ବିରାଡି ରାସ୍ତା କାଟିଲେ ସାବଧାନ ରୁହନ୍ତୁ ଓ ଏହି ଗୋଟିଏ ଉପାୟ କରନ୍ତୁ ଅଶୁଭ ଶୁଭ ହୋଇଯିବ

cat

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ବିରାଡି ଉପରେ କିଛି ଶୁଭ ଏବଂ ଅଶୁଭ ବିଚାର ବିଷୟ ରେ ଏଠାରେ କହିବା ପାଇଁ ଚାହିଁବୁ ଜାହାକୁ ନିଶ୍ଚତ ଭାବେ ଜାଣି ରଖିବା ଆବଶ୍ୟକ ଅଟେ , ତେବେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାଣି ପାରିବେ , ବନ୍ଧୁଗଣ ରାସ୍ତା ରେ ଚାଲି କରି କିମ୍ବା ଜାନ ବାହାନ ରେ ଯିିବା ସମୟ ରେ ଯଦି ବିରାଡି ଟିଏ ଆପଣ ମାନଙ୍କ ଆଗ ଦେଇ ରାସ୍ତା ପାରି ହୋଇ ଥାଏ ତେବେ ଏହାକୁ ଯାତ୍ରା ଦୋଷ ବୋଲି କୁହା ଯାଏ ଏହିଥିରେ ଆପଣ ମାନେ ଯେଉଁ କାମ ରେ ଜାଉଛନ୍ତି ସେହି ଥିରେ ସଫଳ ହେବାର ଆଶଂକା ବହୁତ କମ୍ ରହି ଥାଏ ।bilai

କେତେକ ସ୍ଥଳ ରେ ଏହା ଦୂର୍ଘଟଣା ଜନିତ ସମସ୍ୟା ରେ ଆପଣ ମାନଙ୍କୁ ପକେଇ ଥାଏ , ଏବଂ କଳି ଝଗଡା ମଧ୍ୟ ଆପଣ ମାନଙ୍କ ପାଇଁ ହୋଇ ପାରେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ବିରାଡି ରାସ୍ତା କାଟିବା ସମୟ ରେ ଆପଣ ମାନଙ୍କ ଉପରେ ପଡୁ ଥିବା ଏହି ପ୍ରଭାବ ରୁ ମୁକ୍ତି ପାଇବା ପାଇଁ ଆପଣ ମାନେ ଯଦି ଏହି ମନ୍ତ୍ର କୁ ଜପ କରିବେ ତେବେ ଆପଣ ମାନଙ୍କର ଏହି ସମସ୍ୟା ରୁ ସଂମ୍ପର୍ଣ୍ଣ ଭାବେ ଦୂରି ଭୂତ ହେବେ ।cat

ତେବେ ଆସନ୍ତୁ ସେହି ମନ୍ତ୍ର ବିଷୟ ରେ ଜାଣି ନେବା ଆପଣ ମାନେ ଏହି ମନ୍ତ୍ର କୁ 7 ଥର ଜପ କରନ୍ତୁ ଦେଖିବେ ତାହା ରିଷ୍ଟ ଖଣ୍ଡନ ହେବ , ମନ୍ତ୍ର ଟି ହେଲା ରାଜା ରାମଚନ୍ଦ୍ରରି କାଣ ମନ୍ନିଥାରେ ଆଡିଆବେ ଆଂଶ , ତେବେ ବନ୍ଧୁଗଣ ଏହି ମନ୍ତ୍ର କୁ ଯପ କରି ସାରି ଆପଣ ମାନେ କେବଳ 7 ପାଦ ପଛକୁ ଜାଇ ଆପଣ ମାନେ ପୁଣି ତରେ ନିଜର ଯାତ୍ରା କୁ ଆରମ୍ଭ କରନ୍ତୁ ଦେଖିବେ ଶୁଭ ଫଳ ପ୍ରାପ୍ତି ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *