ମଙ୍ଗଳା ଚରଣ ରେ ଅଭିନୟ କରିଥିବା ରୁଦ୍ରଙ୍କର ପରିବାରରେ କିଏ କିଏ ଅଛନ୍ତି ବେ ହିଁ ଜାଣନ୍ତୁ

r

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଥିବା ଧାରାବାହୀକ ମଙ୍ଗଳା ଚରଣ କୁ ନିଶ୍ଚିତ ଭାବେ ଦେଖୁ ଥିବେ ଏବଂ ସେହି ଥିରେ ମଙ୍ଗଳାଙ୍କ ଭାଈ ଭୂମିକା ରେ ଅଭିନୟ କରୁ ଥିବା ରୁଦ୍ର ପ୍ରସାଦ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଏବଂ ସେହି ରୁଦ୍ର ପ୍ରସାଦ ଙ୍କ ପରିବାର ରେ କିଏ କିଏ ରହିଛନ୍ତି ଆପଣ ମାନେ ଜାଣିଛନ୍ତି କି ଏବଂ ତାଙ୍କର ଘର କେଉଁଠି ଜାଣିଛନ୍ତି କି ଯଦି ନାହିଁ ତେବେ ଆପଣ ମାନଙ୍କୁ ଆମେ ଆଜି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚେଷ୍ଟା କରିବୁ , ତେବେ ରୁଦ୍ର ପ୍ରସାଦ ଙ୍କ ଘର ଯେଉଁଠି ହୋଇ ଥିଲେ ବି ସେ ବର୍ତମାନ ସମୟ ରେ ଭୁବନେଶ୍ୱର ରେ ରହୁଛନ୍ତି ,r

ଏବଂ ତାଙ୍କର ପରିବାର କହିଲେ ତାଙ୍କର ଝିଅ ଏବଂ ପତ୍ନୀ ରହିଛନ୍ତି । ସେମିତି ରେ ଆଗରୁ ଅନେକ ସିରିଏଲ ରେ ଦେଖି ଥିବା ବେଳେ ପ୍ରଥମ ଥର ପାଇଁ ତାଙ୍କୁ ଆପଣ ମାନେ ବଧୁ ରେ ଲିଡ୍ ଭାବେ ଦେଖି ଥିଲେ , ସେମିତି ରେ ବର୍ତମାନ ସମୟ ରେ ଆଗକୁ ଆସିବାକୁ ଜାଉ ଥିବା ଫିଲ୍ମ ରେ ସୁମନ୍ ମାନେ ରୁଦ୍ର ପ୍ରସାଦ ରିଆ ଙ୍କ ବିପକ୍ଷ୍ୟ ରେ ଅଭିନୟ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି , ସେହି ପରି ସୁମନ୍ ଙ୍କ ଝିଅ ଙ୍କ ବିଷୟ ରେ କହିଲେ ସେ ବର୍ତମାନ ସମୟ ରେ ସେହି ଭୁବନେଶ୍ୱର ରେ ରରହି ଥିବା ବେଳେ ଅଭିନୟ ସହିତ ସେ ବହୁତ ପରିମାଇଣ ରେ ମୋଡେଲିଂ ରେ ଯୋଗଦାନ କରି ଥାନ୍ତି ,c

ସେବି ପରି ସୁମନ୍ ଙ୍କର ସ୍ୱପ୍ନ ରହିଛି କି ସେ ଦିନେ ନିଜେ ଏକ ପ୍ରଡ୍କୋସନ ସଂସ୍ଥା ଖୋଲିବେ ଏବଂ ସହି ଥିରେ ନିଜେ ଡିରେକ୍ଚର ହେବେ ବୋଲି ସ୍ୱପ୍ନ ଦେଖିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଅଭିନେତା ସୁମନ୍ ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *