ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି କରଜ କରିଛନ୍ତି ହେଲେ ସୁଝିବା ପାଇଁ ଅର୍ଥ ଅଭାବ ରହିଛି ତେବେ ଆପଣ ମାନଙ୍କୁ କେମିତି ଭାବେ କୋଟି କୋଟି ଟଙ୍କା ର କରଜ ରୁ ମୁକ୍ତି ମିଳିବ ସେହି ବିଷୟ ରେ ଆପଣ ମାନଙ୍କ ସହିତ ଏଠାରେ କଥା ହେବୁ , ପ୍ରଥମେ ରହିଛି ବନ୍ଧୁଗଣ ଆପଣ ମାନେ ଶନିବାର ଦିନ ଆପଣ ମାନେ କୈଣସି ଋଣ ପାଇଁ ସାଇନ୍ କରନ୍ତୁ ନାହିଁ । ଖାସ୍ କରି କଳା ପେନ୍ ରେ ଆପଣ ମାନେ କେବେ ବି ସାଇନ୍ କରନ୍ତୁ ନାହିଁ ,
ଏବଂ କୈଣସି ମାସ ର 8,17,26 ତାରିଖ ରେ କରଜ କରନ୍ତୁ ନାହିଁ , କାରଣ ଏହି ସବୁ ତାରିଖ ସନି ଙ୍କ ଅନ୍ତର୍ଗତ ରେ ଆସେ ପ୍ରୟାସ କରନ୍ତୁ କି ସୋମବାର ବୁଧବାର ଏବଂ ଶୁକ୍ରବାର ଦିନ ଆପଣ ମାନେ ଋଣ କରନ୍ତୁ । ଏବଂ ମଙ୍ଗଲ ବାର ଦିନ ଆପଣ ମାନେ କାହାକୁ କରଜ ଦେବେ ନା କାହାଠୁ କରଜ ନେବେ , କାରଣ ଏହି ଦିନ ନେଉ ଥିବା କରଜ ବିଶୃଙ୍ଖଳା ସୃଷ୍ଟି କରେ , ତେବେ ଆସନ୍ତୁ ଜାଣି ନେବା ସେହି ଉପାୟ ବିଷୟରେ ଏକ ପାନ ପତ୍ରରେ ତିନୋଟି ଲବଙ୍ଗ ରଖନ୍ତୁ ଏବଂ ହନୁମାନ ଙ୍କ ଚରଣ ରେ ଅର୍ପଣ କରନ୍ତୁ ।
ଏବଂ ପାର୍ଥନା କରନ୍ତୁ ହେ ପ୍ରଭୂ ସବୁ କିଛି ଆପଣ ମାନଙ୍କର ମୁକ୍ତି କରି ଦିଅନ୍ତୁ ,ଏହା ବହୁତ ଚମତ୍କାରୀ ପ୍ରୟୋଗ ଅଟେ ଏବଂ ଆପଣ ମାନେ ଏହା କୁ ଥରେ ନୁହେଁ ମାସରେ ତିନି ଥର ମଙ୍ଗଳବାର ଦିନ କରନ୍ତୁ ଦେଖିବେ ଆପଣ ମାନଙ୍କୁ ଋଣ ରେ ଛାଡ ମିଳିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।