( କଇଁଛ ) ଘରେ କିପରି ଏବଂ କେଉଁଠି ରଖିଲେ ଧନର ବର୍ଷା ହୋଇଥାଏ |

kaicha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଇଁଛ କୁ ଘର ଅଫିସ୍ ଏବଂ ଦୋକାନ ର କେଉଁ ସ୍ଥାନ କେଉଁ ଦିଗ ଏବଂ କିପରି ରଖିବା ଦ୍ୱାରା ଘରେ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହତ ରୋଗ ଏବଂ ରୂଣରୁ ମୁକ୍ତି ଦେଇଥାଏ ଏହି ବସୟରେ ଆଜି ଆମେ ଜାଣିବା । ଯେଉଁ ଘରେ କଇଁଛ ର ରହିଥାଏ ସେହି ଘରେ ସଦା ସର୍ବଦା ମା ଲକ୍ଷ୍ମୀ ବିରାଜ ମାନ ହୋଇଥାନ୍ତି କାରଣ ଶ୍ରୀ ବିଷ୍ଣୁଙ୍କ ଏକ ଅବତାର ଏହି କଇଁଛ ଅଟେ , ଭଗବାନ ବଷ୍ଣୁ କଇଁଛ ର ରୂପ ଧାରଣ କରି ସମୁଦ୍ର ମନ୍ଥନ ବେଳେ ମନ୍ଦରା ଚଳ ପର୍ବତ ନିଜ ପିଠିରେ ଧାରଣ କରିଥିଲେ , ଏହା ଦ୍ୱାରା ସମୁଦ୍ର ମନ୍ଥନର ସମସ୍ତ ସମସ୍ୟ ଦୁର କରିଥିଲେ , ଏହା ଶାସ୍ତ୍ରରେ ବର୍ଣ୍ଣୀତ ଅଛି ଯେଉଁ ଘରେ କଇଁଛ ବା କଇଁଛ ର ପ୍ରତିଭା ରହିଥାଏ ସେହି ଘରେ ଶ୍ରୀ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କର ଅପାର କୃପା ମିଳିଥାଏ ।kaincha

ଏବଂ ଆମେ ଆଜି ଜାଣିବା କଇଁଛ ବା କଇଁଛ ର ପ୍ରତିମା ଘରେ ରଖିବା ଦ୍ୱାରା କଣ ସବୁ ଲାଭ ମିଳିଥାଏ , କଇଁଛ ହେଉ ବା କଇଁଛ ର ପ୍ରତିମା ହେଉ କେବଳ ଗୁରୁବାର ଦିନ ଘରକୁ ଆଣିବା ଏବଂ ସ୍ଥାପନ କରିବା ଉଚିତ୍ ହୋଇଥାଏ । କୁହାଯାଏ କି ଘରେ କଇଁଛ କୁ ରଖି ତାକୁ ଖାଦ୍ୟ ଦେଇ ତାର ଯତ୍ନ ନେଲେ କଇଁଛ ଟି ଯେତେ ଯେତେ ବଡ ହୋଇ ଥାଏ ଘରୁ ସେତେ ସେତେ ଦୁଃଖ ଦୁର ହୋଇଥାଏ ଏବଂ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ , କିନ୍ତୁ ସମସ୍ତଙ୍କ ଘରେ କଇଁଛ କୁ ରଖି ପାଳନ କରିବା ସେତେଟା ସମ୍ଭବ ହୋଇ ନଥାଏ ଏଣୁ ଏହା ପରିବର୍ତ କଇଁଛ ର ପ୍ରତିମା କୁ ଘରେ ଅଫିସ୍ ରେ ଏବଂ ଦୋକାନ ରେ ରଖି ପାରିବେ ଯାହା ଦ୍ୱାରା ସେତିକି ଫଳ ମିଳିଥାଏ ଯେତିକି ଜିବିତ କଇଁଛ ରଖିବା ଦ୍ୱାରା ମିଳିଥାଏ ।k

କଇଁଛ ବିଭିନ୍ୟ ସାଇଜ ର ବିଭିନ୍ୟ ଧାତୁର ହୋଇଥାଏ ଏବଂ ଏହା ଠିକ୍ ସେହି ଧାତୁ ଅନୁସାରେ ଫଳ ଦେଇ ଥାଏ , କଇଁଛଟି ଯେ କୈଣସି ଧାତୁର ହଉନା କାହିକି ସେହି କଇଁଛ କୁ ରଖିବାର ଦିଗ ହେଉଛି ଉତ୍ତର ଦିଗ , ପୂର୍ବ ଦିଗ ଏବଂ ଉତ୍ତର ପୂର୍ବ କଣ ଶେଷ୍ଟ ହୋଇଥାଏ , ତାହା ଅଫିସ୍ ହେଉ ବା ଦୋକାନ ହେଉ ଅବା ଘରେ ହେଉ ସେହି କଇଁଛ ର ମୁଖ କୁ ମଧ୍ୟ ଉତ୍ତର ପୂର୍ବ ଦିଗକୁ ରଖି ପାରିବେ କିନ୍ତୁ ଯେଉଁ ଦିଗରେ କବାଟ ର ମୁହ ଥିବ ସେହି ଦିଗକୁ କେବେବି ରଖିବେ ନାହିଁ ।ka

କଇଁଛ ରଖୁଥିବା ପାତ୍ର ରୁ ସବୁଦିନ ପୁରୁଣା ପାଣି କାଢି ନୂଆ ପାଣି ରଖିବେ ଏବଂ କଇଁଛଟି ଯେପରି ଅଧା ବୁଡି ରହିବ ସେହି ପରି ପାତ୍ରଟି ନେବା ଉଚିତ୍ ହୋଇଥାଏ ଏବଂ ଯେଉଁ ପାଣିରେ ରଖିବେ ତାହା ଗଙ୍ଗା ଜଳ ଅବା ଗଙ୍ଗା ଜଳ ମିଶ୍ରୀତ ସାଧା ଜଳ ହେବା ଆବସ୍ୟକ ହୋଇଥାଏ । ଶାସ୍ତ୍ର ଅନୁସାରେ ଘରେ କଇଁଛ ରଖିବା ଦ୍ୱାରା ଘରର ସମସ୍ତ ସଦଶ୍ୟ ଙ୍କର ଆୟୁସ ବୃଦ୍ଧି ପାଇଥାଏ ଏବଂ ଦନର ବୃଦ୍ଧି ହୋଇଥାଏ , ଏଥିପାଇଁ ଘର ଅଫିସ୍ ଏବଂ ଦୋକାନରେ କଇଁଛ ରଖିବା ଲାଭ ଦାୟକ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *