SBI ରେ ଆକାଉଣ୍ଟ କଲେ ଜାଣି ନିଅନ୍ତୁ ଏହି ନୁଆ ନିୟମ ବିଷୟରେ , ନହେଲେ ପସ୍ତେଇବେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫଉ ରୁ ଆସିଥିବା କିଛି ନୁଆ ଅପଡେଟ ବିଷୟ ରେ କହିବୁ , ତେବେ ଯଦି ଆପଣ ଜଣେ ଷ୍ୟାଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଗ୍ରାହକ ଅଟନ୍ତି ତେବେ ଏହାକୁ ନିଶ୍ଚୟ ଜାଣିନେବା ଦରକାର କି ଏଣିକି ନିୟମ ନ ଜାଣିଲେ ଆପଣ ଙ୍କ ର ଖାତା ରୁ କଟି ପାରେ ଟଙ୍କା , ତେବେ ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଆସିଥିବା ନୁଆ ନିୟମ କୁ ଆପଣ ମାନେ ନିହାତି ଭାବରେ ଜାଣି ରଖିବା ଦରକାର ତେବେ ପ୍ରଥମ ରେ ହେଉଛି ଆପଣ ମାନେ ଟଙ୍କା ର ନେଣ ଦେଣ ଏଟିଏମ କାର୍ଡ ଦ୍ୱାରା କରୁଥିବେ ତେବେ ଲାଗୁ ହୋଇଖଥିବା ନିୟମ କୁ ନ ଜାଣି ଆପଣ ଟଙ୍କା ଏଟିଏମ ରୁ ଉଠାଇଲେ କଟି ପାରେ ଆପଣ ଙ୍କ ର ସଞ୍ଚୟ ଖାତା ରେ ଜମା ହୋଇଥିବା ଜମା ଟଙ୍କା ,atm

ତେବେ ଆପଣ ଟଙ୍କା ଉଠାବା ବେଳେ ଯଦି ଆପଣ ଙ୍କ ର ସଞ୍ଚୟ ଖାତା ଟଙ୍କା ର ଅଭାବ ହେତୁ ଆପଣ ଙ୍କ ର ଟ୍ରାନ୍ସାକସନ ବିଫଳ ହୁଏ ତେବେ ଆପଣ ଙ୍କୁ ଏଥି ଲାଗି କିଛି ଟା ପଇସା ଦେବାକୁ ପଡିବ ଅର୍ଥାତ ଆପଣ ଙ୍କ ର ଖାତା ରେ ଯଦି ପଇସା ନ ଥାଇ ଆପଣ ପଇସା ଉଠାଉଛନ୍ତି ତେବେ ଏଥିଲାଗୁ ଆପଣ ଙ୍କୁ କିଛି ଟା ଜୋରିମାନା ଦେବାକୁ ପଡିବ । ତେବେ ଜୋରିମାନା ଅନୁଯାଇ ଆପଣ ଙ୍କୁ ଏଥିଲାଗି 20 ଟଙ୍କା ସହିତ ଜିଏସଟି ବି ଦେବାକୁ ପଡିବ । ସର୍ବ ବୃହତ ବାଣିଜ୍ୟ ବ୍ୟାଙ୍କ ଅଣ ଆର୍ଥିକ କାରବାର ଉପରେ ଏହି ଶୁଳ୍କ ଆଦାୟ କରାଯିବ ଯେମିତିକି ଆପଣ ମାନେ ଜାଣିଛନ୍ତି ବେଳେ ବେଳେ ଆମ ବ୍ୟାଙ୍କ ରେ କମ ଟଙ୍କା ରହିଥାଏ କିନ୍ତୁ ଆମେ ଅଧିକା ପଇସା ମାରି ଦେଇଥାନ୍ତି ଟଙ୍କା ଉଠାଇବା ପାଇଁ କିନ୍ତୁ ସେହି କ୍ଷେତ୍ର ରେ ଆପଣ ଙ୍କ ର ଲେଣ ଦେଣ ବା ଟ୍ରାନ୍ସକାସନ ବିଫଳ ହେଲେ ତା ପରିବର୍ତ୍ତେ ଆପଣ ଙ୍କୁ 20 ଟଙ୍କା ସହିତ ଜିଏସଟି ର ଅଧିକା ଶୁଳ୍କ ଦେବାକୁ ପଡିବ ।sbi

ଆଉ ଏହା ଛଡା ଏକ ମାସ ରେ କେତେ ଥର କରି ପାରିବେ ମାଗଣା ଟ୍ରାନ୍ସକାସନ ଯାହାକି ଭାରତୀୟ ଏସବିଆଇ ଏହାର ନିୟମିତ ସଞ୍ଚୟ ଆକାଉଣ୍ଟ ଧାରୀ ମାନଙ୍କ ପାଇଁ ଏକ ମାସ ରେ 8 ଟି ମାଗଣା କାରବାର କରିବାର ସୁବିଧା ଦେଇଥାଏ , ଯେମିତି କି 5 ଟି ଟ୍ରାନ୍ସକାସନ ଏସବିଆଇ ନିଜର ଏଟିଏମ ରୁ ଏବଂ ଆଉ 3 ଟି ଅନ୍ୟ ବ୍ୟାଙ୍କ ର ଏଟିଏମ ଟ୍ରାନ୍ସକାସନ ପାଇଁ ଯାହାକି ଆପଣ ମୋଟ ଉପରେ 8 ଟି ମାଗଣା ଟ୍ରାନ୍ସକାସନ କରି ପାରିବେ । ତେବେ ବନ୍ଧୁଗଣ ଏହି କିଛି ନୁଆ ନିୟମ ଏବେ ଭାରତୀୟ ଷ୍ଟ୍ୟାଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫ ରୁ ଜାରି କରି ଦିଆ ଯାଇଛି । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କେମିତି ଲାଗିଛୁ ଆମକୁ ତାହା ନିଶ୍ଚୟ କମେଣ୍ଟ ମାଧ୍ୟମ ରେ ଜଣାନ୍ତୁ ଏହା ବ୍ୟତିତ ଆମର ଏହି ପୋଷ୍ଟ ଚିକୁ ଲାଇକ କରିବା ସହିତ ନିଜର ବନ୍ଧୁ ମାନଙ୍କ ସହିତ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *