ବ୍ରହ୍ମା ତାଙ୍କ ନିଜ ଝିଅ ସରସ୍ୱତୀଙ୍କୁ କାହିଁକି ବିବାହ କରିଥିଲେ କଣ ଆପଣଙ୍କୁ ଜଣାଅଛି ଏହା ପଛର କାରଣ!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ରହ୍ମା ତାଙ୍କ ନିଜ ଝିଅ ସରସ୍ୱତୀଙ୍କୁ କାହିଁକି ବିବାହ କରିଥିଲେ ତେବେ ଯଦି ଆପଣ ମାନଙ୍କୁ ଏହା ପଛର କାରଣ ଜଣା ନାହିଁ ତେବେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ , ତେବେ ବନ୍ଧୁଗଣ ମଜାଉ ପୁରାଣ ଏବଂ ସରଶ୍ୱତୀ ପୂରାଣ ରେ କୁହା ଜାଇଛି ଯେ ପ୍ରଭୂ ବ୍ରହ୍ମା ଯିଏ ବ୍ରହ୍ମାଣ୍ଡ ତିଆରି କରି ଥିଲେ ହେଲେ ସେ ନିଜର ଝିଅ ସରଶ୍ୱତୀ ଙ୍କୁ ହିଁ ବିବାହ କରି ଥିଲେ । ଏହା ବହୁତ ଆଶ୍ଚର୍ଯ୍ୟକର କଥା ହେଲେ ବି ଏହା ସତ ଅଟେ ହେଲେ ଆମ ଶାସ୍ତ୍ର ମତ ରେ କେବେ ବି କୈଣସି ପିତା ନିଜର ଝିଅ ଙ୍କୁ ବିବାହ କରି ପାରିବ ନାହିଁ ହେଲେ ଏଏହା ସତ କି ବ୍ରହ୍ମା ନିଜର ଝିଅ ଙ୍କୁ ହିଁ ବିବାହ କରି ଥିଲେ ,b

ବହୁତ ଲୋକ ମାନେ ବିଶ୍ୱାସ କରନ୍ତି କି ବ୍ରହ୍ମା ଯେତେ ବେଳେ ନିଜର ବ୍ରହ୍ମାଣ୍ଡ ଆରମ୍ଭ କରି ଥିଲେ , ସେହି ସମୟ ରେ ମାତା ଶରସ୍ୱତୀ , ସନ୍ଧ୍ୟା ଏବଂ ବ୍ରାହ୍ମଣ ମାନଙ୍କ ଜନ୍ମ ହୋଇଥିଲା, ସରଶ୍ୱତୀ ଦେବୀ ଜନ୍ମ ତ ହୋଇ ଥିଲେ ହେଲେ ତାଙ୍କର କେହି ମାଆ ନ ଥିଲେ । ସରଶ୍ୱତୀ ଦେବୀ ବହୁତ ସୁନ୍ଦରୀ ଏବଂ ଅବଳା ଥିଲେ ତାଙ୍କୁ ସବୁ ଆଦର କରୁ ଥିଲେ, ଏପରି କି ସେହି ସମୟ ରେ ନିଜେ ବ୍ରହ୍ମା ବି ନିଜେ ଆଦର କରୁ ଥିଲେ ,br

ହେଲେ ଯେତେ ବେଳେ ସରଶ୍ୱତୀ ଦେବୀ ଜାଣିଲେ ବି ବ୍ରହ୍ମା ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି ତେବେ ସେହି ସମୟ ରେ ସରଶ୍ୱତୀ ଦେବୀ ବିଷ୍ଣୁ ଏବଂ ମହାଦେବ ଙ୍କ ସାହାଯ୍ୟ ନେଇ ବହୁତ ଦୂର କୁ ଯିବା ପାଇଁ ପ୍ରସ୍ତୁତ ହେଲେ ହେଲେ ବ୍ରହ୍ମା ଙ୍କୁ ଭ୍ରମାଣ୍ଡ ଦେବତା ହୋଇ ଥିବାରୁ ସେ ବ୍ରହ୍ମାଣ୍ଡ ର ସବୁ ସ୍ଥାନ ଜାଣି ଥିଲେ । ଏହିଥି ପାଇଁ ସରଶ୍ୱତୀ ଦେବୀ ସେଷରେ ଆଶା ଛାଡି ବ୍ରହ୍ମା ଙ୍କୁ ହିଁ ବିବାହ କରି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *