ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ଜିନିଷ ବିଷୟ ରେ କହିବୁ ଯେଉଁ ଜିନିଷ କୁ କେବେ ବି ଭୁଲ ରେ ବି ଦାନ ନ କରିବା ଉଚିତ୍ । ବୌଧିକ ଶାସ୍ତ୍ର ରେ ଦାନ କୁ ବହୁତ ବଡ ମତ ଦିଆ ଜାଇଛି ଜିବନ ରେ ଦାନ କରିଲେ ଆସୁ ଥିବା ସବୁ ସମସ୍ୟା ଏବଂ ଅସୁବିଧା ରୁ ମୁକ୍ତି ପାଇ ପାରିବେ ସେହି ପରି ଏହି ବିଷୟ ରେ ମାନ୍ୟତା ରହିଛି କି ଦାନ କରିଲେ ଜିବନ ରେ ସବୁ ଦିନ ପାଇଁ ଅନ୍କେ ସମସ୍ୟା ର ଅନ୍ତ ହୋଇ ଥାଏ । ହେଲେ ଏମିତି ବି କିଛି ଜିନିଷ ରହିଛି ଜାହା କୁ କେବେ ବି ଦାନ କରିବା କଥା ନୁହେଁ ।
ଏମିତି କରିଲେ ଆପଣ ମାନେ ଅସୁବିଧା ରେ ପଡି ପାରନ୍ତି ଏବଂ ଆପଣ ମାନଙ୍କ ଘରେ ନାକାରାତ୍ମକ ଶକ୍ତିି ର ପ୍ରବେଶ ହୋଇ ପାରେ ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଥମେ କହି ଦେବାକୁ ଚାହିଁବୁ କି ଆପଣ ମାନେ କେବେ ବି କାହାକୁ ବା କୈଣସି ପରିବାର କୁ ପ୍ଲାଷ୍ଟିକ୍ ର ଜିନିଷ ଦାନ କରନ୍ତୁ ନାହିଁ । ଏମିତି କଲେ ଆପଣ ମାନଙ୍କୁ ବହୁତ ସମସ୍ୟା ସହିତ ଆପଣ ମାନଙ୍କ ଘରେ ନାକାରାତ୍ମକ ଶକ୍ତି ର ପ୍ରଭାବ ଦେଖିବା ପାଇଁ ମିଳିବ ସେହି ପରି ଭାବେ ଦୁଇ ରେ ବନ୍ଧୁଗଣ କେବେ ବି କେବେ ଝାଡୁ ର ଦାନ କରିବା କଥା ନୁେହଁ କାରଣ ଝାଡୁ ଲକ୍ଷ୍ମୀ ଙ୍କ ସୂଚକ ମନା ଯାଏ ଏହି ଝାଡୁ କୁ ଦାନ କରିବା ଦ୍ୱାରା ଘରେ ଧନ ର ଅଭାବ ହୋଇ ଥାଏ ।
ଏହା ସହିତ ଆପଣ ମାନେ ଯଉଁ ବ୍ୟକ୍ତି ଙ୍କୁ ଦାନ କରି ଥାନ୍ତି ସେହି ଝାଡୁ ସହିତ ଆମ ଘର ର ଲକ୍ଷ୍ମୀ ତା ଘର କୁ ଚାଲି ଯାଏ ହେଲେ ଆପଣ ମାନେ ଝାଡୁ କୁ କେବଳ ମନ୍ଦିର ରେ ଦାନ କରି ପାରିବେ ।ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରି ଥିବେେ ଏମିତି କରିଲେ ବା ଏଏହି ବସ୍ତୁ କୁ ଦାନ କରିଲେ ଆମର କଣ କଣ କ୍ଷେତି ହୋଇ ଥାଏ । ତେବେ ଆପଣ ମାନେ ଏହହାକୁ ସବୁ ସମୟ ରେ ମନେ ରଖିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।