ଥଣ୍ଡା,ଖାସ ,ଜର,ମୁଣ୍ଡବଥା ରୁ ମାତ୍ର 10 ମିନଟ୍ ରେ ସବୁଦିନ ପାଇଁ ମୁକ୍ତି ପାଆନ୍ତୁ

cold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ଲାଇମେଟ୍ ଚେଞ୍ ପାଇଁ ଆମ ମାନଙ୍କୁ ବହୁତ ସମୟ ରେ ଆମ ମାନଙ୍କୁ ଥଣ୍ଡା କାସ ପରି ସମସ୍ୟା ଦେଖିବା ପାଇଁ ମିଳେ କେତେ ସମୟ ରେ ଏହି ସମସ୍ୟା ଶୀଘ୍ର ଠିିକ୍ ହୋଇଥାଏ ତ ଆଉ କିଛି ସମୟ ରେ ଏହା ବହୁତ ସମୟ ନେଇ ଥାଏ ଠିିକ୍ ହେବା ପାଇଁ , ଏବଂ ଏହା କେବେ ବି ଆମର ପିଛା ଛାଡି ନ ଥାଏ । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଉପଚାର ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଆସିଛୁ ଯେଉଁ ଦ୍ୱାରା ଆପଣ ମାନେ ଥଣ୍ଡା ଖାସ ରୁ କେବଳ 10 ମିନିଟ୍ ରେ ହିଁ ମୁକ୍ତି ପାଇ ପାରିବେ ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ପ୍ରଥମେ ରହିଛି ତୁଳସୀ । ଆୟୁରବେଦ ରେ ଏହାର ବ୍ୟବହାର ବହୁତ ଗୁଡିଏ ରୋଗ ରୁ ମୁକ୍ତି ପାଇବା ପାଇଁ କରା ଜାଇ ଥାଏ ।tulasi

ସେମିତି ରେ ପେଟ ରୁ ଏହା ବହୁତ ପରିମାଣ ରେ ମୁକ୍ତି ଦେଇ ଥାଏ ହେଲେ ଏହା ଥଣ୍ଡା ଠାରୁ ଆପଣ ମାନଙ୍କୁ ବହୁତ ପରିମାଣ ରେ ମୁକ୍ତି ମଧ୍ୟ ଦେଇ ଥାଏ । ଆପଣ ମାନେ ଏହାକୁ ଆଣି ପାଣି ରେ ଫୁଟେଇ ନିଅନ୍ତୁ ଏବଂ ଦିନ କୁ ତିନି ଥର ପିଅନ୍ତୁ । ଏଥି ଦ୍ୱାରା ଆପଣ ମାନଙ୍କ ଖାସ , ଏବଂ ଥଣ୍ଡା ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇ ପାରିବେ ଦୁଇ ରେ ମେଥି ଦାନା ତୁଳସୀ ପରି ଏହି ମେଥି ଦାନା ବି ଆପଣ ମାନଙ୍କ ଖାସ ଏବଂ ଥଣ୍ଡା ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ଦେଇ ଥାଏ ।mathe

ତେବେ ଏହା ପାଇଁ ବି ଆପଣ ମାନଙ୍କୁ ଗୋଟିଏ ଚାମଚ ମେଥି ଦାନା କୁ 5 ରୁ 10 ମିନିଟ୍ ଫୁଟାନ୍ତୁ ଏବଂ ପରେ ଆପଣ ମାନେ ଏହାକୁ କିଛି ସମୟ ଥଣ୍ଡା କରି ତାହାର ପାଣି ବାହାର କରି ତାହାର ସେବନ କରନ୍ତୁ । ଆପଣ ମାନେ ଦେଖିବେ ଆପଣ ମାନଙ୍କ ଖାସ ଥଣ୍ଡା ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯିବ ଅଲେଇଚ ଏବଂ ଅଦା ଏହି ଦୁଇଟି ଜିନିଷ ରେ ଏଣ୍ଟି ଇକ୍ସିଡେଣ୍ଚ ରହି ଥିବାରୁ ଆପଣ ମାନେ ଏହାକୁ ସେବନ କରି ପାରିବେ ଜାହା ଦ୍ୱାରା ଆପଣ ମାନଙ୍କ ଥଣ୍ଡା ଖାସ ସଂମ୍ପର୍ଣ୍ଣ ଭାବେ ଭଲ ହେବ ।adha

କହିବୁ କି ଆପଣ ମାନେ ଅଳେଇଚ କୁ ଗୋଟିଏ ଚାମଚ ମହୁ ରେ ସବେନ କରନ୍ତୁ ଏବଂ ଅଦା ର ରସ କୁ ବାହାର କି ତା ଉପରେ ହିଁ ପିଇ ଦିଅନ୍ତୁ ଦେଖିବେ ଆପଣ ମାନଙ୍କୁ ଏହି ସବୁ ସମସ୍ୟା ବହୁତ ଜଲ୍ଦି ମୁକ୍ତି ମିଳି ଯିବ ହଳଦୀ ବହୁତ ସମୟ ରେ ଆମେ ମାନେ ହଳଦୀ ର ସେବନ ପେଟ ର ଅଗ୍ନୀ କୁ କେମେଇବା ପାଇଁ କରି ଥାନ୍ତି ହେଲେ କଣ ଆପଣ ମାନେ ଜାଣନ୍ତୁ ଏହି ହଳଦୀ ଆପଣ ମାନଙ୍କୁ ଥଣ୍ଡା ରୁ ବି ମୁକ୍ତି ଦେଇ ପାରେ ତେବେ ଆପଣ ମାନେ କଣ କରିବେ ନା ବାସ୍ କଞ୍ଚା ହଳଦୀ ରୁ ରସ ବାହାର କରି ଆପଣ ମାନେ ାହାର ରସ କୁ ସେବନ କରନ୍ତୁ ଖାସ୍ କରି ଆପଣ ମାନଙ୍କ ଖାସ କୁ ଏହା ସଂମ୍ପର୍ଣ୍ଣ ଭାବେ ଦୂରେଇ ଦେଇ ଥାଏ । ଏବଂ ଥଣ୍ଡା ପାଇଁ ବି ଏହା ବହୁତ ଫାଇଦା ଦେଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *