ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଉଣୀ ଜନ୍ମଂ ଦିନ କୁ କେମିତି ଭାବେ ପାଳନ କରିଛନ୍ତି ଓଲିଉଡ ର ସୁପର ଷ୍ଟାର ସବ୍ୟସାଚୀ ମିଶ୍ର ତେବେ କଣ ରହିଛି ଏହା ଉପରେ ସଂମ୍ପର୍ଣ୍ଣ ବିବରଣୀ ସେହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ସେଷ ଯାଏ ପଢନ୍ତୁ , ସେମିତି ରେ ଆପଣ ମାନେ ସବ୍ୟସାଚୀ ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଏବଂ ତାଙ୍କର ଜବର୍ଦୋସ୍ତ ଅଭିନୟ କୁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି ଏବଂ ସେ ସବୁ ସମୟ ରେ ଅଧିକ ଓଡିଆ ଫିଲ୍ମ ରେ ହିଁ କାମ କରୁ ଥିବାର ଦେଖିବା ପାଇଁ ମିଳିନ୍ତି , ଏବଂ ତାଙ୍କର ଫିଲ୍ମ ସବୁ ସମୟ ରେ ହିଟ୍ ହୋଇଥାଏ ।
ବର୍ତମାନ ସମୟ ରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ସବ୍ୟସାଚୀ ମିଶ୍ର ନିଜର ଭଉଣୀ ଙ୍କ ଜନ୍ମ ଦିନ କୁ ବହୁତ ଧୁମ୍ ଧାମ୍ ରେ ପାଳନ କରିଛନ୍ତି , ଏବଂ ସେହି ଭଉଣୀ ଜଣଙ୍କ ବହ୍ମପୁର ର ଜଣେ ଅଭିନେତ୍ରୀ ଅଟନ୍ତି , ଯିଏ କି ବ୍ରହ୍ମପୁର ର ଆଲବମ୍ ରେ କାମ କରନ୍ତି , ଯେକି ଖୁବ୍ ସୁନ୍ଦର ଆଲବମ୍ କରିଛନ୍ତି ,ଏବଂ ତାଙ୍କର ଆଲବମ୍ ବି ଦର୍ଶକ ମାନଙ୍କୁ ବହୁତ ପସନ୍ଦ କରନ୍ତି , ଏବଂ ତାଙ୍କ ଭଉଣୀ ଙ୍କ ଜନ୍ମ ଦିନ ରେ ସବ୍ୟସାଚୀ ମିଶ୍ର ନିଜେ ଉପସ୍ଥିତ ରହି ଥିଲେ ।
ଏବଂ ସେଠାରେ ସେ ଖୁବ୍ ସାରା ମଜା ମସ୍ତି କରି ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲେ , ଜାହାର ଫୋଟ ସବୁ କୁ ,ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ପୋଷ୍ଟ କରି ଥିଲେ ,ସେମିତି ରେ ବନ୍ଧୁଗଣ ଆପଣ ମାନେ ସବ୍ୟସାଚୀ ମିଶ୍ର ଙ୍କ ଅଭିନୟ କୁ କେତେ ପରିମାଣ ରେ ପସନ୍ଦ କରନ୍ତି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।