ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାବେଳେ କରନ୍ତୁନାହିଁ ଏହିସବୁ ଭୁଲ୍ |

srujay

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂର୍ଯ୍ୟଙ୍କୁ ଜଳ ଚଢାଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହିପରି ଭୁଲ , ପୁରାଣ ଅନୁସାରେ କହୁା ଯାଇଥାଏ କି ସଂସାରର ସମସ୍ତ ମାନବଙ୍କୁ ସ୍ନାନ କରି ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦରକାର , ତମ୍ବାର ଲୁଟାରେ ଜଳ ଚଢେଇଲେ ବହୁତ ଶୁଭ ମାନ ଯାଇଛି ଜଳ ସହିତ ମନ୍ଦାର ଫୁଲ ମିସେଇ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟ ଦେବ ବହୁତ ଜଲ୍ଦି ପଶ୍ରନ୍ନ ହୋଇତାନ୍ତି । ଜଳକୁ ଚଢାଇବା ସମୟରେ ସୂର୍ଯ୍ୟ ଦେବଙ୍କ ମନ୍ତ୍ରର ଉଚାରଣ କରିବା ଆବସ୍ୟକ ଏହା ଦ୍ୱାରା ମନରେ ସକାର୍ତ୍ମକ ଉୃଝା ପ୍ରବେଶ କରିଥାଏ । ଯେଉଁ ଲୋକର ସ୍ୱାସ୍ଥ ସବୁବେଳେ ଖରାପ ରହୁଥାଏ ଯଦି ସେହିଁ ଲୋକ ପ୍ରତିଦିନ ସକାଳୁ ଉଠି ସ୍ନାନ କରି ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇ ଥାଏ ତେବେ ତାଙ୍କୁ ସ୍ୱାସ୍ଥ ସମ୍ଭନ୍ଧ ଯାହାବି ସମସ୍ୟା ସବୁ ଦୁର ହୋଇଥାଏ ।ss

ବହୁତ ଲୋକଙ୍କ କୁଣ୍ଡଳିରେ ସୂର୍ଯ୍ୟ ଦେବଙ୍କର ଦଶା ଠିକ୍ ନଥାଏ ଏହି ଲୋକ ମାନଙ୍କୁ ଅବସ୍ୟ ହିଁ ସବୁଦିନ ସ୍ନାନ କରି ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ଉଚିତ୍ , ଏହା ଦ୍ୱାରା ତାଙ୍କର ଗ୍ରହରେ ଯାହାବି ଖରାପ ଅଛି ସେଥିରେ ସୁଦାର ଆସିପାରେ । ତେବେ ଚାଲନ୍ତୁ ଜାଣିବା ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଆମକୁ କେଉଁ କଥା ପ୍ରତି ଧ୍ୟାନ ଦେବା ଆବସ୍ୟକ , ପ୍ରଥମ କଥା ପୂର୍ବ ଦିଗ ଆଡକୁ ମୁହ ରଖନ୍ତୁ ସୂର୍ଯ୍ୟ ଦେବଙ୍କୁ ସବୁବେଳେ ପୂର୍ବ ଦିଗ ଆଡକୁ ମୁହ କରି ଜଳ ଅର୍ପଣ କରିବା ଉଚିତ୍ , ସବୁବେଳେ ସୂର୍ଯ୍ୟଙ୍କ ଦିଶା ଯେତେବେଳେ ପୂର୍ବ ଦିଗରେ ଥିବ ସେହିଁ ସମୟରେ ହିଁ ଜଳ ଅର୍ପଣ କରିବାର ପ୍ରୟାସ କରିବା ଉଚିତ୍ , ଜଳ ଅର୍ପଣ କରିବା ସମୟରେ କିଛିବି ଜଳର ଛିଟା ଆପଣଙ୍କର ଗୋଡ ଉପରେ ନପଡିବା ଉଚିତ୍ । jala

ସବୁବେଳେ ଏହି କଥାର ଧ୍ୟନ ରଖିବା ଉଚିତ୍ ଆପଣ ଯେଉଁଠାରେ ଜଳ ଚଢାଉଛନ୍ତି କିନ୍ତୁ ସୂର୍ଯ୍ୟ ଦେବଙ୍କୁ ଚଢାଉତିବା ଜଳର ଛିଟା ଯେମିତି ଆପଣଙ୍କର ଗୋଡ ଉପରେ ନପଡୁ , ଯଦି ଜଳ ଚଢାଇବା ସମୟରେ ଆପଣଙ୍କ ଗୋଡ ଉପରେ ସେହିଁ ଜଳ ପଡିଥାଏ ତେବେ ଏହା ଅଶୁଭ ହୋଇଥାଏ , କାହିକି ନା ଏହା ଦ୍ୱାରା ସୂର୍ଯ୍ୟ ଦେବ କ୍ରଧିତ ହୋଇଥାନ୍ତି ଏବଂ ଆପଣଙ୍କ ଉପରେ ସୂର୍ଯ୍ୟ ଦେବଙ୍କ ଅଶୁଭ ଦୃଷ୍ଟି ପଡିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *