ଓଡିଆ ହିରୋଇନ ପ୍ରିୟାଙ୍କ ଜୀବନି , ପରିବାର , ସ୍ୱାମୀଙ୍କ ବିଷୟରେ ଜାଣିଲେ ବିଶ୍ୱାସ କରି ପାରିବେନି ଆପଣ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଆ ଇଡଷ୍ଟ୍ରି ବସୟରେ ସମସ୍ତେ ଜାଣିଥିବେ , ଆମର ଓଡ଼ିଆ ଇଡଷ୍ଟ୍ରି ର ଅଭିନେତ୍ରି ଯିଏକି ପ୍ରିୟା ଚଧୁରୀ , ଆଜି ଆମେ ଆପଣଙ୍କୁ ସେହିଁ ପ୍ରିୟା ଚଧୁରୀ ଙ୍କର ଘର ପରିବାର ଏବଂ ସେ କାହାକୁ ବିବାହ କରିଛନ୍ତି ସେ କଣ ପାଇଁ ଚଳଚିତ୍ର ରେ ନଜର ଆସୁ ନାହାନ୍ତି ସବୁକିଛି ବସୟରେ ଆପଣଙ୍କୁ କହିବୁ ସେଥି ପାଇଁ ଆପଣ ମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ତେବେ ଆସନ୍ତୁ ପ୍ରିୟା ଚଧୁରୀ ଙ୍କ ବିସୟରେ ସବୁକିଛି ଜାଣିନେବା ବନ୍ଧୁଗଣ ପ୍ରିୟା ଚଧୁରୀ ସେ ହେଉଛନ୍ତି ଜଣେ ମଡେଲ୍ ଏହା ସହିତ ଏକଟର୍ସ ମଧ୍ୟ , 25 ଜୁଲାଇ 1989 ମସିହାରେ ସେ ଜନ୍ମ ଲାଭ କରିଥିଲେ ଏବଂ 2020 ମସିହାରେ ତାଙ୍କର ବୟସ ଜାଇ ପହଞ୍ଚିଛି ମାତ୍ର 30 ବର୍ଯ ।praya

ପ୍ରିୟା ଓଡ଼ିଶାର ଭୁବେନଶ୍ୱର ରେ ଜନ୍ମ ଲାଭ କରିଥିଲେ ଏବଂ ସେ ହେଉଛନ୍ତି ଜଣେ ହିନ୍ଦୁ ନାରୀ , ଏହା ସହିତ ଖାଇବା ଟ୍ରାଭେଲଂ କରିବା ଏହା ସହିତ ଫେସନ ଡିଜାଇନ୍ କରିବା ପ୍ରିୟାଙ୍କ ହବି ରହିଛି । ଏପଟେ ଯଦି ଦେଖିବେ ପ୍ରିୟା 2008 ମସିହାରେ ଡ୍ରିମଂଗ୍ରାଲ୍ ଚଳଚିତ୍ରରେ ବେଶ ଳୋକ ପ୍ରିୟତା ହାସଲ କରିଥିଲେ , ଏହା ପରେ 2009 ମସିହାରେ ଅଭିମନ୍ୟୁ ଏବଂ 2014 ମସିହାରେ ତବାଟ ଚାହିଛି ରାତିସାରା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା । ଏହା ସହିତ ତାଙ୍କର ଚଳଚିତ୍ର ରୁମକୁ ଝୁମାନା , ଗୁଡ୍ ବୟ , ଦସ୍ତି , ହିରୋ , ମେଘ ସବାରୀରେ ଆସିବ ବୋଲି ଏବଂ ଆଲ ମର କଣ୍ଡେଇ କୁ ଦର୍ଶକ ମାନ ବହୁତ ପସନ୍ଦ କରିଥିଲେ ।praya c

ଏପଟେ ପ୍ରିୟାଙ୍କ ଉଚତା ହେଉଛି 5 ଫୁଟ 6 ହିଚ୍ ଏବଂ ଓଜନ ହେଉଛି 60 କେଜି ଏବଂ ଏପଟେ ଆପଣ ଯଦି ପ୍ରିୟାଙ୍କ ପରିବାର ବସୟରେ କହିବା ପ୍ରିୟାଙ୍କ ବାପାଙ୍କ ନାମ ହେଉଛି ପ୍ରତାପ ଚଧୁରୀ ଏବଂ ମା ଙ୍କ ନାମ ହେଉଛି ଗୀତାଞ୍ଜଳୀ ଚଧୁରୀ , ପ୍ରିୟା ଚଧୁରୀ ଏବଂ ବିବାହ କରି ସାରିଛନ୍ତି ଏବଂ ବର୍ତମାନ ସମୟରେ ପ୍ରିୟା ଚଧୁରୀ ଙ୍କର ଗୋଟିଏ ଛୋଟ ପୁଅ ମଧ୍ୟ ରହିଛି । ଆପଣ ମାନଙ୍କୁ ପ୍ରିୟା ଚଧୁରୀ ଙ୍କ ଏକଟିଂ କେମିତି ଲାଗୁଛି ଆମକୁ କମେଣ୍ଟ୍ କରି ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *