ଏମିତି ଶସ୍ତାରେ ବୁକିଂ କରନ୍ତୁ ଗ୍ୟାସ | ଏତେ ସସ୍ତାରେ କେବେବି ପାଇବେନି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜଣେଇବୁ 769 ଟଙ୍କାର ଗ୍ୟାସ୍ କୁ କିଣନ୍ତୁ କେବଳ 69 ଟଙ୍କା ରେ କେମିତି ଆପଣ ମାନେ ଏହାର ଉଠେଇବେ ଲାଭ ଆସନ୍ତୁ ଜାଣିବା ଏବଂ କେଉଁ ପ୍ରସେସ୍ ରେ ଆପଣ ମାନେ ବୁକିଂ କରିବେ , ତେବେ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ଦେଖନ୍ତୁ ଯେମିତି କି ଆପଣ ମାନେ ଜାଣି ଥିବେ ରୋଷେଇ ଗ୍ୟାସ୍ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ର ଘର ମାନଙ୍କରେ ଉପଯୋଗୀ ରେ ଆସେ । ଏବେ ନିରଟରେ ସରକାର LPG ର ଦାମ୍ ମଧ୍ୟ 50 ଟଙ୍କା ବୃଦ୍ଧି କରେଇଛନ୍ତି , ଜାହା ପରେ ବିନା ସପଟିସି ଯୁକ୍ତ LPG ସିଲିଣ୍ଡର ର ଦାମ୍ ବଢେଇ 769 ଟଙ୍କା କରିଛନ୍ତି , ଏବଂ ପ୍ରତି ମାସ ଗ୍ୟାସ୍ ଦର ଦ୍ୱତୀୟ ଥର ବୃଦ୍ଧି ହୋଇଛି ,gas

ତେବେ ପ୍ରଥମେ 25 ଟଙ୍କା ଏବଂ ଦ୍ୱତୀୟ ଥର 50 ଟଙ୍କା ବୃଦ୍ଧି କରା ଜାଇଛି , ହେଲେ ମାତ୍ର ଆପଣ ମାନେ ଏହି ମହଙ୍ଗା ସିଲିଣ୍ଡର କୁ କେବଳ 69 ଟଙ୍କା ରେ କିଣି ପାରିବେ , ତେବେ ଆସନ୍ତୁ ଜାଣିବା ଏହା କେମିତି , ତେବେ ଏହି ଅଫର ଦେଉଛି ପେଟିଏମ୍ ତେବେ ଏହା ପାଇଁ ପ୍ରଥମେ ଆପଣ ମାନେ ପେଟିଏମ୍ ଆପ୍ କୁ ଖୋଲନ୍ତୁ । ଏବଂ ପରେ ରିଚାର୍ଜ ଏବଂ ବିଲ୍ ପେ ଅଫସନ କୁ ଜାଆନ୍ତୁ (ଏବେ ବୁକ୍ ଏ ସିଲିଣ୍ଡର) ଅପସନକୁ ଖୋଲନ୍ତୁ ଭାରତ ଗ୍ୟାସ, ଏଚପି ଗ୍ୟାସ୍ କିମ୍ବା ଇଣ୍ଡନ ଗ୍ୟାସରୁ ନିଜ ଗ୍ୟାସ୍ ପ୍ରୋଭାଇଡର ଚୟନ କରନ୍ତୁ ।patam

ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ନିଜ LPG ID ଏଣ୍ଟର କରନ୍ତୁ ଏହାପରେ ଆପଣଙ୍କୁ ପେମେଣ୍ଟ ଅପସନ୍ ଏବଂ ସେଠାରେ ପ୍ରୋମକୋର୍ଡ ଦିଅନ୍ତୁ ଏବଂ ସେଠାରେ ଆପଣ ମାନେ FIRSTLPG ଲେଖନ୍ତୁ ଜାହାକି ଆପଣ ମାନଙ୍କୁ 700 ଶହ ଟଙ୍କା ଯାଏ ଆପଣ ମାନଙ୍କୁ କେସ୍ ବ୍ୟକ୍ ମିଳି ପାରିବ , ଏବଂ ଏହି ଅଫର୍ ଟି 28 ଫେବୃଆରୀ 2021 ପର୍ଯ୍ୟନ୍ତ ରହିଛି , ତେବେ ଏହି ଅନୁସାରେ ଆପଣ ମାନେ ଏହି ଗ୍ୟାସ୍ ସିଲିଣ୍ଡର ର ଲାଭ ଉଠେଇ ପାରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *