ଫୁଣି 26 ତାରିଖରେ ସାରା ଭାରତ ବନ୍ଦ. ଦେଖନ୍ତୁ କଣ ଖୋଲା ଓ କଣ ବନ୍ଦ

lockdown

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 26 ତାରିଖରେ ଭାରତ ବନ୍ଦ ଡାକରା ଆସନ୍ତୁ ଜାଣି ନେବା କଣ ରହିବ ଖୋଲା ଏବଂ କଣ ବନ୍ଧ ରହିବ ତେବେ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ଆସନ୍ତା 26 ତାରିଖ ରେ ଭାରତ ବନ୍ଦ ଡାକରା କରା ଜାଇଛି । ତେବେ ଏହି ଡାକରା କୁ ଭାରତୀୟ ବ୍ୟବସାୟ ସଂଙ୍ଘ ଦେଇଛନ୍ତି , ତେବେ ସେମାନଙ୍କ ଭାରତ ବନ୍ଦ ଡାକରା ପଛରେ GST ରେ କିଛି ଅସୁବିଧା ରହିଛି , ତେବେ ଏହା ସଫଳ ଭାବେ ପାଳନ କରିବା ପାଇଁ ଚେଷ୍ଟା କରିବେ ବୋଲି କିଛନ୍ତି ତେବେ ସେହି ଦିନ କେତେ ଘଣ୍ଟା ବନ୍ଦ ରହିବ ଏବଂ କଣ ଖୋଲିବ ଏବଂ କଣ ବନ୍ଦ ରହିବ ସେହି ବିଷରେ ଜାଣିନେବା ,lock

ତେବେ ଗୋଳ ମାଳିଆ GST ବ୍ୟବସ୍ଥା GST ଅଧିକାରୀ ଙ୍କ ଏକଛାଟିଆ ମନଭାବ କୁ ବିରୋଧ କରି ଆଗାମୀ ଦିନ ରେ ଭାରତୀୟ ବ୍ୟବସାୟୀ ମହାସଂଙ୍ଘ ବା CAIT ଆସନ୍ତା 26 ତାରିଖ ରେ ଏହି ବନ୍ଦ ଡାକରା ଦେଇଛନ୍ତି । CAIT ସୂଚନା ଦେଇଛି କି ଏହି ଭାରତ ବନ୍ଦ କୁ 40 ହଜାର ରୁ ଅଧିକ ବ୍ୟବସାୟୀ ମାନେ ପାଳନ କରିବେ ସଂଙ୍ଘ ପକ୍ଷ୍ୟ ରୁ କୁହା ଜାଇଛି ସମଗ୍ର ଦେଶ ରେ ରହିଥିବା CAIT ର ପ୍ରତିନିଧି ମାନେ ଭାରତ ବନ୍ଦ କୁ ସଫଳ କରିବା ପାଇଁ ସୂଚି ପ୍ରସ୍ତୁତ କରୁଛନ୍ତି ,lock

କହି ରଖିବୁ କି ଚାଷୀ ଆନ୍ଦଳନ ଏବଂ ତୈଳ ଦର ବୃଦ୍ଧି ନେଇ ଗତ ତିନି ମାସ ମଧ୍ୟ ରେ ଦେଶ ଅନେକ ଥ ବନ୍ଦ ଡାକରା ଦିଆ ଜାଇ ଥିବା ବେଳେ ଗତ ଦୁଇ ଦିନ ତଳେ ବି କୃଷକ ସଙ୍ଘଠନ ମାନେ ରେଳ ରୋକ୍ କରି ଥିଲେ , ତେବେ ପୁଣି ଥରେ ଭାରତ ବନ୍ଦ ଡାକରା କୁ ସଫଳ କରିବା ପାଇଁ ବ୍ୟବସାୟୀ ସଂଙ୍ଗଠନ ର ଅନୁରୋଧ ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *