ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଲିଉଡ ର ଲୋକ ପ୍ରିୟ ଅଭିନେତା ଅଶ୍ୱନୀ ଏବଂ ଅଭିନେତ୍ରୀ ପ୍ରେରଣା , ଏହି ଖବର ଟି ବର୍ତମାନ ସମୟ ରେ ପ୍ରଚୁର ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି , ଏବଂ ଫୋଟ ଗୁଡିକ କୁ ଦେଖି କରି ଲାଗୁଛି କି ଏହି ଦୁଇଜଣଙ୍କ ବିବାହ ହୋଇ ସାରିଛି ବୋଲି , ହେଲେ ଆପଣ ମାନଙ୍କୁ ଏଠାରେ ସେହି ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ଚାହିଁବୁ କି ଏହା ସେମାନଙ୍କର ରିୟଲ୍ ବିବାହ ନୁହେଁ ବରଂ ଏହା ସେମାନଙ୍କର ଏକ ାଲବମ୍ ର ଭିଡ଼ିଓ ରେ ସେମାନେ ବିବାହ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ,
ହେଲେ ରିୟେଲ୍ ଲାଇଫ୍ ରେ ମଧ୍ୟୟ ଏମାନେ ଖୁବ୍ ଶୀଘ୍ର ବିବାହ କରିବେ ଦୁହେଁ ପରସ୍ପର କୁ ଭଲ ପାଉଛନ୍ତି ଏବଂ ଦିର୍ଘ ଦିନହେବ ସେମାନେ ରିଲେସନ ସିପ୍ ରେ ରହିଛନ୍ତି ଏବଂ ଖୁବ୍ ଶୀଗ୍ର ସେମାନେ ବିବାହ କରିବାର ଖବର ବି ମିଳି ଥିବାର ସୁଣିବା ପାଇଁ ମିଳିଛି । ତେବେ ଅଭିନେତା ଅଶ୍ୱନୀ ଏବଂ ଅଭିନେତ୍ରୀ ପ୍ରେରଣା ବର୍ତମାନ ସମୟ ରେ ଆଲବମ୍ କରୁ ଥିବା ବେଳେ ସେହି ଥିରେ ସେମାନେ ଦୁହେଁ ଏକାଠୀ ନଜର ଆସୁଛନ୍ତି , ଏବଂ ଖୁବ୍ ଶୀଘ୍ର ସେମାନଙ୍କ ମ୍ୟୁଜିକ୍ ଆଲବମ୍ ବି ରିଲିଜ୍ ହେବାକୁ ଜାଉଛି ,
ଜାହାର ନାମ ରହିଛି ଫଗୁଣ ରେ ମୁଁ ଦେଇଛି ସିନ୍ଦୁର , ଏବଂ ଏହି ମ୍ୟୁଜିକ୍ ଆଲବମ୍ ଟି କୁ ଆପଣ ମାନେ ଖୁବ୍ ଶୀଘ୍ର ଦେଖିବା ପାଇଁ ପାଇବେ ତେବେ ଏମାନେ ଖୁବ୍ ଶୀଘ୍ର ବିବାହ କରିବାକୁ ଜାଇଛନ୍ତି , ତେବେ ଆପଣ ମାନେ ଏମାନଙ୍କ ଯୋଡି କୁ କେତେ ପସନ୍ଦ କରନ୍ତି କମେଣ୍ଟ କରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।