ଘରେ ସବୁବେଳେ ଧନର ଅଭାବ ରହୁଥିଲେ କରନ୍ତୁ ଏହି ଗୋଟେ କାମ ପୁଣି ଦେଖନ୍ତୁ ଚମତ୍କାର

money

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ କଦଳୀ ଗଛ କୁ ଭଗବାନ ଭାବେ ପୂଜା କରା ଜାଇ ଥାଏ ଏବଂ ଏହି କଦଳୀ ଗଛ କୁ ଶୁଭ ର ପ୍ରତିକ ଭାବେ ମଧ୍ୟ ପୂଜା ଜାଇଥାଏ ଯେକୈଣସି ବି ପୂଜା କାର୍ଯ୍ୟ ରେ ଏହି କଦଳୀ ଗଛ ର ଆବଶ୍ୟକତା ପ୍ରଥମେ ରହିଛି ଏବଂ କଦଳୀ ଗଛ ର ଫଳ କୁ ଆମେ ମାନେ ପୂଜା କିମ୍ବା ଫଳ ଭାବେ ସେବନ କରି ଥାନ୍ତି । ତେବେ ଏହି କଦଳୀ ଶରୀର ରେ ଶକ୍ତି ବର୍ଦ୍ଧକ ଅଟେ , ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କ ଘରେ ଯଦି ସବୁ ସମୟ ରେ ଧନ ର ଅଭାବ ରହିଥାଏ ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବୁ ଜାହାର ପ୍ରୋୟଗ କରି ଆପଣ ମାନେ ନିଶ୍ଚିତ ଭାବେ ଘରେ ଧନ ର ବୃଦ୍ଧି କରି ପାରିବେ , ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ଉପାୟ ବିଷୟ ରେ ।laxmi

ତେବେ ବନ୍ଧୁଗଣ ଯେତେ ବେଳେ ବି ଆପଣ ମାନଙ୍କ ଘରେ ଲାଗୁ ଥିବ କି ମାତା ଲକ୍ଷ୍ମୀ ବାସ କରିବା ଭୁଲି ସାରିଛନ୍ତି ତେବେ ସେହି ସମୟ ରେ କଦଳୀ ଗଛ ଦ୍ୱାରା ଏହି ଉପାୟ କୁ କରନ୍ତୁ , ତେବେ ଆପଣ ମାନଙ୍କୁ କହିଦେବୁ କି ଏହି ଉପାୟ ରେ ଘର ର ମୁରବୀ ଏକ କଦଳୀ ଗଛ କୁ ଆଣି ଘର ର ଦକ୍ଷିଣ ପୂର୍ବ କୋଣ ରେ ଲଗାନ୍ତୁ , ଏବଂ ସେ ସେହି ଗଛ ମୂଳେ ପାଣି ଦେବ ସହିତ କିଛି ସିନ୍ଦଦୁର ର ପ୍ଦାନ କରନ୍ତୁ, ଏମିତି କରିଲେ ଆପଣ ମାନଙ୍କ ଘରେ ବଢୁ ଥିବା ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ ,banana

ଏବଂ ଆପଣ ମାନଙ୍କ ଘରେ ଟଙ୍କା ପଇସା ର ଅଭାବ ଦେଖା ଦିଏ ନାହିଁ , ତେବେ ଆପଣ ମାନଙ୍କ ଘରେ ଏମିତି ପରିସ୍ଥିତି ରହି ଥିଲେ ଆପଣ ମାନେ ବି ଟ୍ରାୟ କରନ୍ତୁ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *