟକ୍ତି ଙ୍କ ନାମ ର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ଉପରେ ବହୁତ ପ୍ରଭାବ ପକେଇ ଥାଏ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ B ନାମର ଲୋକ ମାନଙ୍କ ବିଷୟ ରେ ଜାଣିବା କିଛି ଅଜଣା ତଥ୍ୟ ବିଷୟ ରେ ଆସନ୍ତୁ , ଏମାନଙ୍କ ସ୍ୱଭାବ ବିଷୟ ରେ କହିବା ତେବେ ଏମାନେ ସବୁ ବେଳେ କିଛି ନା କିଛି ନୂଆ ରାସ୍ତା ଖୋଜିବାରେ ଲାଗିଥାନ୍ତି ।
B ନାମ ଧାରୀ ବ୍ୟକ୍ତି ମାନେ କେବେ ବି ଗୋଟିଏ ସ୍ଥାନ ରେ ସ୍ଥିର ରୁହନ୍ତି ନାହିଁ , ଏମାନଙ୍କୁ ନୂଆ ନୂଆ କାର୍ଯ୍ୟ କରିବା ପାଇଁ ପସନ୍ଦ ଲାଗେ , ଏମାନେ ସବୁ ବେଳେ ନିଜ ରାସ୍ତା ନିଜେ ତିଆରି କରନ୍ତି । ଏମାନେ କୈଣସି ବ୍ୟକ୍ତି ଙ୍କୁ ସହଜ ରେ ବିଶ୍ୱାସ କରନ୍ତି ନାହିଁ , ଏହିଥି ପାଇଁ ଏମାନଙ୍କ ସାଙ୍ଗ ମାନଙ୍କ ସଂଖ୍ୟା ବି କମ୍ ରହି ଥାଏ ,ଏମାନେ ବହୁତ କମ୍ ଲୋକ ମାନଙ୍କ ଉପରେ ବି ବିଶ୍ୱାସ କରି ଥାନ୍ତି,ଏବଂ ଏମାନେ ଯେଉଁ ମାନଙ୍କୁ ବିଶ୍ୱାସ କରି ଥାନ୍ତି ସେମାନଙ୍କ ସାଥିରେ ହିଁ ମିଳା ମିଶା କରନ୍ତି । ଏହି B ନାମର ଧାରୀ ବ୍ୟକ୍ତି ମାନେ ସନ୍ଦୈର୍ଯ୍ୟ ପ୍ରତି ବହୁତ ଆକର୍ଶିତ ରହି ଥାନ୍ତି , ଏମାନେ ନିଜର ବିଚାର କୁ ନିଜ ମଧ୍ୟ ରେ ରଖି ଥାନ୍ତି , ତା ସହିତ ଏମାନେ ଅଜଥା ବିବାଦ ରୁ ସବୁ ବେଳେ ଦୁରେଇ ରହି ଥାନ୍ତି, ଏମାନେ ବହୁତ ଶାନ୍ତ ହୋଇ ଥାନ୍ତି , କିନ୍ତୁ କେବେ ଏମାନଙ୍କୁ କ୍ରୋଧ ଆସି ଥାଏ ତେବେ ସେମାନେ କାହାର କଥା ସୁଣନ୍ତି ନାହିଁ ।
ସାଧାରଣ ଭାବେ ଏମାନଙ୍କ ଠାରୁ କୈଣସି ତର୍କ ରେ ଜିତିବା ବହୁତ କଷ୍ଟ ହୋଇ ଥାଏ , ତ ରହିବା ପାଇଁ ଭଲ ଲାଗି ଥାଏ । ଏମାନେ ନିଜର ବିଚାର କୁ ନିଜ ମଧ୍ୟ ରେ ରଖି ଥାନ୍ତି । ତା ସହିତ ଏମାନେ ଅଜଥା ବିବାଦ ରୁ ସବୁ ବେଳେ ଏମାନେ ନିଜର କେରିଅର କୁ ନେଇ ଚିନ୍ତା ବହୁତ କରି ଥାନ୍ତି , କିନ୍ତି ସେହି ସବୁ କୁ ପୂରଣ କରିବା ପାଇଁ ପଛରେ ରହି ଜାଇ ଥାନ୍ତି । ଏପରି ଲୋକ ମାନେ ନିଜର ପ୍ରତ୍ୟୋକ କାର୍ଯ୍ୟ କୁ ଚୁପଚାପ୍ ହିଁ କରନ୍ତି ,ଏବଂ ଏମାନଙ୍କର ଏହି ଗୁଣ ଏମାନଙ୍କୁ ସଫଳତା ଆଡକୁ ନେଇ ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।