ଆସନ୍ତା ୩ଦିନ ପ୍ରବଳ ବର୍ଷା ଏହି ଜିଲ୍ଲାକୁ ୟୋଲ ଓ୍ୱାର୍ଣ୍ଣିଙ୍ଗ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ କିଛି ବଡ ଅପଡେଟ୍ ଆସୁଛି କି ପୁଣି ପାଗ ରେ ହେବ ପରିବର୍ତନ ଆଜି ଶରସ୍ୱତୀ ପୂଜା ଠାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ , ତେବେ କେଉଁ ଜିଲ୍ଲା ମାନଙ୍କୁ ବର୍ଷା ରହିବ ଏବଂ କଣ ରହିଛି ପାଣି ପାଗ ବିଭାଗ ର ସୂଚନା ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ପୁଣି ପାଗ ର ପରିବର୍ତନ ହେବ ଆଗକୁ ତାପମାତ୍ରା ର ବୃଦ୍ଧି ହେବ ,rain

ତେବେ ଆଜି ଶରସ୍ୱତୀ ପୂଜା ରୁ କିଛି ସ୍ଥାନ ମାନଙ୍କ ରେ ବର୍ଷା ହୋଇ ସାରିଛି ତେବେ 18 ତାରିଖ ପରେ ତାପମାତ୍ରା ବଢିବ , ରାଜ୍ୟ ରେ ଶୀତ ଧିରେ ଧିରେ କମୁଛି ଏବଂ ତାପମାତ୍ରା ବଢିବ , ତେବେ ଆଜି ସମ୍ବଲପୁର ,ଦେଓଗଡ , ବରଗଡ ଜିଲ୍ଲା ସ୍ୱଳ୍ପ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ସେହି ପରି ଆଭ୍ୟନ୍ତରଣିୟ ଓଡିଶା ସହିତ ଗଞାମ୍ , ଗଜପତି , କେନ୍ଦୁଝର , ମୟୁରଭଞ୍ ,ଢେଙ୍କାନାଲ , ବାଲେଶ୍ୱର , ଓ ଭଦ୍ରକ ଜିଲ୍ଲା ରେ ବର୍ଷା ହେବ ଓ ଏହା ସହିତ ପାଣି ପାଗ ବିଭାଗ ମଧ୍ୟ ରେ ସତର୍କ ସୂଚନା ମଧ୍ୟ ଦିଆ ଜାଇଛି ,rains

ଆସନ୍ତା କାଲି ପନ୍ଦର ଜିଲ୍ଲା ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା କୁ ୟୋଲ ୱାର୍ଣ୍ଣଂ ଜାରି କରା ଜାଇଛି , ଏବଂ ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର , ଗଜପତି , ଗଞାମ୍ , କନ୍ଧମାଳ , ଅନୁଗୁଳ ,ଢେଙ୍କାନାଳ , ଜାଜପୁର , ଭଦ୍ରକ , ଏବଂ ବାଲେଶ୍ୱର ଜିଲ୍ଲା ର ଗୋଟି କିିମ୍ବା ଦୁଇଟି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହି ଥିବା ବେଳେ ଅନ୍ୟ ପଟରେ ପାରଦ ଉପର ମୁହାଁ ହେଉଛି ଏବଂ ଆଗକୁ ଏମିତି ବଢିି ଚାଲିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *