ନିଜର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି 7ଟି ସଂକେତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଏହି ଦୁନିଆଁ ରେ ଏମିତିବି କିଛି ଲୋକ ମାନେ ରହିଥାନ୍ତି ଯେଉଁ ମାନେ ନିଜର ଖରାପ୍ ସମୟରେ ଭଗବାନ ଙ୍କ ନାମ କୁ ନେଇ ଥାନ୍ତି ହେଲେ ସେମାନେ କେବେ ବି ସେମାନଙ୍କ ଭଲ ସମୟରେ ସେମାନେ ଭଗବାନ ଙ୍କ ନାମ ନିଅନ୍ତୁ ନାହିଁ । ହେଲେ ଏଠାରେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ଏହି ଖରାପ୍ ଏବଂ ଭଲ ସମୟ ଆସିବା ପୂର୍ବ ରୁ ଆମକୁ ଭଗବାନ କିଛି ସଂଙ୍କେତ ଦେଇ ଥାନ୍ତି । ତେବେ ସେହି ପରି କ୍ଷେତ୍ର ରେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ସଂଙ୍କେତ ବିଷୟ ରେ ଆପଣ ମାନଙ୍କ ସହିତ ଆଲୋଚନା କରିବା ପାଇଁ ଚାହିଁବୁ ଜାହାକୁ ଭଗବାନ ନିଜର ଭଲ କିମ୍ଭା ଖରାପ୍ ସମୟ ଆସିବା ପୂର୍ବ ରୁ ଦେଇ ଥାନ୍ତି । ପ୍ରଥମେ ରହିଛି ପେଚା ଏହାକୁ ମାତା ଲକ୍ଷ୍ମୀ ଙ୍କର ବାହାନ ବୋଲି କୁହା ଜାଇ ଥାଏ ।mata laxmi

ତେବେ ଆପଣ ମାନଙ୍କୁ କେଉଁ ଠାରେ ବି ପେଚା ଦେଖା ଯାଏ । ତେବେ ଏହି କଥା କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ନିଅନ୍ତୁ କି । ଆପଣ ମାନଙ୍କ ଭଲ ସମୟ ଆସୁଛି । ଏବଂ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଆଶିଷ ବର୍ଷିବା ପାଇଁ ଯାଉଛି । ସେହି ପରି ଭାବେ ଦିତୀୟ ରେ ରହିଛି ସଫା ସୁତୁରା ସବୁ ସମୟ ରେ ମାତା ଲକ୍ଷ୍ମୀ ସେହି ସ୍ଥାନ ରେ ପ୍ରେବଶ କରନ୍ତି ଯେଉଁ ଠାରେ ସଫା ସୁତୁରା ହୋଇ ଥାଏ । ସେମିତି ରେ ଆପଣ ମାନଙ୍କ ଘରେ ଯଦି ଝାଡୁ ରହିଛି ଏବଂ ପ୍ରତ୍ୟେକ ଦିନ ଓଳାଉଛନ୍ତି ତେବେ ଆପଣ ମାନଙ୍କ ଘରକୁ ବି ଲକ୍ଷ୍ମୀ ଆଶିଷ ମିଳିବ ।owl

ସେହି ପରି ଭାବେ ତୃତୀୟ ରେ ରହିଛି ଯଦି ଆପଣ ମାନଙ୍କୁ କେବେ ସବୁଜ ରଙ୍ଗ ର ଜିନିଷ ଦେଖା ଦିଏ ଏବଂ ଏହା ହଠାତ୍ ବା ମନେ ରେ ବାରମ୍ଭାର ଆସୁ ଥାଏ ତେବେ ସେହି ପରି କ୍ଷେତ୍ର ରେ ବି ଆପଣ ମାନଙ୍କ ପାଇଁ ଶୁଭ ସଂଙ୍କେତ ରହି ଥାଏ ଏବଂ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ସଂଙ୍କେତ ହୋଇ ଥାଏ । ସେହି ପରି ଭାବେ ଚାରି ରେ ଆପଣ ମାନେ ହଠାତ୍ କ୍ରମେ କେଉଁ ଠାରେ ବି ସଂଙ୍ଖ ର ଧ୍ୱନୀ କୁ ସୁଣନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ପାଇଁ ବି ଶୁଭ ସଂଙ୍କେତ ହୋଇ ଥାଏ । ତଥା ଆପଣ ମାନଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କ ପ୍ରବେଶ ହୋଇଛି ବୋଲି ଜାଣନ୍ତୁ ।laxmi

ସେହି ପରି ଭାବେ ପଞ୍ଚମ ରେ ପଶୁ ପକ୍ଷୀ ମାନେ ବି ଆମକୁ ଆସୁଥିବା ସମୟର ଭଲ ସଂକେତ ବା ଖରାପ ସଂକେତ ଦେଇଥାନ୍ତି , ଯଦି ଆପଣଙ୍କ ଘରେ ବା ଘରର ଆଖ ପାଖରେ ଯଦି ବିଲେଇ ତାର ଛୁଆକୁ ଜନ୍ମ ଦେଇଥାଏ ତେବେ ଏହା ବହୁତ ହିଁ ଭଲ ସଂକେତ ହୋଇଥାଏ , ସେହିଁ ଦିନ ଆପଣଙ୍କ ପରିବାରରେ ବହୁତ ଗୋଟେ ଖୁସୀର ମାହଲ ବନିଜାଇ ଥାଏ ଏବଂ ସମସ୍ତେ ଖୁସୀରେ ରହିଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *