ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ କଦଳୀ ଗଛ କୁ ଭଗବାନ ଭାବେ ପୂଜା କରା ଜାଇ ଥାଏ ଏବଂ ଏହି କଦଳୀ ଗଛ କୁ ଶୁଭ ର ପ୍ରତିକ ଭାବେ ମଧ୍ୟ ପୂଜା ଜାଇଥାଏ ଯେକୈଣସି ବି ପୂଜା କାର୍ଯ୍ୟ ରେ ଏହି କଦଳୀ ଗଛ ର ଆବଶ୍ୟକତା ପ୍ରଥମେ ରହିଛି ଏବଂ କଦଳୀ ଗଛ ର ଫଳ କୁ ଆମେ ମାନେ ପୂଜା କିମ୍ବା ଫଳ ଭାବେ ସେବନ କରି ଥାନ୍ତି । ତେବେ ଏହି କଦଳୀ ଶରୀର ରେ ଶକ୍ତି ବର୍ଦ୍ଧକ ଅଟେ , ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କ ଘରେ ଯଦି ସବୁ ସମୟ ରେ ଧନ ର ଅଭାବ ରହିଥାଏ ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବୁ ଜାହାର ପ୍ରୋୟଗ କରି ଆପଣ ମାନେ ନିଶ୍ଚିତ ଭାବେ ଘରେ ଧନ ର ବୃଦ୍ଧି କରି ପାରିବେ , ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ଉପାୟ ବିଷୟ ରେ ।
ତେବେ ବନ୍ଧୁଗଣ ଯେତେ ବେଳେ ବି ଆପଣ ମାନଙ୍କ ଘରେ ଲାଗୁ ଥିବ କି ମାତା ଲକ୍ଷ୍ମୀ ବାସ କରିବା ଭୁଲି ସାରିଛନ୍ତି ତେବେ ସେହି ସମୟ ରେ କଦଳୀ ଗଛ ଦ୍ୱାରା ଏହି ଉପାୟ କୁ କରନ୍ତୁ , ତେବେ ଆପଣ ମାନଙ୍କୁ କହିଦେବୁ କି ଏହି ଉପାୟ ରେ ଘର ର ମୁରବୀ ଏକ କଦଳୀ ଗଛ କୁ ଆଣି ଘର ର ଦକ୍ଷିଣ ପୂର୍ବ କୋଣ ରେ ଲଗାନ୍ତୁ , ଏବଂ ସେ ସେହି ଗଛ ମୂଳେ ପାଣି ଦେବ ସହିତ କିଛି ସିନ୍ଦଦୁର ର ପ୍ଦାନ କରନ୍ତୁ, ଏମିତି କରିଲେ ଆପଣ ମାନଙ୍କ ଘରେ ବଢୁ ଥିବା ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ ,
ଏବଂ ଆପଣ ମାନଙ୍କ ଘରେ ଟଙ୍କା ପଇସା ର ଅଭାବ ଦେଖା ଦିଏ ନାହିଁ , ତେବେ ଆପଣ ମାନଙ୍କ ଘରେ ଏମିତି ପରିସ୍ଥିତି ରହି ଥିଲେ ଆପଣ ମାନେ ବି ଟ୍ରାୟ କରନ୍ତୁ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।