କେବଳ ୩ ଥରରେ କୋଲେଷ୍ଟ୍ରୋଲ କୁ ମୂଳରୁ ଶେଷ କରନ୍ତୁ | ଏହି ସହଜ ଉପାୟରେ

k

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଜିନିଷ କୁ ପ୍ରତି ଦିନ ଅଧା ଗ୍ଲାସ୍ ପିଅନ୍ତୁ ଏବଂ ବଢୁ ଥିବା କୋଲଷ୍ଟରଲ କୁ ନିଜ ଆୟତ କୁ ଆଣନ୍ତୁ , ବନ୍ଧୁଗଣ ବଢୁ ଥିବା କୋଲଷ୍ଟରଲ ସବୁଠୁ ଅଧିକ କ୍ଷେତି କାରକ ହେଲା ଆମର ହାର୍ଟ ପାଇଁ ଏହି ଥିରୁ ଆମ ମାନଙ୍କୁ ହାର୍ଟ ଆର୍ଟାକ୍ ହେବାର ସମ୍ଭାବନା ବଢିଯାଏ ଆଜି ଆପଣ ମାନଙ୍କ ପାଇଁ ଯେଉଁ ଉପାୟ ନେଇ କରି ଆସିଛୁ ତାହା ଆପଣ ମାନଙ୍କ ଏହି କୋଲଷ୍ଟରଲ ଲେବୁଲ୍ କୁ ବହୁତ ପରିମାଣ ରେ କମ୍ କରି ଥାଏ ଏବଂ ଏହି ଉପାୟ 18 ରୁ 22 ବର୍ଷ ର ଲୋକ ମାନଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ କାରଣ ଏହା ଆମ ଶାରୀରିକ ଗ୍ରୋଥ୍ ରେ ସାହାଯ୍ୟ କରେ ହେଲେ 22 ବର୍ଷ ପରେ ଯେତେ ବେଳେ ଆମର ଗ୍ରୋଥଥ୍ ହେବା ବନ୍ଧ ହୋଇ ଥାଏ ତେବେ ଏହା ଆମ ଶରୀର ରେ ଘୁରି ବୁଲେ ଏବଂ ଏହା ଆମ ଶରୀର ରେ ନ ମିଶିବା କାରଣ ରୁ ଏହା ଆମର ଶୀର କୁ ବ୍ଲକ୍ କରି ଦିଏ ।c

ଜାହା ଫଳ ରେ ଆମକୁ ହାର୍ଟ ସମନ୍ଧିୟ ଅନେକ ରୋଗ ମାନ ହୋଇ ଥାଏ , ତେବେ ଏହି ଉପାୟ ଆମେ ନେଇ ଆସିଛୁ ତାହା ମାତ୍ରେ ଆପଣ ମାନଙ୍କ ଏହି ସବୁ ସମସ୍ୟା ଦୂର କରିବ , ଏବଂ ଏହି ସମସ୍ୟା ଖାସ୍ କରି ଅଧିକ ସମୟ କମ୍ପୁଟର ଆଗରେ କିମ୍ବା ଜିବନ ରେ କମ୍ ଶାରୀରିକ କଷ୍ଟ ହୋଇ ଥାଏ ସେମାନଙ୍କ ପାଇଁ ଏହି ସବୁ ସମସ୍ୟା ଦେଖା ଦିଏ , ଏହି ଉପାୟ କୁ ପ୍ରସ୍ତୁତ ପାଇଁ ଏକ ପେନ୍ ରେ ଚାରି ରୁ ପାଞ୍ଚ କମ୍ ପାଣି ନିଅନ୍ତୁ ଏବଂ ପରେ ସେହି ଥିରେ ଏକ ଲେମ୍ବୁ ଏହାକୁ ଟୋପା ସହିତ ସେହି ଥିରେ କାଟି ପକାନ୍ତୁ ,k

ଏବଂ ପରେ ତିନି ଇଞ୍ଚ ଖଣ୍ଡ ର ଅଦା ପାକାନ୍ତୁ ଏହା କାଟି କାଟି ପକାନ୍ତୁ , ସେହି ପରି ଆଠ ଟି ରସୁଣ ଖଣ୍ଡ ବି ସେହି ଥିରେ ପକାନ୍ତୁ , ଏବଂ ପରେ ସେହି ଥିରେ ତିନୋଟୁ ଡାଳଚୀନି ଖଣ୍ଡ ପକାନ୍ତୁ , ଏବଂ ପରେ ସେହି ପାଣି କୁ 10 ରୁ 15 ମିନିଟ୍ ଫୁଟାନ୍ତୁ ଏବଂ ଆପଣ ମାନଙ୍କ ନିସ୍ଖା ପ୍ରସ୍ତିତ ଅଟେ ଏବଂ ସେହି ସବୁ କୁ ବାହାର କରି ପାଣି ସହିତ ଗ୍ରାଇଣ୍ଡ କରି ସେହି ଥିରୁ ସବୁ ଖଦଡା ଅଶଂ ବାହାର କରି ଏହାର ସେବନ କରନ୍ତୁ ଏହାକୁ ତିନି ଟାଇମ୍ ଚାହା ପରି ସେବନ କରିଲେ ଏହି ସମସ୍ୟା ଦୂର ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *