ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣି ଥିବେ ଫେବୃଆରୀ ମାସ ଆରମ୍ଭ ହୋଇ ସାରି ଥିବା ବେଳେ ଏହି ମାସରେ ନୂଆ ବଜେଟ୍ ବି ଆସି ସାରିଛି ଏବଂ ଏହାର ପ୍ରଭାବ ରେ ସୁନା ଏବଂ ରୂପା ର ଦାମ୍ ରେ ଅନେକ ଅନେକ ପରିବର୍ତନ ବି ଦେଖିବା ପାଇଁ ମିଳିଛି ,ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା କେତେ ଟଙ୍କା ସୁନା ଦର ହ୍ରାସ ହୋଇ ସାରିଛି ଏବଂ କେତେ ଟଙ୍କା ର ମୂଲ୍ୟ ରେ ଆପଣ ମାନେ ଏବେ ବଜାର ରୁ ସୁନା କିଣି ପାରିବେ ,ତେବେ ସେହି ସବୁ ବିଷୟ ରେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ଏହି ପୋଷ୍ଟ କୁ ସେଷ ପର୍ଯ୍ୟନ୍ତ ପଢନ୍ତୁ ଜାଣି ପାରିବେ । ଅନ୍ତରାଷ୍ଟ୍ରୀୟ ସ୍ଥର ରେ ସୁନା ସସ୍ତା ହେବାକୁ ଏହାର ପ୍ରଭାବ ଘୋରେଇ ବଜାର ଉପରେ ପଡିଛି ସେମିତିରେ ଆଜିର ଦିନ ରେ ଦିଲ୍ଲୀ ର ସର୍ଫା ବଜାର ରେ 10 ଗ୍ରାମ୍ ସୁନା ଉପରେ 200 ଟଙ୍କା ହ୍ରାସ ପାଇ ଥିବାର ଦେଖିବା ପାଇଁ ମିଳିଛି ,
ବନ୍ଧୁଗଣ ଆଜି ହେଲା ସପ୍ତାହ ର ଷଷ୍ଟ ଦିନ ଏହି ଦିନ ରେ ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 48470 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ସେହି ପରି 22 କରେଟ୍ ର ଦର ରେ 47920 ଟଙ୍କା ଦେଖିବା ପାଇଁ ମିଳିଛି ଏବଂ ଏହା ଗତ କାଲି ର ତୁଳନା ରେ 540 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 48220 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60 ହଜାର 540 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 47080 ଟଙ୍କା ହ୍ରସ ପାଇଛି । ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ।
ଆଜି ଦିଲ୍ଲୀ ର ସର୍ଫା ବଜାର ରେ 99.9 ପ୍ରତିଶତ ସୁଧ ସୁନା ର 10 ଗ୍ରାମ୍ ପିଛା 49880 ଟଙ୍କା ରୁ ଖସି 48850 ଟଙ୍କା ରେ ରହିଛି ସେହି ପରି ଆମେ ଓଡ଼ିଶା ଦର ବିଷୟ ରେ କହିବା ତେବେ ଆଜିର ଦିନ ରେ 400 ଟଙ୍କା ସସ୍ତା ଦେଖିବା ପାଇଁ ମିଳିଛି, ସେହି ପରି ଏହି ଦିନ ରେ ସୁନା ଦର ଆଉନ୍ସ ପିଛା 2000 ଡଲାର କମି ଜାଇ ଥିବା ବେଳେ ତେବେ ଏକ ଆଇନ୍ସ ମାନେ 18.40 ଗ୍ରାମ୍ ଅଟେ ଏହାର ପ୍ରଭାବ ପାଇଁ ଭାରତୀୟ ବଜାର ରେ ସୁନା ଦର ଖିସିଛି ,ତେବେ ଆଗାମୀ ଦିନ ରେ ଏମିତି କମି ଚାଲିବ ବୋଲି ଜଣା ପଡି ଥିବା ବେଳେ ଆପଣ ମାନେ ନିଶ୍ଚିତ କିଣି ପାରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।