ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏମିତି କିଛି କଳାକାର ମାନେ ରହିଛନ୍ତି ଯେଉଁ ମାନଙ୍କର ଅଳ୍ପ କିଛି ବୟସ ରେ ହିଁ ମୃତ୍ୟ ହୋଇ ଜାଇଛି ଯଦି ଆପଣ ମାନେ ଦେଖିବେ ତେବେ ଏହି ନିକଟ ରେ ଅନେକ ଅଭିନେତା ଏବଂ ଏଭିନେତ୍ରୀ ମାନେ ସବୁ ଦିନ ଛା଼ଡି ଚାଲି ଜାଇଛନ୍ତି ,ତେବେ ସେମାନଙ୍କର ମୃତ୍ୟୁ ପଛରେ କାରଣ କଣ ରହି ଥିଲା ଏବଂ କେବେ ଏବଂ କଣ ପାଇଁ ସେମାନଙ୍କର ମୃୃତତ୍ୟୁ ହୋଇ ଥିଲା ସେହି ବିଷୟ ରେ ଏଠାରେ ସଂମ୍ପର୍ଣ୍ଣ ଭାବେ ଜାଣିବା ,ପ୍ରଥମେ ରହିଛନ୍ତି ନିକିତା,ସେ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ରେ ବହୁତ ସୁନ୍ଦର ଅଭିନୟ କରୁ ଥିଲେ ତେବେ ଗତ ବର୍ଷ ସେ ନିଜ ସ୍ୱାମୀ ଙ୍କ ସହିତ ଝଗଡା ହେବା କାରଣ ରୁ ତାଙ୍କ ସ୍ୱାମୀ ତାଙ୍କୁ ଛାତ ଉପରୁ ଠେଲୀ ଦେଇ ଥିଲେ ତାଙ୍କର ବୟସ 32 ବର୍ଷ ଥିଲା। ଦୁଇ ରେ ରରହିଛନ୍ତି ସଲିଲ ମିଶ୍ର,ଗତ ବର୍ଷ ଘଟଗାଁ ରେ ସୁଟିଂ କରୁ ଥିବା ବେଳେ ସେ ଗୋଟିଏ ଗାଡି ଏକ୍ସିଡେଣ୍ଟ ର ଶୀକାର ହୋଇ ଥିଲେ ଏବଂ ମୃତ୍ୟୁ ହୋଇ ଥିଲା ।
ତାଙ୍କର ବୟସ କେବଳ 37 ହୋଇ ଥିଲା ସେ ମରିଲେ,ସେହି ପରି ଭାବେ ତୃତୀୟ ରେ ଆସୁଛନ୍ତି ସିମରନ ,ବା ଆପଣ ମାନେ ସେଲଫି ବେବ ର ଆଲବମ୍ ରେ ଆପଣ ମାନେ ନିଶ୍ଚିତ ଭାବେ ଡେନ୍ସକରୁ ଥିବାର ଦେଖି ପାରି ଥିବେ,ଗତ ବର୍ଷ ସିମରନ ଙ୍କ ସ୍ୱାମୀ ତାଙ୍କୁ ବ୍ରଚ୍ ଉପରୁ ଠେଲୀ ମାରି ଦେଇ ଥିଲେ । ଏବଂ ତାଙ୍କର ବୟସ 20 ଥିଲା । ଏହା ପରେ ଆସୁଛନ୍ତି ଅନିତା ଦାସ୍ ସେ ସବୁ ବେଳେ ହିରୋ ର ମାଆ ଏବଂ ଅନେକ ଅଏମିତି ଭୂମିକା ରେ ଦେଖିବା ପାଇଁ ମିଳୁ ଥି୍ବା ଏହି ଅଭିନେତ୍ରୀ ଦିନେ ସକାଳୁ ତାଙ୍କର ମୃତ୍ୟୁ ହୋଇ ଗଲା ହେଲେ କାରଣ ଏବେ ଯାଏ ଜଣା ପଡି ନାହିଁ ଏହା ପରେ ଆସୁଛନନ୍ତି ସଲିଲ୍ ମିତ୍ର ।
ସେ ବ ବହୁତ ଭଲ ଅଭିନେତା ରହି ଥିବା ବେଳେ ସଲିଲ୍ ଙ୍କ ଗାଡି ଦୁର୍ଘଟଣା ରେ ମୃତ୍ୟୁ ହୋଇ ଜାଇ ଥିଲା ସେହି ପରି ଏହା ପରେ ରହିଛନ୍ତି ଚଞ୍ଛ୍ ମିଷ୍ଟର ନନସେନ୍ସ ରେ କାମ କରି ବହୁତ ଚର୍ଚ୍ଚା ରେ ଆସି ଥିଲେ ସେ ହେଲେ ପରେ ସେ କ୍ୟନସର ଯୋଗୁଁ ମୃତ୍ୟୁ ବରଣ କରି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।