ବହୁତ ଶସ୍ତା ହୋଇଗଲା ସୁନା – ଏବେ ଓଡିଶା ବଜାରରେ ଦାମ ଅଛି ମାତ୍ର ଏତିକି ।

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆପଣ ମାନଙ୍କ ପାଇଁ ଆଉ ଏକ ଖୁସୀ ଖବର ଆସି ପହଁଚିଛି କି ପୁଣି ହ୍ରାସ ଘଟିଲା ସୁନା ଏବଂ ରୂପା ଦର ତେବେ ଆମ ରାଜଧାନୀ ଭୁବନେଶ୍ୱର ଏବଂ ଓଡିଶା ଦର ରେ ବହୁତ କିଛି ହ୍ରାସ ଘଟିଛି ଉଭୟ 22 କେରେଟ୍ ଏବଂ 24 କେରେଟ୍ ସୁନା ର ଦର ତେବେ ଆସନ୍ତୁ ଜାଣି ନେବା ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଣ ରହିଛି ବିବରଣୀ ତେବେ ପ୍ରଥମେ ରହିଛି ଯେମିତି କି ଆପଣ ମାନେ ଜାଣି ଥିବେ ଗତ କାଲି 4375 ଟଙ୍କା ରହି ଥିବା ବେଳେ ଆଜି 4340 ରହିଛି ମାନେ 35 ଟଙ୍କାର ଦର ଖସି ଥିବାର ଦେଖିବା ପାଇଁ ମିଳିଛି ।gold

ସେହି ପରି ଦଶ ଗ୍ରାମ୍ କୁ 43750 ରହି ଥିବା ବେଳେ ଆଜି 43400 ଟଙ୍କା କୁ ଖସି ଥିବା ବେଳେ ମାନେ ଆଜି ସଂମ୍ପର୍ଣ୍ଣ 350 ଟଙ୍କା ହ୍ରାସ ପାଇଛିି ,ଭାରତୀୟ ବୁଲିୟନ ଏବଂ ଜୁୟଲେରୀ ସଙ୍ଘ ପକ୍ଷ ରୁ ପ୍ରକାଶିତ ସୂଚନା ଅନୁସାରେ ଆଜିର ସକାଳ ସୁଧା 24 କେରେଟ ସୁନା ର 10 ଗ୍ରାମ୍ ପିଛା 400 ଚଙ୍କା କମ୍ ହୋଇ ଜାଇଛି ଜାହା କି ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 47209 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ସେହି ପରି 22 କରେଟ୍ ର ଦର ରେ 46560 ଟଙ୍କା ଦେଖିବା ପାଇଁ ମିଳିଛି ।golds

ଏବଂ ଏହା ଗତ କାଲି ର ତୁଳନା ରେ 350 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 58033 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60150 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 1 ହଜାର ଟଙ୍କା ହ୍ରାସ କରି 57020 ଟଙ୍କା ହ୍ରସ ପାଇଛି । ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *