ଏହି ସଂକେତ ମିଳିଲେ ଜାଣିନିଅନ୍ତୁ ଯେ ଭଗବାନ ଆପଣଙ୍କ ସହିତ ସବୁବେଳେ ଅଛନ୍ତି |

god

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ ସଂଙ୍କେତ ସୂଚନା ଦେଇଥାଏ କି ଭଗବାନ ଆପଣଙ୍କ ସହିତ ରହିଛନ୍ତି ,କୈଣସି ଦିବ୍ୟଶକ୍ତି ଆପଣଙ୍କ ସହିତ ରହିଛନ୍ତି ବୋଲି ଚାଲନ୍ତୁ ଜାଣି ନେବା ସେହି ସଂଙ୍କେତ ବିଷୟ ରେ ,ସେମିତି ରେ ବନ୍ଧୁଗଣ ବହୁତ ସମୟ ରେ ଆମ ମାନଙ୍କ ସହିତ ଜାଣନ୍ତୁ ଏବଂ ଅଜାନ୍ତ ରେ ହୋଇ ଥିବା କିଛି କର୍ମ ଦ୍ୱାରା ଆମେ ମାନେ ଭଗବାନ ଙ୍କ ଆଭାସ ପାଇ ଥାନ୍ତି । ତେବେ ସେହି ସମୟ ରେ ଆପଣ ମାନେ ବି ଟିକିଏ ଡାଉଟ୍ ରେ ରହି ଥାନ୍ତି କି ଆପଣ ମାନଙ୍କ ସହିତ ଭଗବାନ ରହିଛନ୍ତି କି ନାହିଁ ତେବେ ସେମିତି କ୍ଷେତ୍ର ରେ ଆମେ ଆଜି ଯେଉଁ ସଂଙ୍କେତ ବିଷୟ ରେ କହିବା ପାଇଁ ଯାଉଛୁ ସେହି ସବୁ ଦେଖିଲେ ନିଶ୍ଚିତ ଭାବେ ଆପଣ ମାନଙ୍କ ସହିତ ଭଗବାନ ରହିଛନ୍ତି ବୋଲି ଆପଣ ମାନେ ଜାଣନ୍ତୁ ,g

ତେବେ ପ୍ରଥମେ ଆପଣ ମାନେ ରାତି ରେ ଦେଖୁ ଥିବା ସ୍ୱପ୍ନ ଯଦି ସକାଳେ ସତ ହୋଇ ଥାଏ ତେବେ ଆପଣ ମାନଙ୍କ ସହିତ ଭଗବାନ ରହିଛନ୍ତି ବୋଲି ଆପଣ ମାନେ ଜାଣନ୍ତୁ ଏହି ବିଷୟ ରେ ପବିତ୍ର ଗ୍ରନ୍ଥ ଏବଂ ଶାସ୍ତ୍ର ରେ ଉଲ୍ଲେଖ ରହିଛି , ସେହି ପରି ଦ୍ୱତୀୟ ସଂଙ୍କେତ ଟି ହେଲା ସ୍ୱପ୍ନ ରେ ସାଧୁ ଦେବତା ଏବଂ ମନ୍ଦିର ଦେଖିବା ବି ଆପଣ ମାନଙ୍କ ଉପରେ ଦେବତା ଙ୍କ କୃପା ରହିଛି ବୋଲି ଆପଣ ମାନେ ଜାଣନ୍ତୁ ।go

ଯେଉଁ ଭଗବାନ ଆପଣ ମାନଙ୍କ ସ୍ୱପ୍ନ ରେ ଦେଖା ଦିଅନ୍ତୁ ସେମାନଙ୍କ ପୂଜା ଆପଣ ମାନେ ନିଶ୍ଚିତ କରନ୍ତୁ ସେହି ପରି ବନ୍ଧୁଗଣ ଆପଣ ମାନେ କିଛି କାମ କରିବା ପାଇଁ ଚେଷ୍ଟା କରିଲେ ଏବଂ ସେହି କାର୍ଯ୍ୟ ସଫଳ ଏବଂ ସତ ହୋଇ ଗଲା ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ଠାରେ ଆପଣ ମାନଙ୍କ ସହିତ ଭଗବାନ ଙ୍କ କୃପା ରହିଛି ବୋଲି ଜାଣନ୍ତୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *