ହାତରେ ଏହିପରି ଥିଲେ ( ଧଳା ଚିହ୍ନ ) ଆପଣ ବହୁତ୍ ଭାଗ୍ୟଶାଳୀ |

what

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଦେଖି ଥାଉକି ଆମ ହାତ ଏବଂ ଗୋଡର ଆଙ୍ଗୁଠିରେ ଗୋଟେ ଅଲଗା ପ୍ରକାର ର ଧଳା ଚିହ୍ନ ହୋଇଥାଏ । ଆମ ଭିତର ରୁ ଅଧିକା ଅଂସ ଲୋକ ତାହା ଉପରେ ଧ୍ୟନ ଦେଇ ନଥାଉ ଆଉ ଏହାକୁ ପ୍ରାକୃତିକ ଚିହ୍ନ ଭାବିକି ବେକ୍ଷାତିର କରି ଦେଉ , ପୁଣି କିଛି ଦିନ ପରେ ସେହିଁ ଚିହ୍ନ ନମିଜେ ନିଜେ ଲିଭି ଜାଇଥାଏ , କିଛି ଲୋକଙ୍କ ନଖ ଉପରେ ଏହି ଚିହ୍ନ ହଳଦିଆ ରଙ୍ଗର ହୋଇଥାଏ ତ ଆଉ କିଛି ଲୋକଙ୍କର ନଖ ଉପରେ ଧଳା ରଙ୍ଗର ହୋଇଥାୀଏ । କିଛି ଲୋକଙ୍କ ନଖ ଉପରେ କଳା ରଙ୍ଗର ଚିହ୍ନ ବି ହୋଇଥାଏ ଯଦି ଆପଣଙ୍କ ନଖରେ ଏପରି ଚିହ୍ନ ଅଛି ତେବେ ତାକୁ ଅଣ ଦେଖା କରନ୍ତୁ ନାହିଁ । ଏହି ପ୍ରକାର ଚିହ୍ନ ଆପଣଙ୍କ ବ୍ୟକ୍ତିତ୍ୱ ଚରିତ୍ର ବିସୟରେ ବହୁତ କିଛି କହିଥାଏ ,what

ତେବେ ଆସନ୍ତୁ ଜାଣିବା ଭାଗ୍ୟଶାଳୀ ହେବାର ଚିହ୍ନ ଯଦି ଆପଣଙ୍କ ନଖରେ ବି ଏହବି ପ୍ରକାର କିଛି ଚିହ୍ନ ଅଛି ତେବେ ଆପଣ ଭାଗ୍ୟଶାଳୀ ହେବାର ପ୍ରତିକ ଅଟେ । ତେବେ ଚାସନ୍ତୁ ଜାଣିବା କେଉଁ ଆଙ୍ଗୁଠିରେ ଧଳା ଚିହ୍ନ ଥିଲେ ଆପଣଙ୍କ ବିସୟରେ କଣ କହିଥାଏ , ନମ୍ବର 1- ଯଦି ଆପଣଙ୍କ ତର୍ଜନି ଆଙ୍ଗୁଠିର ନଖରେ ଧଳା ରଙ୍ଗର ଚିହ୍ନ ଦେଖାଯାଏ ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ନୂଆ ସାଙ୍ଗ କିମ୍ବା ନୂଆ ସାଥି ଆସିବାର ଅଛି । ନମ୍ବର 2- କିନ୍ତୁ ଯଦି ଏହି ଧଳା ରଙ୍ଗର ଚିହ୍ନ ଆପଣଙ୍କ ମଧ୍ୟମ ଆଙ୍ଗୁଳିର ନଖରେ ଦେଖାଯାଏ ତେବେ ଏହାର ଅର୍ଥ ହେଲା କେହି ଜଣେ ନିଜର ଲୋକ ଶତୃ ବନିପରେ ।n

ନମ୍ବର 3- ଯଦି ଅନାମିକା ଆଙ୍ଗୁଳିର ନଖରେ ଧଳା ଚିହ୍ନ ଦେଖାଯାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଆଉ ଆପଣଙ୍କ ଜୀବନରେ ଭଲ ପାଇବା ଏବଂ ଖୁବ୍ ଟଙ୍କା ଆସିବାର ଯୋଗ ଅଛି । ନମ୍ବର 4- ଯଦି ଏହି ଧଳା ଚିହ୍ନ ସବୁଠୁ ଛୋଟ ଆଙ୍ଗୁଳି ରେ ଦେଖାଯାଏ ତେବେ ଏହାର ଅର୍ଥ ହେଲା ଆପଣ କୁଆଡେ ବାହାର କୁ ବୁଲିବାକୁ ଜାଇ ପାରନ୍ତି , ଯଦି ଆପମଙ୍କର ହାତର ନଖ ନିଳରୁ ଧଳା ହେଉଛି ତ ଏହି ଚିହ୍ନ ଏହା କହିଥାଏ କି ଯେଉଁ ପର୍ଯ୍ୟନ୍ତ ଏହି ଚିହ୍ନ ପୁରା ଧଳା ହେବ ସେ ପର୍ଯ୍ୟନ୍ତ ଆପଣଙ୍କ ହାତରେ କୈଣସି ସରପ୍ରଇଜ୍ ଗିଫ୍ଟ ଆପଣଙ୍କ ହାତରେ ନିଶ୍ଚୟ ଆସିବ । ତେବେ ଏହା ଥିଲା ହାତ କିମ୍ବା ଗୋଡର ଧଳା ଚିହ୍ନ ଆପଣଙ୍କୁ କେଉଁ ସଂକେତ ଦେଇଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *