ଅନୁଭବ କାହିଁକି କାନ୍ଦିଲେ ? ବର୍ଷା ନେଲେ ବଡ ପ୍ରତିଶୋଧ !

brasha

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ଙ୍କ ମୁଜ୍ୟିକ ଭିଡିଓ ନମିତା ଙ୍କ ଗୀତରେ ଝୁମିଲେ ଦିବ୍ୟାଙ୍ଗ ଓ ଦୃଷ୍ଟିବାଧିତ କିଛି ଦିନ ତଳେ ନମିତା ଙ୍କ କଣ୍ଠ ରେ ଏ ଗୀତ ଟି ରେକର୍ଡ ହୋଇ ବେସ ଭାଇରାଲ ହୋଇଥିଲା ଆଉ ଏବେ ଏହାର ମିଜ୍ୟିକ ଭିଡିଓ ରିଲିଜ ହୋଇଛି ଯାହାକୁ ସବୁ ବର୍ଗ ରୋ ସ୍ରୋତା ଆଉ ଦର୍ଶକ ପସନ୍ଦ କରିବା ସହ ପ୍ରସଂଶା ମଧ୍ୟ କରୁଛନ୍ତି ମୁକ୍ତିଲାଭ କରିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଙ୍କ ଦ୍ୱାରା ପ୍ରସ୍ତୁତ ମୁଜ୍ୟିକ ଭିଡିଓ ନମିତା ଙ୍କ ଦ୍ୱାରା ଗାଇଥିବା ଏହି ଗୀତ ରେ ବର୍ଷା ଙ୍କ ସହ ଏସିଡ ପିଡୀତ ପ୍ରମଦୀନି ଏବଂ ଦିବ୍ୟାଙ୍ଗ ମାନେ ଅଭିନୟ କରିଛନ୍ତି କିଛି ଦିନ ତଳେ ନମିତା ଙ୍କ କଣ୍ଠ ରେ ରେକର୍ଡ ହୋଇ ଗୀତ ଟି ବେସ ଭାଇରାଲ ହୋଇଥିଲା ଆଉ ଏବେ ଏହାର ମୁଜ୍ୟିକ ଭିଡିଓ ରିଲିଜ ହୋଇଛି ।brasha

ଆଉ ଏହାକୁ ସବୁ ବର୍ଗ ର ଦର୍ଶକ ମାନେ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରୁଛନ୍ତି ଓଡିଶା ରାନୁ ମଣ୍ଡଳ ଭାବେ ପରିଚିତ ଙ୍କୁ ବର୍ଷା ପ୍ରିୟଦର୍ଶୀନି ଗୀତ ଗାଇବାର ସୁଯୋଗ ଦେଇଥିଲେ ସୋଶିଆଲ ମିଡିଆରେ ନମୀତା ଙ୍କ କଣ୍ଠ ଶୁଣି ସେ ବେସ ପ୍ରଭାବିତ ହୋଇଥିଲେ ତେଣୁ ଭୋଜନ ତଥା ଚଳଚିତ୍ର ରେ ଗାଇବାକୁ ସୁଯୋଗ ଦେବେ ବୋଲି ପ୍ରତିଶୁତି ମଧ୍ୟ ଦେଇଥିଲେ ଆଉ ତାହାକୁ ରଖିବାକୁ ଯାଇ ପ୍ରାଥମିକ ପ୍ରଯ୍ୟାୟ ରେ କାଳିଆ ଧନ ତତେ କିଛି ମାଗୁ ନାହିଁ ଭୋଜନ ଟି ରିଲିଜ ହୋଇଥିଲା ତେବେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହି କିଛି ମାଗୁ ନାହିଁ କାଳିଆ ଭୋଜନ ର ନିର୍ଦ୍ଦେଶନା ଦେଇଛନ୍ତି ବରିଷ୍ଟ ଗୀତିକାର ବିଜୟ ମଣ୍ଡଳ ଗୀତ ରଚନା କରିଥିଲେ ଏହାର ସ୍ଟୁଡିଓ ଭୋରସନ କୁ ଯେତିକି ଆଶାତିତ ଭଲ ପାଇବା ମିଳିଥିଲା ତାକୁ ନଜର ରଖି ଓଡିଆ ବାବା ମୁଜ୍ୟିକ ଷ୍ଟୁଡିଓ ଏହାର ଏକ ସୁନ୍ଦର ମୁଜ୍ୟିକ ଭିଡିଓ ଏବେ ରିଲିଜ କରିଛନ୍ତି ।brash

ଯେଉଁ ଥିରେ କଟକ ସ୍ଥିତ ଆଶ୍ରୟ ସ୍କୁଲ ର ଦୃଷ୍ଟିବାଧିତ ତଥା ଦିବ୍ୟାଙ୍ଗ କିଶୋର କିଶୋରୀ ମାନେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଭିଡିଓରେ ଆଶ୍ରୟ ସ୍କୁଲ ର ଆଶା ବାହାଦୁର ପୁର୍ଣ୍ଣୀମା ରାଓ , ପ୍ରମଦୀନି ରାଓ ଙ୍କ ସମେତ ଦିବ୍ୟା ଙ୍କ ପ୍ରମୁଖ ଅଭିନୟ କରିଛନ୍ତି ଏହି ଦିବ୍ୟଙ୍ଗ କିଶୋର କିଶୋରୀ ଙ୍କ ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ମଧ୍ୟ ନଜର ଆସିଛନ୍ତି କୁରିୟ ଗ୍ରାଫର ଦେବାଶିଷ ସାହୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ପର୍ସ୍ତୁତୁ ଆଶ୍ରୟ ସ୍କୁଲ ର ଶିକ୍ଷୟୀତ୍ରି ସୁଜାତା ପଟ୍ଟନାୟକ ଏବଂ ସୁସ୍ରିତା ମାଡାମ ସହାୟତା କରିଛନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *