ସକାଳେ ଉଠିବା ପରେ ରୋଷେଇ ଘରେ ଗୋଟେ ଜିନିଷ ଦେଖାନ୍ତୁ ନାହିଁ ( ଭୟଙ୍କର ହୋଇପାରେ )

khian

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳେ ଉଠି ରୋଷେଇ ଘର ର ଏହି ଜିନିଷ କୁ କେବେ ବି ଦେଖନ୍ତୁ ନାହିଁ ନହେଲେ ଆପଣ ମାନେ ରାହୁ କେତୁ ଙ୍କ ପ୍ରଭାବ ରେ ଅଶଂ ଗ୍ରହଣ କରିବେ , ଏବଂ ଘର ପରିବାର ଉପରେ ଆସି ଥାଏ ଗରିବୀ ବନ୍ଧୁଗଣ ରୋଷେଇ ଘର କୁ ଘର ର ମଖ୍ୟ ଅଙ୍ଗ ବୋଲି କୁହା ଯାଏ , ସେହି ପରି ବେଳେ ରୋଷେଇ ଘର ଉପରେ ବାସ୍ତୁ ର ପ୍ରଭାବ ସହି ଘର ର ଲୋକ ମାନଙ୍କ ଉପରେ ପକେଇ ଥାଏ , ସେମିତି ରେ ଆମେ ଆଜି ଜାଣିବା କି ଆପଣ ମାନଙ୍କର ସେହି ରୋଷେଇ ଘର ର କେଉଁ ଜିନିଷ ଦେଖିବା କଥା ନୁହେଁ , ସେହି ପରି ବନ୍ଧୁଗଣ ରୋଷେଇ ଘର କୁ ସବୁ ବେଳେ ଘର ର ଅଗ୍ନୀ କୋଣ ରେ ରହିବା ଦରକାର ଅର୍ଥାତ୍ ଦକ୍ଷିଣ ପୂର୍ବ ଦିଗ ର କୋଣ ରେ ଏହି ଦିଗ କୁ ସବୁ ବେଳେ ଅଗ୍ନୀ ଙ୍କର ଦିଗ ବୋଲି ମନା ଯାଏ ,k

ଏହି ସ୍ଥାନ ରେ ବନା ଜାଇ ଥିବା ରୋଷେଇ ଘର ବହୁତ ଭଲ ହୋଇଥାଏ । ହେଲେ ସକାଳୁ ସକାଳୁ ସେହି ରୋଷେଇ ଘର ଏହି ଜିନିଷ କୁ ଦେଖିବା ଆପଣ ମାନଙ୍କ ଉପରେ ବହୁତ ପ୍ରଭାବ ପକେଇ ଥାଏ , ସେମିତି ରେ ଆପଣ ମାନଙ୍କ ରୋଷେଇ ଘର ବାରମ୍ବାର କ୍ଷୀର ପଡିବା ,ତେଲ ପଢିବା , ଲୁଣ ଅଧିକ ପଡିବା ଗରମ ତେଲ କିମ୍ବା ନିଆଁ ରେ ହାତ ଜଳିଯିବା , ଏମିତି ବାରମ୍ଭାର ଆପଣ ମାନେ ଦେଖିିବା ପାଇଁ ପାଆନ୍ତୁ ତେବେ ଆପଣ ମାନେ ବୁଝି ଯିବା ଦରକାର ସେହି ଘରେ ବାସ୍ତୁ ଦୋଶ ରହିଛି , ସେହି ପରି ବେଳେ ଆପଣ ମାନେ ଏହି ପରି ସମସ୍ୟା କୁ ଭୋଗ କରୁଥାନ୍ତି ତେବେ ଆପଣ ମାନଙ୍କୁ ସକାଳୁ ଉଠି ପ୍ରଥମ ରୁ ଗାଈ କୁ ଖାଇବା ପାଇଁ ଦେବାକୁ ହେବ ।ki

ଏମିତି କରିବେ ଆପଣ ମାନଙ୍କ ଘରୁ ବାସ୍ତୁ ଦୋଷ ରୁ ମୁକ୍ତି ମିଳେ ଆପଣ ମାନଙ୍କ ଉପରେ ଶନି ଦେବ ଙଅକ କୃପା ବୃଷ୍ଟି ହୋଇ ଥାଏ, ରୋଷେଇ ଘରେ ପୂର୍ବ ଦିଗରେ ମାଆ ଅର୍ଣ୍ଣପୂର୍ଣା ଙ୍କ ଚିତ୍ର ରହିବା ନିହାତି ଆବଶ୍ୟକ ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *