ଆଉ ନାହାଁନ୍ତି ଏହି ମହାନ ଅଭିନେତା – ଶୋକରେ ପୁରା ଫିଲ୍ମ ଦୁନିଆ

sanna

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମ୍ ଏସ୍ ଧୋନୀ ଙ୍କ ଅନ ଟୋଲ୍ଡ ଷ୍ଟୋରୀ କୁ ତ ଦେଖି ଥିବେ ଆପଣ । ସେହି ଥିରେ ଧୋନୀ ଙ୍କର ମାନେ ସୁାଶାନ୍ତ ସିହଂ ରାଜପୁତ୍ ଙ୍କ କୋ ଅଭିନେତା ଭାବେ ଅଭିନୟ କରୁ ଥିବା ଅଭିନେତା ଆଉ ନାହାଁନ୍ତି , ଏହି କଥା ସୁଣି ଆପଣ ମାନଙ୍କୁ ଅବସ୍ୟ ଝଟ୍କା ଲାଗି ପାରେ , ହେଲେ ହଁ ବନ୍ଧୁଗଣ ସନ୍ଧିପ୍ ନେହେରା ଙ୍କର ମୃ-ତ୍ୟୁ ଘଟିଛି ସେ ନିଜେ ସୁ-ସା-ଇଟ୍ କରି ଦେଇଛନ୍ତି । ଏମିତି ଏକ ଖବର କାଲି ସଂନ୍ଧ୍ୟା ରେ ସୁଣିବା ପାଇଁ ମିଳି ଥିଲା,ସନ୍ଧିପ୍ ନେହେରା ନିଜେ ଆ-ତ୍ମହ-ତ୍ୟା କରିଛନ୍ତି ।

sandeep

ସନ୍ଧିପ୍ ନେହେରା ଙ୍କ କହିବା ଅନୁସାରେ ତାଙ୍କର ପତ୍ନୀ ଏବଂ ତାଙ୍କର ଶାଶୁ ତାଙ୍କୁ ମେଣ୍ଟାଲି ହାରାସ୍ ମେଣ୍ଟ କରୁ ଥିବା କହିଛନ୍ତି , ଏବଂ ଥାନା ରେ ସେମାନଙ୍କ ନାମ ରେ କେସ୍ ଦେବା ସହିତ ତାଙ୍କ ନାମରେ ସେ ଆଲିଗେସନ ଆଣିବେ ବୋଲି ତଥ୍ୟ ଉଠେଇ ଥିଲେ, ସନ୍ଧିପ୍ ନେହେରା ଜଣେ ବହୁତ ଭଲ ଆର୍ଟିଷ୍ଟ ଅଟନ୍ତି କେବଳ ଏମ୍ ଏସ୍ ଧୋନୀ କାହିଁକି ସେ କେଶରୀରେ ସେ ଅଭିନୟ କରି ନିଜର ଅଭିନିତ ଛାପ ଛାଡିଛନ୍ତି ।

ସନ୍ଧିପ୍ ନେହେରା ବହୁତ ଭଲ ଆର୍ଟିଷ୍ଟ ସହିତ ବହୁତ ଭଲ ଭଲ ଫିଲ୍ମ ରେ ଅଭିନୟ କରିଛନ୍ତି , ଏହା ସହିତ ସେ ବଲିଉଡ ର ସର୍ଟ ଫିଲ୍ମ ହେଉ କିମ୍ଭା ସିରିଜ୍ ହେଉ ସବୁ ଥିରେ ଅଭିନୟ କରି ସେ ଛାପ ଛାଡିଛନ୍ତି ଏହି କଳାକାର ଜଣଙ୍କ , ହେଲେ କେଶରୀ ଏବଂ ଏମ୍ ଏସ୍ ଧୋନୀ ଦା ଅନ୍ ଟୋଲ୍ଡ ଷ୍ଟୋରୀ ଥିଲା ତାଙ୍କ ଜିବନ ର ଟର୍ଣ୍ଣିଂ ପୟେଣ୍ଟ ,

sandee

ତେବେ ସ୍ତ୍ରୀ ଙ୍କର ଏବଂ ଶାଶୁ ଙ୍କର ଅତ୍ୟାଚାର ପରେ ସେ ସେହି ସବୁ କୁ ସହି ନ ପାରି ଆ-ତ୍ମହ-ତ୍ୟା କରିଛନ୍ତି ବୋଲି ସୁଣିବାକୁ ମିଳିଛି , ଏବଂ ମୃ-ତ୍ୟୁ ପୂର୍ବରୁ ସେ ଏକ ଭିଡ଼ିଓ ପୋଷ୍ଟ କରି ଥିଲେ ଯେଉଁ ଥିରେ ସେ ନିଜର ମୃ-ତ୍ୟୁ ପାଇଁ ଆଲିଗେସନ ଆଣୁ ଥିଲେ ତାଙ୍କ ସ୍ତ୍ରୀ ଏବଂ ଶାଶୁ ବହୁତ ସାଇକୋ ଭାବେ ହାରେସ୍ ମେଣ୍ଟ କରୁଛନ୍ତି ବୋଲି ସେହି ଥିରେ କହୁ ଥିଲେ ,

ତେବେ ଆମେ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା କରୁଛୁ କି ତାଙ୍କର ଆତ୍ମା ର ସଦଗତି ନିମନ୍ତେ ଏବଂ ସୁସାନ୍ତ ଙ୍କ ମୃତ୍ୟୁ ପରେ ପରେ ତାଙ୍କର କୋ ଅଭିନେତା ଙ୍କ ମୃତ୍ୟ କେଉଁ ଦିଗ କୁ ମୋଡ ନେଇ ଜାଉଛି ତାହା କେବଳ ଦେଖିବାର ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *