ମୋଦିଙ୍କ ନିଶ୍ପତିରେ ପାକିସ୍ତାନ ଓ ଚୀନ ଭୟରେ ଥର ହର । ଭାରତ ହେବ 1 ନଂ ବିଶ୍ୱ ଶକ୍ତି

modi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଆପଣ ମାନଙ୍କୁ ଦେଖିବା ପାଇଁ ମିଳିଲା ଏରୋ 2021 ଜାହାକି ଆମର ବେଙ୍ଗାଲୋର ସହର ରେ ଆୟୋଜନ କରା ଜାଇ ଥିଲା ଏବଂଏହା ଏହି 5 ତାରିଖ ଦିନ ରେ ହିଁ ଆୟୋଜନ ହୋଇ ଥିଲା , ତେବେ ଏଠାରେ ଆମର ବାହାର ଦେଶ ସହିତ ଆମର ଦେଶ ସମସ୍ତ ଙ୍କର ହାଇଏଷ୍ଟ ଟେକ୍ନଲୋଜି କୁ ଏଠାରେ ସୋ କରି ଥିଲେ , ତେବେ ଭାରତ ମଧ୍ୟ ଏହି ଥିରେ କଣ ପାଇଁ ପଛୁଆ ରହିବ ଭାରତ ନିଜର ସ୍ୱଦେଶୀ ଜ୍ଞ୍ୟାନ କୈଶଳ ରେ ତିଆରି କରି ଥିବା ଅନେକ ଗୁଡିଏ ମିଶାଇଲ ଏବଂ ଆପଣ ମାନେ ଜାଣିଛନ୍ତି ହାଲ୍ ଦ୍ୱାରା ନିର୍ମିତ ବା HAL ଜାହାକୁ ଆମେ ମାନେ ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ ଦ୍ୱାରା ନିର୍ମିତ ଏକ ସୱାର୍ମ ଡ୍ରୋନ୍ସ କୁ ବି ଭାରତ ଏଠି ସୋ କେସ୍ କରେଇ ଥିଲା ।mi

ଏହା ସହିତ ଭାରତ ଏଠାରେ ମେଜର ଆଟ୍ରାକ୍ସନ ଥିଲା ଏକ ଫିଫ୍ତ୍ ଜେନେରେସନ ଫାଇଟର ଜେଟ୍ କୋନ୍ସେଫଟ୍ ମୋଡେଲ ସୋ କରେଇ ଥିଲା , ଏହା ସହିତ ଭାରତ ଏଠାରେ ଏକ ଡିଲ୍ କରିଛି ଏବଂ ଏହା ଏକ ମିସାଇଲ ଡିଲ୍ ଅଟେ ଏବଂ ଏହି ଯେଉଁ କମ୍ପନୀ ଟି ରହିଛି ତାହାର ନାମ ହେଲା MBDA କମ୍ପାନୀ ଇଏ ହେଉଛି ସେବି କମ୍ପାନୀ ଯିଏ ଡାସଲ୍ଟ ଏଭିଏସନ ଯିଏ କି ରାଫାୟଲ ତିଆରି କରିଛନ୍ତି । ସେମାନଙ୍କୁ ଏମାନେ ମିସାଇଲ ସପ୍ଲାୟ କରନ୍ତି ତ ସେମାନଙ୍କ ସାଙ୍ଗ ରେ ଭାରତ ଡାଇରେକ୍ଟ ଏହି ମିସାଇଲ ଡିଲ୍ କୁ କରିଛି ।mis

ଏବଂ ଏହି ମିସାଇଲ ଡିଲ୍ କରିବାର କାରଣ ହେଲା ଯେଉଁ ପୁରୁଣା ମିଶାଇଲ ପାଇ ଫାଇଟର ଜେଟ୍ସ ଗୁଡିକ ରହିଲା ସେହି ଫାଇଟର ଜେଟ୍ସ କୁ ଏହି ରାଫେଲ ର ପାୱର ମାନେ ଅଲଗା ମିଶାଇଲ ମିଳିବ ତେବେ ଏଠାରେ ଭାରତ ବହୁତ ଉପରକୁ ଯିବ ଏବଂ ଏହାକୁ କେହି ବି ଦେଶ ଭାବି ନ ଥିଲେ କି ଏମିତି କିଛି ହେବ ବୋଲି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *