ଘରେ ବସି ମୋବାଇଲେରେ ଏବେ ବାହାର କରିହେବ ଡ୍ରାଇଭିଙ୍ଗ ଲାଇସେନ୍ସ । ଏମିତି କରନ୍ତୁ

rto

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖି ପାରୁ ଥିବେ ଆପଣ ମାନେ ଏବେ ମୋବାଇଲ ମାଧ୍ୟମ ରେ ଲର୍ନିଂ ଲାଇସେନ୍ସ ପାଇବେ ଜାହାର ଶୁଭାରମ୍ଭ ଆମର ମୂଖ୍ୟ ମନ୍ତ୍ରୀ କାଲି କରିଛନ୍ତି , ତେବେ କଣ ରହିଛି ଏହାର ଅପଡେଟ୍ ଆମେ ମାନେ ଜାଣିବା ତେବେ ଏହା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ବୋଲି ଅନୁରୋଧ ଅଟେ , ତେବେ ବନ୍ଧୁଗଣ ଆପଣ ମାନେ ମୋବାଇଲ ମାଧ୍ୟ ରେ କରି ପାରିବେ ଲର୍ନିଂ ଲାଇସେନ୍ସ ମୂଖ୍ୟ ମନ୍ତ୍ରୀ ନବୀର ପଟ୍ଟନାୟକ ଏହି ସେବା ର ବୁଧବାର ଦିନ ଆରମ୍ଭ କରିଛନ୍ତି ।license

ଏହା ସହିତ RTO କୁ ପେପର ଲେସ୍ କରିବା ପାଇଁ ମୂଖ୍ୟ ମନ୍ତ୍ରୀ ପରିବହନ ବିଭାଗ ର 9 ଟି ଅନ ଲାଇନ୍ ସେବା ର ମଧ୍ୟ ଶୁଭାରମ୍ଭ କରିଛନ୍ତି , ନୂଆ ସେବା ଅନୁସାରେ ଲର୍ନିଂ ଲାଇସେନ୍ସ ସହିତ ଗାଡି ମାଲ ପରିବହନ ପର୍ମିଟ୍ ଗାଡି ରେଜିଷ୍ଟେସନ ନବିକରଣ ମାଲିକାନା ପରିବର୍ତନ ବି ଆପଣ ମାନେ ଏବେ ଏହି ଆପ୍ ମାଧ୍ୟ ରେ କରି ପାରିବେ ,ଏବଂ ଏହାକୁ ନେଇ ମୂଖ୍ୟ ମନ୍ତ୍ରୀ କହିଛନ୍ତି କି ଜାନ ବାହାନ ପରିବହନ ର ଏମିତି ସେବା ଲୋକ ମାନଙ୍କୁ ବହୁତ ପରିମାଣ ରେ ସୁବିଧା ଦେବ ଏବଂ ପରିବହନ କାର୍ଯ୍ୟଳୟ ସାମ୍ନା ବହୁତ ଶୀଘ୍ର ଲମ୍ଭା ଲାଇନ୍ ଲାଇଗା ବନ୍ଧ ହୋଇ ଯିବ ବୋଲି ମୂଖ୍ୟ ମନ୍ତ୍ରୀ କହିଛନ୍ତି ,uming

ଏବଂ ବର୍ତମାନ ସମୟ ରେ ବନ୍ଧୁଗଣ ଓଡିଶା ପ୍ରଥମ ଭାବେ ଏମିତି ଲର୍ନିଂ ଲାଇସେନ୍ସ ପାଇଁ ମୋବାଇଲ ଆପ୍ ଜାରି କରିଛି । ଏହି ପରି ପଦକ୍ଷେପ ପାଇଁ ଲୋକ ମାନଙ୍କ ମନ ରେ ବହୁତ ଆଶା ସଂଞ୍ଚାର ହେବ ବୋଲି ମୂଖ୍ୟ ମନ୍ତ୍ରୀ କହିଛନ୍ତି , ସେହି ପରି ବହନ ବିଭାଗ ବିଷୟ ରେ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପଦ୍ମ ନାଭ ବେହେରା କହିଛନ୍ତି , କି ରାଜ୍ୟ ରେ ପରିବହନ ସେବା ଜନ କେନ୍ଦ୍ରିତ କରା ଜାଉଛି ଏବଂ ବର୍ତମାନ ସମୟ ରେ ଏମିତି ଭାବେ ଅନଲାଇନ୍ ସେବା ଯୋଗେଇବାରେ ଓଡିଶା ବର୍ତମାନ ସମୟ ରେ ପ୍ରଥମ ହେବ ବୋଲି ସେ କହିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *