କଣ ଏକାଠି ଏହି ଫିଲ୍ମରେ କାମ କରୁଛନ୍ତି ଅମ୍ଳାନ ତାଙ୍କ ସ୍ତ୍ରୀ ଭୁମିକା – ଜାଣନ୍ତୁ ପୁରା ଖବର

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ କୁ ନେଇ ଏକ ସୁପର ହିଟ୍ ଚଳଚିତ୍ର କୁ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି ସୁପର ଷ୍ଟାର ଅମ୍ଲାନ୍ ଏବଂ ଏହି ଚଳଚିତ୍ର ସେ ପ୍ରଜୋଜନାଭାର ସେ ନିଜେ ସମ୍ଭାଳିଥିବା ବେଳେ ଏହା ଡିରେକ୍ସନ ସୁସାନ୍ତ ମଣି ଦେଇଛନ୍ତି ବୋଲି ସୂଚନା ରହିଛି ତେବେ ଅମ୍ଲାନ୍ ଙ୍କ ସ୍ତ୍ରୀ ଏବଂ ସ୍ୱାମୀ ଅମ୍ଲାନ୍ ଏହି ଦିନ ରେ ଏକ ଫିଲ୍ମ ରେ ଏକା ସାଙ୍ଗ ରେ କାମ କରିବା ପାଇଁ ଯାଉଛନ୍ତି ଏହି ନେଇ ସଂମ୍ପର୍ଣ୍ଣ ଭାବେ ପ୍ରଷ୍ଟ ହୋଇ ନ ଥିବା ବେଳେ ହେଲେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଏମାନଙ୍କ ସୁଟିଂ ସେଟ୍ ର ଫୋଟ ସବୁ ଏବଂ ଲୋକ ମାନେ ବି ବର୍ତମାନ ସମୟରେ ବହୁତ ପ୍ରଶଂସା କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ।amal

2020 ବର୍ଷ ରେ ଏହି ଯୋଡି ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିବା ବେଳେ ଏମାନଙ୍କ ବୋଣ୍ଡିଂ ବି ବହୁତ ସୁନ୍ଦର ରହି ଥିବାର ଜଣା ପଡିଛି ଏବଂ ଆଗକୁ ଏହି ଚଳଚିତ୍ର ମାଧ୍ୟମ ରେ ପ୍ରକ୍ଷ୍ୟାଳୟରେ ରିଲିଜ୍ ହେଉ ଥିବା ଚଳଚିତ୍ର ରେ ନଜର ଆସିବେ ଏବଂ ଏହି ଚଳଚିତ୍ର ଟି ଏହି ବର୍ଷ ର ଏପ୍ରିଲ ମାସ ରେ ପ୍ରକ୍ଷ୍ୟାଳୟ କୁ ଆସିବ ବୋଲି ଜାହା ସୂଚନା ମିଳିଛି , ଏବଂ ଲୋକ ମାନଙ୍କୁ ଏହି ଦୁଇ ଯୋଡି ବହୁତ ପରିମାଣ ରେ ପସନ୍ଦ ଆସିବ ଏବଂ ଏହି ଚଳଚିତ୍ର ର ନାମ କୁ ବର୍ତମାନ ସମୟରେ ଫିକ୍ସ କରା ଜାଇ ନ ଥିବା ବେଳେ ଏହା କେଉଁ ପ୍ରୋଡକ୍ସନ ମାଧ୍ୟମ ରେ ରିଲିଜ୍ କରା ଯିବ ସେହି ନେଇ ବର୍ତମାନ ସମୟ ରେ କିଛି ବି ସୂଚନା ମିଳି ନାହିଁ ।amala

ଏବଂ ଏହା ସହିତ ଭୂମିକା ସହିତ ତାଙ୍କର ଲିଡ୍ ରୋଲ ରହିବ କି ଭୂମିକା ସେଗି ଚଳଚିତ୍ର ରେ ଅନ୍ୟ ଏକ କେରେକ୍ଟରରେ ଅଭିନୟ କରିବେ ସେହି ନେଇ ବର୍ତମାନ ସମୟ ରେ ସୂଚନା ମିଳି ନ ଥିବା ବେଳେ ଆଗାମୀ ସମୟ ରେ ଆମେ ଆପଣ ମାନଙ୍କୁ ନିଶ୍ଚିତ ଜଣେଇ ଦେବୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *