ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ବି ଆପଣ ମାନଙ୍କ ପାଇଁ ଖୁସୀ ଖବର କାରଣ ଲଗାତାର ଭାବେ 5 ଦିନ ହେବ ସୁନା ଦର ରେ ହ୍ରାସ ଦେଖିବା ପାଇଁ ମିଳିଛି ତେବେ ଆଜି କେତେ ଟଙ୍କା ହ୍ରାସ ହୋଇଛି ଏବଂ ନୂଆ ରେଟ୍ କେତେ ପରିମାଣ ରେ ରହିଛି ସେହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାେ ପଢନ୍ତୁ , ଯଦି ଆମେ ମାନେ ଭୁବନେଶ୍ୱର ବିଷୟ ରେ କହିବା ଏକ ଗ୍ରାମ୍ ସୁନା ଉପରେ 4455 ଟଙ୍କା ରହିଛି ଗତ କାଲି 4475 ଟଙ୍କା ରହି ଥିଲା , ଅର୍ଥାତ୍ 20 ଟଙ୍କା କମ୍ ରହିଛି ସେହି ପରି 8 ଗ୍ରାମ୍ ପ୍ରତି 35640 ଟଙ୍କା ରହି ଥିବା ବେଳେ ହେଲେ ଗତ କାଲି 35800 ରହି ଥିଲା ମାନେ 160 ଟଙ୍କା ର ହ୍ରାସ ଦେଖିବା ପାଇଁ ମିଳିଛି ।
ଆଜିର ସକାଳ ସୁଧା 24 କେରେଟ ସୁନା ର 10 ଗ୍ରାମ୍ ପିଛା 200 ଚଙ୍କା କମ୍ ହୋଇ ଜାଇଛି ଜାହା କି ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 44550 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ସେହି ପରି 22 କରେଟ୍ ର ଦର ରେ 46400 ଟଙ୍କା ଦେଖିବା ପାଇଁ ମିଳିଛି ଏବଂ ଏହା ଗତ କାଲି ର ତୁଳନା ରେ 300 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 59033 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60287 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 58045 ଟଙ୍କା ହ୍ରାସ ପାଇଛି ।
ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।