ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ବର୍ଷ 16 ଫେବୃଆରୀ 2021 ମଙ୍ଗଳ ବାର ଦିନ ଶ୍ରୀ ମନ୍ଦୀରରେ ବସନ୍ତ ପଞ୍ଚମୀ ଶ୍ରୀ ପଞ୍ଚମୀ ଏବଂ ରଥ କାଠ ଅନୁକୂଳ ହେବା ସହିତ ଏହି ଦିନ ମାତା ସରସ୍ବତୀ ଙ୍କ ମଧ୍ୟ ପୂଜା ଅଟେ , ମାତା ସରସ୍ବତୀ ହେଉଛନ୍ତି ଜ୍ଞାନ , ବିଦ୍ୟ , ବାଣୀ ତଥା କଳା ଜଗତର ଆରାଧ୍ୟ ଦେବୀ ଏଣୁ ସମସ୍ତ ବିଦ୍ୟର୍ଥି ସହିତ ସମଗ୍ର ନାରୀ ଏବଂ ପୁରୁଷ ମାତା ସରସ୍ବତୀ ଙ୍କର ପୂଜା କରିବା ଉଚିତ୍ , କାରଣ କଳ ତୃତୀୟା ଏବଂ ଜ୍ଞାନ ବିନା ସଂସାର ରେ ତିଷ୍ଟି ରହିବା ଏବଂ ପରିବାର ଚଳାଇବା ମଧ୍ୟ ଅସମ୍ଭବ ଅଟେ ।
ଏଣୁ ଏହି ସରସ୍ବତୀ ପୂଜା ଦିନ ମାତା ସରସ୍ବତୀ ଙ୍କର ପୂଜା କରିବା ସହିତ କିଛି ଖାସ କଥା ମାନିଲେ ମାତା ସରସ୍ବତୀ ପଶ୍ରନ୍ନ ହେବା ସହିତ ତାଙ୍କର କୃପା ପ୍ରାପ୍ତି ହୋଇଥାଏ ଯାହା ଦ୍ୱାରା ବିଦ୍ୟର୍ଥି ଙ୍କ ସହିତ ସମସ୍ତ ମନୁଷ୍ୟ ଦିବ୍ୟ ଜ୍ଞାନ କଳା ଏବଂ ଧନ ସୁଖ ସବୃଦ୍ଧି ର ଅଧିକାରୀ ହୋଇଥାନ୍ତି , ତେବେ ସେହି ଖାସ କଥା ମାନ କଣ ହୋଇଥାଏ ଆସନ୍ତୁ ଜାଣିବା ।
ବନ୍ଧୁଗଣ ଏହି ଦିନ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିବା ଉଚିତ୍ ହୋଇ ନଥାଏ ଏଣୁ ପ୍ରାତହ କାଳରୁ ଉଠି ସ୍ନାନ କରିନେବେ ଏହାକୁ ସେର୍ଷ୍ଠ କର୍ମ ମାନଜାଇ ଥାଏ ଏବଂ ଏହି ଦିନ ଭୁଲରେ ମଧ୍ୟ କଳା ବସ୍ତ୍ର ପିନ୍ଧିବା ଉଚିତ୍ ହୋଇ ନଥାଏ , ଏହା ଛଡା ଏହି ଦିନ ସମସ୍ତେ ଆମିସ ବା ମଦ ମାଛ ଠାରୁ ଦୁରେଇ ରହିବା ଉଚିତ୍ ହୋଇଥାଏ ଏବଂ ଏହି ଦିନ ସ୍ନାନ ସାରି ଧଳା ବସ୍ତ୍ର ପିନ୍ଧି ମାତା ସରସ୍ବତୀ ଙ୍କର ପୂଜା କରିବା ଉଚିତ୍ ହୋଇଥାଏ ,
ଏବଂ ଏହି ଦିନ ମାତା ସରସ୍ବତୀ ଙ୍କୁ ଧଳା ଏବଂ ହଳଦୀ ରଙ୍ଗର ଫଳ ପୁଷ୍ପ ଏବଂ ଭୋଗ ଅର୍ପଣ କରିବା ସହିତ ନିଜେ ଧଳା ବା ହଳଦୀଆ ରଙ୍ଗର ସାକ୍ତିକ ଆହାର ଖାଇବା ଉଚିତ୍ । ଏହା କରିବା ଦ୍ୱାରା ବିଦ୍ୟର୍ଥି ଙ୍କ ସହିତ ସମସ୍ତ ମଣିଷ କୁ ସାକାର୍ତ୍ମକତା ପ୍ରାପ୍ତି ହୋଇଥାଏ ଏବଂ ମାତା ସରସ୍ବତୀ ଙ୍କର କୃପା ମଧ୍ୟ ପ୍ରାପ୍ତି ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।