ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ।ସାଧାରଣତଃ ବହୁତ୍ ଲୋକ ମାନେ ପାନ ଖାଇବା କୁ ଖରାପ ବୋଲି କହିଥାନ୍ତି କାହିଁକି ନା ଏଥିରେ ତମାଖୁ ର ବ୍ୟବହାର କରାଯାଇଥାଏ । ଯଦି ସେଥିରୁ ସେହି ତମାଖୁ କୁ କାଢି ଦିଆଯାଏ ଆଉ ଯାହା ସବୁ ସେଥିରେ ରହିବ ତାହା ସବୁ ବହୁତ୍ ଭଲ ଅଟେ । ପାନ କୁ ଖାଇଲେ ଭଲ ସେଥିପାଇଁ ଆଜି ପର୍ଯ୍ୟନ୍ତ ବହୁତ୍ ସ୍ଥାନ ମାନଙ୍କରେ ଖାଇବା ପରେ ପାନ ର ସେବନ କରାଯାଏ ।ପୂରୁନା ଯୁଗ ରେ ଲୋକ ମାନେ ଖାଇବା ପରେ ପାନ ର ସେବନ କରୁଥିଲେ । ବନ୍ଧୁଗଣ ଆମେ ଯେଉଁ ପାନ ଯାହୁ ସେଥିରେ ଚୂନ ପକାଯାଏ ଯାହାକି ଆମ ଶରୀରରେ କ୍ୟାଲସିୟମ ର ମାତ୍ରା କୁ ବଢାଇ ଥାଏ ଯାହାକି ଆମ ଶରୀର କୁ କ୍ୟାଲସିୟମ ଯୋଗାଇ ଥାଏ ଯାହା ଫଳ ରେ ଆମ ଶରୀର ରୁ ଅନେକ ପ୍ରକାରର ରୋଗ ଦୂର କରିଥାଏ ।
ଆଜିକାଲି ଏମିତି ବହୁତ୍ ପ୍ରକାରର ସମସ୍ୟା ଅଛି ଯାହାକି କେବଳ ଚୂନ ସାହାଯ୍ୟ ରେ ଦୂର କରିହେବ । ଆଜିକାଲି କମ୍ ବୟସରେ ମଧ୍ୟ ଲୋକ ମାନଂକ ର ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା ଅନୁଭବ ହେଉଛି ଯେଉଁ ସମସ୍ୟା ଆଗରୁ ବୁଢ଼ା ବୁଢ଼ୀ ମାନଙ୍କ ଥରେ ଦେଖିବାକୁ ମିଳୁଥିଲା । ଆଜିକାଲି ପ୍ରାୟତଃ ବହୁତ୍ ଲୋକ ମାନଙ୍କୁ ବସି ବସି କ୍ଳାନ୍ତ ଲାଗୁଛି, କମଜୋରି ଲାଗୁଛି ଏବଂ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ଅନୁଭବ ହେଉଛି । ଏହି ଚୂନ ଏହି ସବୁ ସମସ୍ୟା କୁ ଦୂର କରିଥାଏ ।
ଚୂନ ର ସେବନ କରିବା ଦ୍ୱାରା ଏହା ଆମ ଶରୀରର କମଜୋରି କୁ ଦୂର କରିବା ସହିତ ଆମ ଶରୀର କୁ ଶକ୍ତି ପ୍ରଦାନ କରିଥାଏ । ଯଦି ଆପଣ ଅଧିକ ଦିନ ପର୍ଯ୍ୟନ୍ତ ଯୁବକ ହୋଇ ରହିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହାର ସେବନ କରନ୍ତୁ । ଏହା ଏକ ସବୁଠୁ ଭଲ ଜିନିଷ ଅଟେ ଯାହାକି ପ୍ରକୁତିକ ଅଟେ ଏବଂ ଏହା ଆମକୁ ବହୁତ୍ ଶକ୍ତି ପ୍ରଦାନ କରିଥାଏ । ଆପଣ ଏହାକୁ ପାନ ରେ ପକାଇ ସେବନ କରିପାରିବେ ।ଆଉ ଯଦି ଆପଣ ପାନ ରେ ପକାଇ ସେବନ କରିବାକୁ ଚାହୁଁ ନାହାନ୍ତି ତାହେଲେ ଏକ ଛୋଟ ପିଲା ଗୋଟେ ଦିନ ରେ 0.୫ ଗ୍ରାମ ଏବଂ ଏକ ବୟସ୍କ ବ୍ୟକ୍ତି ୧ ଗ୍ରାମ ଚୂନ ସେବନ କରିପାରିବେ । ଆପଣ ଏହି ଚୂନ କୁ ପାଣି ରେ ମିଶାଇ କିମ୍ବା ଦହି ରେ ମିଶାଇ କିମ୍ବା ଡାଲି ରେ ମିଶାଇ ସେବନ କରି ପାରିବେ ।
ଏହିପରି ଭାବରେ ଯଦି ଆପଣ ପ୍ରତିଦିନ ଏହି ଚୂନ ର ସେବନ କରିବେ ତାହେଲେ ଦାନ୍ତ ଜନିତ ସମସ୍ତ ଯନ୍ତ୍ରଣା ଦୂର ହୋଇଯିବ , ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ଅନୁଭବ ହେଉଛି ତାହେଲେ ଆପଣ ଏହାକୁ ପ୍ରତିଦିନ ସେବନ କରନ୍ତୁ ଆପଣଙ୍କ ଶରୀର ରୁ ସମସ୍ତ ପ୍ରକାରର ଯନ୍ତ୍ରଣା ଦୂର ହୋଇଯିବ । ଯଦି ଏହାକୁ ପ୍ରତିଦିନ ସେବନ କରିବେ ତାହେଲେ ଏହା ଆପଣଙ୍କ ମସ୍ତିସ୍କ ର ବିକାଶ କରିଥାଏ ,ଏହା ସହିତ ଏହା ଜଣ୍ଡିସ ରୋଗ କୁ ଦୂର କରିଥାଏ ।ଏହା ସହିତ ଏହା ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ । ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ । ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ ।