ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେବଳ ଏହି ଗୋଟିଏ ଉପାୟ କରନ୍ତୁ ସକାଳୁ ଉଠିବା ପରେ ଆପଣ ମାନେ କେବଳ ଏହି ଦୁଇଟି ଶବ୍ଦ କୁହନ୍ତୁ ଦେଖିବେ ଆପଣ ମାନଙ୍କୁ ମନସ୍କାମନା ସଂମ୍ପର୍ଣ୍ଣ ଭାବେ ପୂରଣ ହେବ ସେମିତି ରେ କିଏ ବା ଚାହେଁ ନାହିଁ କି ତାକୁ ଭଗଭାନ ଭୋଳାନାଥ ଙ୍କ କୃପା ମିଳୁ ବୋଲି , ଏମିତି ରେ ଭୋଳାନାଥ ଙ୍କୁ ମନ ରୁ ଜଳ ଅର୍ପଣ ଏବଂ ପାର୍ଥନା ରେ ହିଁ ପ୍ରଶନ୍ନ ହୋଇ ଥାନ୍ତି , ଏବଂୟ ନିଜର ଭକ୍ତ ଙ୍କୁ ନିଜର ଚମତ୍କାର ଦେଖେଇ ଥାନ୍ତି , ହେଲେ ଆମେ ଆଜି ଆପଣ ମାନଙ୍କୁ କହିବୁ ,
ଆପଣ ମାନେ କେବଳ ଏହି ଦୁଇଟି ଶବ୍ଦ କୁହନ୍ତୁ ଦେଖିବେ ଆପଣ ମାନଙ୍କୁ ମନସ୍କାମନା ସଂମ୍ପର୍ଣ୍ଣ ଭାବେ ପୂରଣ ହେବ ତଥା ଆପଣ ମାନେ ଏହି ଶବ୍ଦ କହିବା ଦ୍ୱାରା ବନା ପୂଜା ପାଠ ରେ ଆପଣ ମାନଙ୍କୁ ଏତେ ଫଳ ପ୍ରାପ୍ତ ହେବ କି ଆପଣ କଳ୍ପନା ବି କରି ପାରିବେ ନାହିଁ ସେମିତି ରେ ପ୍ରଥମେ ସକାଳୁ ଉଠୁ ଉଠୁ ସବୁ ଭଗବାନ ଙ୍କ ଧ୍ୟନ କରିବା ଉଚିତ୍ ଏମିତି କରିଲେ ଆପଣ ମାନଙ୍କୁ ଶୁଭ ଫଲ ମିଳିବ । ଏବଂ ଆପଣ ମାନଙ୍କୁ ନିଜର ଜିବନ ମଧ୍ୟ ରେ ବହୁତ ଭଲ କାମ ଦେଖିବା ପାଇଁ ମିଳିବ ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଠାରେ ଯେଉଁ ଶବ୍ଦ ବିଷୟ ରେ କହୁଛୁ ତାହା ହେଲା ଓଂ ଶଂଭବେ ମନଃ ଏହା ମହାମୃତ୍ୟୁଞୟ ମନ୍ତ୍ର ଅଟେ ।
ଏହି ମନ୍ତ୍ର ର ଯପ ପରେ ପରେ ଆପଣ ମାନଙ୍କ କୁଣ୍ଡଳୀ ରେ ଯେତେ ଦୋଷ ତୃଟି ରହି ଥିବ ତାହା ଦୂର ହେବା ସହିତ ଆପଣ ମାନଙ୍କ ଜିବନ ରେ ସୁଖ ଶାନ୍ତି ଆସିବ ,ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ଉପାୟ କୁ କରି କି ନିଶ୍ଚିତ ଭାବେ ଦେଖନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।