ଏହାର କେବଳ ୧ ଗ୍ଲାସ ପିଅନ୍ତୁ, ୟୁରିକ ଏସିଡ ଜୀବନସାରା ପାଇଁ ଭଲ ହୋଇଯିବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ କେବେ ରକ୍ତ ରେ ଇୟୁରିକ୍ ଏସିଡ୍ ର ମାତ୍ରା ସାମାନ୍ୟ ରୁ ଅଧିକ ହୋଇ ଯାଏ ଏହାକୁ ହାଇପର ଇୟୁରିକ୍ ସେମିଆ ବି କୁହାଯାଏ ଗାଉନ୍ ବା ଗଣ୍ଠୀଆ , କଡ୍ନୀ ରେ ଷ୍ଟୋନ ହାଇବ୍ଲଡ୍ ପ୍ରେସର ବା କିଡ୍ନୀ କାମ କରିବା ବନ୍ଦ କରିବା ଆଦି ଇୟୁରିକ୍ ଏସିଡ୍ ବଢିବାର ମୂଖ୍ୟ କାରଣ ହୋଇ ଥାଏ ଆଲକୋହଲ ର ଅଧିକ ସେବନ କରିବା , ଅନୁବାଂଶିକତା ହାଇପୋ ଥାଇରେଡ୍ ,ମୋଟାପଣ , ଲ୍ୟୁକେମିଆ ଆଦି ଏହି ଇୟୁରିକ୍ ଏସିଡ୍ ବଢିବାର କାରଣ ହୋଇ ଥାଏ , ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବୁ ଜାହା ବହୁତ ଉପକାରୀ ଅଟେ ଆପଣ ମାନଙ୍କ ଏହି ଇୟୁରିକ୍ ଏସିଡ୍ କମ୍ କରିବା ପାଇଁ ତେବେ ଏହା ପାଇଁ ଆପଣ ମାନଙ୍କୁ ଦୁଇଟି କାକୁଡୀ ର ଆବଶ୍ୟକତା ପଡିବ ଏବଂ ତାହା ମଧ୍ୟ ରେ ମଞୀ ଯୁକ୍ତ ସସ କୁ ବାହାର କରି ଗ୍ରାଇଣ୍ଡ କରନ୍ତୁ ।acid

ଏବଂ ପରେ କାରୁଡୀ ରସ ରେ ବସା ଦହୀ ରୁ ଅଧା ତାଟିଆ ମିଶାନ୍ତୁ ଏବଂ ପରେ ଛଅ ରୁ ସାତ ଟି ପୁଦିନା ପତ୍ର ମିଶାନ୍ତୁ , ଏବଂ ପରେ ଏକ ଲେମ୍ବୁ ଫାଳ ମିଶାନ୍ତୁ , ପରେ ସେହି ଥିରେ ଚିମୁଟାଏ ଧଣିଆ ଗୁଣ୍ଡ ମିଶାନ୍ତୁ , ସେହି ପରି ମେଥି ଦାନା ର ଗୁଣ୍ଡ ମିଶାନ୍ତୁ , ଚିମୁଟାଏ ସେହି ପରି ହଳଦୀ ଗୁଣ ମିଶାନ୍ତୁ , ପରେ ସେହି ଥିରେ ଜୀରା ଗୁଣ୍ଡ ଚିମୁଟାଏ ମିଶାନ୍ତୁ , ଏବଂ ସେଷ ରେ ଲଙ୍କା ଗୁଣ୍ଡ ଚିମୁଟାଏ ମିଶାନ୍ତୁ ,ଏହି ସବୁ କୁ ମିକ୍ସ କରି ଫ୍ରୀଜ୍ ରେ କିଛି ସମୟ ପାଇଁ ରଖନ୍ତୁ ।acid

ତେବେ ବନ୍ଧୁଗଣ ଆପଣ ମାନେ ପ୍ରତି ଏହାର ଏହି ପରି ଭାବେ ସେବନ କରିବେ ତେବେ ଆପଣ ମାନଙ୍କର ଗଣ୍ଠୀଆ , କଡ୍ନୀ ରେ ଷ୍ଟୋନ ହାଇବ୍ଲଡ୍ ପ୍ରେସର ବା କିଡ୍ନୀ କାମ କରିବା ବନ୍ଦ କରିବା ଆଦି ଭଲ କରିବା ସହିତ ଅନୁବାଂଶିକତା ହାଇପୋ ଥାଇରେଡ୍ ,ମୋଟାପଣ , ଲ୍ୟୁକେମିଆ ଆଦି ରୁ ମୁକ୍ତି ମିଳେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *