ଲିପ୍ସା ମିଶ୍ରଙ୍କୁ ମିଳିଲା ଖୁସି ଖବର – ଶୁଣିଲେ ଆପଣ ବି ଖୁସି ହୋଇଯିବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଚାଲିଛି ଭେଲେନ ଟାଇମ୍ସ ୱୁଇକ୍ ଏବଂ ସେହି ସବୁ ବେଳେ ବର୍ତମାନ ସମୟରେ ଓଲିଉଡ ର ଅଭିନେତ୍ରୀ ଲିପ୍ସା ମିଶ୍ର ଏହି ସବୁ ଡେ କୁ ସଂମ୍ପର୍ଣ୍ଣ ଭାବେ ପାଳନ କରୁଛନ୍ତି ଯେମିତି କି ଚକଲେଟ୍ ଡେ ହେଉ କିମ୍ଭା ରୋଜ୍ ଡେ ହେଉ ସବୁ ଡେ କୁ ସେ ବହୁତ ଆନନ୍ଦ ର ସହିତ ପାଳନ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ।lipsa

ଏବଂ ଏହି ସବୁ ଫୋଟ କୁ ସେ ନିଜର ସୋସିଆଲ ମିଡିଆ ସାଇଟ୍ ରେ ପୋଷ୍ଟ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି , ଯେମିତି କି ଆପଣ ମାନେ ଜାଣି ଥିବେ ଆଜି ହେଲା ଟେଡି ଡେ ଏବଂ ଏହି ଅବସରରେ ଲିପ୍ସା ମିଶ୍ର ନିଜର ପୁତୁରା ସହିତ କିଛି ଫୋଟ କୁ ସେୟାର କରିଛନ୍ତି । ଏବଂ ତାଙ୍କର ପୁତୁରା ହେଲା ତାଙ୍କର ସବୁ ବଡ ଟେଡି ବୋଲି ସେ ମେନସନ କରିଛନ୍ତି ,lipsha

ଏବଂ ତାଙ୍କର ପୁତିରା ହେଲେ ତାଙ୍କ ପାଇଁ ସବୁ କିଛି ତାଙ୍କ ପୁତୁରା ମାନେ ତାଙ୍କର ଭଉଣୀ ଙ୍କ ଝିଅ ଏବଂ ସେ ଏହି ଦିନରେ ପୋଷ୍ଟ କରି ଥିବା ଏହି ସବୁ ଫୋଟ ସବୁ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉ ଥିବା ବେଳେ ଆପଣ ମାନଙ୍କୁ ଲିପ୍ସା ମିଶ୍ର ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କପି ଜଣେଇ ଦେବେ , ତଥା ତାଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆପଣ ମାନେ କମେଣ୍ଟ ରେ ଜଣାନ୍ତୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *