ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବର୍ତମାନ ସମୟରେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଛାଡିବା ପରେ ବର୍ତମାନ ସମୟରେ ସେ ସ୍ୱାମୀ ପ୍ରୀତି ରଂଞନ ଘଡେଇ ଙ୍କ ସହିତ ମଜା ମସ୍ତି କରିବାରେ ଲାଗିଛନ୍ତି ଏବଂ ଏହା ସହିତ ସେ ପିକନିକ୍ କରୁ ଥିବାର ମଧ୍ୟ ନଜର ଆସିଛନ୍ତି , ତେବେ ବର୍ତମାନ ସମୟ ରେ ଝିଲ୍ଲୀ ଶାଶୁ ଘରେ କେମିତି ରହିଛନ୍ତି ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଗତ ବର୍ଷ ଓଲିଉଡ ଅଭିନେତ୍ରୀ ଝିଲ୍ଲୀକି ଭଟ୍ଟାଚାର୍ଯ୍ୟ ବିବାହ କରିଛନ୍ତି ଏବଂ ସେ ବିବାହ କରିବା ପରେ ପରେ ସେ ଆଉ ଓଡ଼ିଆ ଫିଲ୍ମ ରେ ନଜର ଆସୁ ନାହାଁନ୍ତି ବିବାହ ପୂର୍ବ ରୁ ସେ ନିଜର ଗୋଟିଏ ନୂଆ ଓଡ଼ିଆ ଫିଲ୍ମ କରି ଥିଲେ ଜାହାର ନାମ ବାଜିବ ଲୋ ସାହାନାଈ ଜେ ଡୋବ୍ରା ପ୍ରଜୋଜିତ ଏଙି ଫିଲ୍ମ ରେ ତାଙ୍କ ବିପକ୍ଷ ରେ ଦୁଇ ନାୟକ ଅମ୍ଲାନ୍ ଏବଂ ଅଭିଜିତ୍ ପରଦା ରେ ରହିଛନ୍ତି ।
ଏସ୍ କେ ମୁରଲୀ ଧରମ୍ ଙ୍କ ନିର୍ଦ୍ଦେଶିତ ଏବଂ ନିୟଞନ ରଣା ଙ୍କ ପ୍ରୋଜଜିତ ଫିଲ୍ମ ଟାର୍ଗେଟ୍ ରୁ ହିଁ ଏଣ୍ଟ୍ରୀ ମାରି ଥିବା ଷ୍ଟାର ସନ୍ ଅମ୍ଲାନ୍ ଏହି ସିନେମା ରେ ଅମ୍ଲାନ ଙ୍କ ବିପକ୍ଷ ରେ ନାୟିକା ଭାବେ ଦେଖିବା ପାଇଁ ମିଳି ଥିଲେ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ତେବେ ବେଙ୍ଗଲୀ ବିୟୁଟି ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ଏବଂ ଅମ୍ଲାନ୍ ଙ୍କ ହିତ ପୂରା ଫିଲ୍ମଟି ଜମି ଜାଇ ଥିଲା ,ଏବଂ ଏହି ଫିଲ୍ମ ର ସୁଟିଂ ବର୍ତମାନ ସମୟରେ ସେଷ ହୋଇ ସାରି ଥିବା ବେଳେ କୋରନା ପାଇଁ ବର୍ତମାନ ସମୟରେ ଏହା ରିଲିଜ୍ ହୋଇ ପାରି ନାହିଁ , ସେହି ପରି ବେଳେ ଝିଲ୍ଲୀକ୍ ଙ୍କର ଏହା ଥିଲା ସେଷ ଫିଲ୍ମ ଏୂଂ ବର୍ତମାନ ସମୟ ରେ ସେ ସୂଚନା ଦେଇଛନ୍ତି କି ସେ ନିଜର ଶାଶୁ ଘର ଲୋକ ମାନଙ୍କୁ ବର୍ତମାନ ସମୟ ରେ ସମୟ ଦେବେ ଜାହା ପାଇଁ ସେ ଆଉ ବର୍ତମାନ ସମୟ ରେ କୈଣସି ବି ଫିଲ୍ମ ର ସୁଟିଂ କି ପାରିବେ ନାହିଁ ।
ହେଲେ ସେ ଏହି କଥା ର ପ୍ରତିିଶୃତି ଦେଇଛନ୍ତି କି ସେ ଖୁବ୍ ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଫେରି ଆସିବେ ବୋଲି ଏବଂ ପୁଣି ଥରେ ସେ ନୂଆ ଓଡ଼ିଆ ଫିଲ୍ମ ରେ ସେ ଅଭିନୟ କରିବେ , ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଝିଲ୍ଲୀକ୍ ଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।