ଶାମ୍ବ ଦଶମୀ(୨୩,ଜାନୁଆରୀ) କ’ଣ ପାଇଁ ପାଳନ କରାଯାଏ ଓ ଏହାର ସମ୍ପୁର୍ଣ୍ଣ ବିଧି ଏବଂ ରହସ୍ୟ

ss

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆମେ ଆଜି ଆପଣ ମାନଙ୍କୁ ସାମ୍ବ ଦଶମୀ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ସାଧାରଣ ଭାବେ ଏହା ଚୈରା ପାଖ ବା ଅଗଣା ରେ ପୂଜା କରା ଜାଇ ଥାଏ ସୂର୍ଯ୍ୟ ର କିରଣ ଶୀର ପାଇଁ କେତେ ଆବଶ୍ୟକତା ରହିଛି ଏବଂ ଏହି ଦଶମୀ ଦିନ ହିଁ ସୂର୍ଯ୍ୟ ଙ୍କୁ ଆରଧନା କରା ଜାଇ ଥାଏ ଏବଂ ତାଙ୍କୁ ଉପାସନା ମଧ୍ୟ କରା ଜାଇ ଥାଏ ଶ୍ରୀ କୃଷ୍ଣ ଙ୍କ ପୁତ୍ର ସାମ୍ଭ ଙ୍କ ନାମ ରେ ଏହି ଦଶମୀ ର ନାମ ରଖା ଜାଇଛି ସାମ୍ଭ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥିବା ବେଳେ ତାଙ୍କୁ ଏକ ଋଷି ଙ୍କ ଠାରୁ ଅଭିଶାପ ମିଳି ଥିଲା ଏବଂ ତାଙ୍କୁ କୁଷ୍ଟ ରୋଗ ହେଲା ପରେ ଶ୍ରୀ କୃଷ୍ଣ ଙ୍କ କହିବା ଅନୁସାରେ ସାମ୍ଭ ସୂର୍ଯ୍ୟ ମନ୍ଦିର କଣାର୍କ ଆସି ସୂର୍ଯ୍ୟ ଙ୍କର ପୂଜା କରି ଥିଲେ ।poja

ଏବଂ ଚନ୍ଦ୍ରଭାଗା ରେ ସ୍ନାନ କରି ସାରିବା ପରେ ସାମ୍ଭ କୁଷ୍ଟ ରୋଗ କୁ ମୁକ୍ତି ପାଇ ଥିଲେ ଜାହା ଏହି ଦିନ ରହି ଥିଲା ଏବଂ ଏହି ଦିନ ରେ ସାମ୍ଭ ମୁକ୍ତି ପାଇ ଥିବା ହେତୁ ଏହି ଦିନ କୁ ସାମ୍ଭ ଙ୍କର ଦଶମୀ କୁହା ଜାଇ ଥାଏ । ଏବଂ ଏହି ଦିନ ରେ ମାଆ ମାନେ ନିଜର ପୁତ୍ର ର ଆରୋଗ୍ୟ କାମନା ନିମନ୍ତେ ପୂଜା ପାଠ କରି ଥାନ୍ତି ଏବଂ ସେମାନେ ସୂର୍ଯ୍ୟ ଙ୍କର ଉପାସନା କରି ଥାନ୍ତି ଏହି ସମୟ ରେ ବ୍ରହ୍ମ ମୂହୁର୍ତ୍ୱ ରୁ ପ୍ରତ୍ୟସ ସମୟ ପର୍ଯ୍ୟନ୍ତ ତିନି ଧୂପ ରେ ଏହି ପୂଜା କୁ ସଂମ୍ପର୍ଣ୍ଣ କରା ଜାଇ ଥାଏ ।p

ଏବଂ ଏହି ଦଶମୀ ପୂଜା ରେ ତିନି ଭୋଗ ଦିଆ ଜାଇ ଥାଏ ଏହି ଥିରେ ବିଭିନ୍ନ ଫଳ ଆମ୍ଭ ଡାଳ ବାଇଗଣ ପତ୍ର ଦୂବପତ୍ର ଇତ୍ୟାଦି ଜିନିଷ ଲାଗେ ଏବଂ ନିଷ୍ଟା ର ସହିତ ଏଠାରେ ମାଆ ମାନେ ପୂୂଜା ଅର୍ଚ୍ଚନା କରିବା ପାଇଁ ଲାଗି ଥାନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *