କଳିଯୁଗର ୫ଟି ସତ୍ୟ କଥା | ଜାଣିଲେ ମୁଣ୍ଡଖରାପ ହେଇଯିବ |

kali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଶ୍ରୀମତ ଭଗବତ ଗୀତାରେ ବର୍ଣ୍ଣତ କିଛି ନିତି ବସୟରେ ଯାହାକୁ ପ୍ରତେକ ବ୍ୟକ୍ତି ନିହାତି ଜୀବନରେ ଥରଟିଏ ଜାଣିବା ନିହାତି ଦରକାର , ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ଶ୍ରୀମତ ଭଗବତ ଗୀତା କୁ ଭଗବାନ ଶ୍ରୀକୃଷ୍ଣ ରଚନା କରିଥିଲେ , ଏଣୁ ଯଦି ଆପଣ ଜୀବନରେ କେବେବି ଭଗବତ ଗୀତା କୁ ଅଧୟନ କରନ୍ତି କିମ୍ବା ସୁଣନ୍ତି ତେବେ ଆପଣଙ୍କର ସମସ୍ତ ସମସ୍ୟା ନିବାରଣ ହୋଇଥାଏ ଓ ସଫଳତାର ରାସ୍ତା ଖୋଲିଯିବ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା କୁହା ଯାଇଥିବା ଓ ଭଗବତ ଗୀତା ରେ ବର୍ଣ୍ଣତ କିଛି ନିତି ବିସୟରେ କହିବାକୁ ଜାଉଛୁ ଯାହାକୁ ଆପଣ ମାନେ ମଧ୍ୟ ସୁଣିଲେ ନିଜେ ଅନୁଭବ କରି ପାରିବେ କି ଏହା ଅକ୍ଷରେ ଅକ୍ଷରେ ସତ୍ୟ ଅଟେ , ତେବେ ଆସନ୍ତୁ ଜାଣିବା କିଛି ନିତି ବିସୟରେ ,v

ନମ୍ବର 1- ବନ୍ଧୁଗଣ ବେଳେ ବେଳେ ମଣିଷ କିଛି ନକରି ମଧ୍ୟ ଅନ୍ୟ ଆଖିରେ ଦୋସି ପାଲଟି ଯାଏ , କାହିକି ନା ଅନ୍ୟ ମାନଙ୍କର ଇଚ୍ଛା ମୁତାବକ ସେ ସେମିତି କିଛି କରିପାରି ନଥାଏ ଏଣୁ ସମ୍ଫର୍କ ତାହା ନୁହେ ଯାହା ରାଣ ନିଅମରେ ବାଧ୍ୟତା ମୂଳକ ଭାବେ ନିଜର ସ୍ୱାର୍ଥ ହାସଲ ପାଇଁ ହୋଇଥାଏ , ସମ୍ପର୍କ ତାକୁ ହିଁ କହୁଯାଏ ଯେଉଁଥିରେ ଜଣକୁ କଷ୍ଟ ହେଲେ ଆଉ ଜଣଙ୍କ ଆଖିରେ ଆପେ ଆପେ ଲୁହ ଝରିପଡେ । ନମ୍ବର 2- ଯାହାକୁ ମଣିଷ ପସନ୍ଦ କରୁଥାଏ ତାକୁ ଦେଖିଦେଲେ ଉଠରେ ଆପେ ଆପେ ହସ ଫୁଟିଯାଏ ତା ପାଇଁ କାନ୍ଦୀ ଥାଏ ଓ ତାକୁ ନିଜର ସବୁ ଦୁଃଖ କହିଦେଇ ଥାଏ ଓ ଜାହାକୁ ସେ ନିଜଠାରୁ ଅଧିକ ଭଲପାଏ ସେ ତା ଉପରେ ରାଗ ମଧ୍ୟ କରିଥାଏ କାରଣ ସେ କେବେବି ତାଙ୍କୁ ହରାଇବାକୁ ଚାହୁ ନଥାଏ ଏଣୁ ବନ୍ଧୁଗଣ ସମସ୍ତଙ୍କୁ ଭଲ ପାଇବା ଦିଅ , କିନ୍ତୁ ସେହିଁ ଭଲ ପାଇବା କେବେ କାହାଠାରୁ ଆସା କରନାହିଁ , ଯଦି ଭଲ ପାଇବା ବଦଳରେ ଭଲ ପାଇବା ଆସା କରିବ ସେହିଁ ଜାଗାରେ ନିଜେ ହିଁ କଷ୍ଟ ପାଇବ ।gita

ନମ୍ବର 3- ଖୁବ୍ ଶୀଘ୍ର ରାଗି ଯାଉଥିବା ମଣିଷ ମନରେ ବହୁତ ଅଧିକ ଭଲ ପାଇବା ଥାଏ କିନ୍ତୁ ତାକୁ କେହିବି ବୁଝି ପାରନ୍ତି ନାହିଁ , ବନ୍ଧୁଗଣ ମଣିଷ ସବୁବେଳେ ସେହିଁ କର୍ମ କରିଥାଏ ଯେଉଟା ତାକୁ ହିଁ ଠିକୁ ଲାଗିଥାଏ କିନ୍ତୁ ଭଗବାନ ସବୁବେଳେ ମଣିଷ କୁ ସେହିଁ ଜିନିଷ ଦେଇଥାନ୍ତି ଯେଉଟା ତା ପାଇଁ ଉପଯୁକ୍ତ ହୋଇଥାଏ ସେଥି ପାଇଁ ଜୀବନରେ ପ୍ରତିଟି କର୍ମଫଳ କୁ ଭଗବାନ ଙ୍କ ଆଶ୍ରୀବାଦ ଭାବି ଗ୍ରହଣ କରନ୍ତୁ ଆପଣହ୍କୁ କେବେବି ହତାସ୍ ହେବାକୁ ପଡିବ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *