ଫୁଣି ମାଡି ଆସୁଛି ଭୀଷଣ ବର୍ଷା । ଏହି ସବୁ ଜିଲ୍ଲାରେ ରଚିବ ତାଣ୍ଡବ

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଥରୁଛି ଓଡିଶା 10 ଡୀଗ୍ରୀ ତଳେ ରାଜ୍ୟ ର 6 ଟି ସହର ର ତାପମାତ୍ରା ଏହା ସହିତ ଆସନ୍ତା 24 ଘଣ୍ଟା ମଧ୍ୟ ରେ ରାଜ୍ୟ ର କିଛି ଜିଲ୍ଲା ମାନଙ୍କ ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ତେବେ ଆସନ୍ତୁ ଜାଣି ନେବା କଣ ରହିଛି ପାଣି ପାଗ ବିଭାଗ ର ସଂମ୍ପର୍ଣ୍ଣ ରିପୋର୍ଟ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଥଣ୍ଡା , ଶୈଳ୍କ ଏବଂ ଉତ୍ତରା ପବନ ବହିବାରେ ଲାଗିଛି ତେବେ ଆଭ୍ୟନ୍ତରଣ ଓଡ଼ିଆ ସହିତ ଉପକୂଳ ଓଡିଶା ରେ ସର୍ବନିମ୍ନ ତାପମାତ୍ରା ରେ ଆଖିଦୃଶିଆ ହ୍ରାସ ଘଟିବ ତେବେ ବନ୍ଧୁଗଣ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ୍ ଆମେ ମାନେ ଏଠାରେ ଜାଣିବା ବାସ୍ ତା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।rain

ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଓଡ଼ିଶା ରେ ଶୀତ ରେ ପ୍ରଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିବ ବିସେଶ କରି ଝାଡସୁଗୁଡା ଏବଂ ସୁନ୍ଦର ଗଡ ଜିଲ୍ଲା ରେ ଶୀତ ର ପ୍ରଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିବ , ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି, ଏହା ସହିତ ତିନି ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରଣ ଓଡ଼ିଶା ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି , ବର୍ତମାନ ସମୟ ରେ ବୋଙ୍ଗପସାଗର ରେ ଗୁରୁଚାପ ପ୍ରଭାବ ରେ 7 ତାରିଖ ପରେ ବର୍ଷା ସମ୍ଭାବନା ରହିଛି ।k

ଦକ୍ଷିଁଣ ଉପକୂଳ ଓଡ଼ିଶା ରେ ହି ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଷଣ ବର୍ଷା ହେବାର ସତର୍କ ସୂଚନା ଜାରି କରା ଜାଇ ଥିବାର ଦେଖିବା ପାଇଁ ମିଳିଛି , ସେପଟେ ଦୁଇ ରୁ ତିନି ଦିନ ମଧ୍ୟ ରେ ରାତି ର ସର୍ବନିମ୍ନ ତାପମାତ୍ରା ରେ କୈଣସି ବିଶେଷ ପରିମାଣ ରେ ପରିବର୍ତନ ହେବ ନାହିଁ ବୋଲି କହିଛି ପାଣି ପାଗ କେନ୍ଦ୍ର ତେବେ ଏହା ସବୁଠାରୁ ବର୍ତମାନ ସମୟ ର ବଡ ଖବର ରହିଛି ବୋଙ୍ଗପସାଗର ରେ ସୃଷ୍ଟି ହୋଇଛି ଏକ ଗୁରୁଚାପ ବଳୟ ଏବଂ ଏହା ପାଇଁ ଆସନ୍ତା 7 ତାରିଖ ପରେ ବର୍ଷା ସମ୍ଭାବନା ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *