ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲଗାତାର ଭାବେ ତିନି ଦିନ ଧରି ବଢୁ ଥିଲା ସୁନା ଦର ଏବଂ ଆଜିର ଦିନ ରେ ସୁନା ଦର ରେ ହ୍ରାସ ଘଟି ଥିବାରୁ ଗ୍ରାହକ ମାନଙ୍କୁ ମିଳିଛି ଆଶ୍ୱସ୍ଥି ଆଜି ବି ମୋଲ୍ଟି କମ୍ୟିୁନିଟି ଏକ୍ସଚେଞ୍ ରେ ସୁନା ଦର 0.4 ପ୍ରତିଶତ ହ୍ରାସ ପାଇଁ 10 ଗ୍ରାମ୍ କୁ 49720 ଟଙ୍କା ରହିଛି ସେହି ପରି ରୁପା ତିନି ପ୍ରତିଶତ ବଢି 57200 ଟଙ୍କା ରେ ରହିଛି , ଭାରତୀୟ ବୁଲିୟନ ଏବଂ ଜୁୟଲେରୀ ସଙ୍ଘ ପକ୍ଷ ରୁ ପ୍ରକାଶିତ ସୂଚନା ଅନୁସାରେ ଆଜିର ସକାଳ ସୁଧା 24 କେରେଟ ସୁନା ର 10 ଗ୍ରାମ୍ ପିଛା 400 ଚଙ୍କା କମ୍ ହୋଇ ଜାଇଛି ଜାହା କି ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 49720 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ସେହି ପରି 22 କରେଟ୍ ର ଦର ରେ 47400 ଟଙ୍କା ଦେଖିବା ପାଇଁ ମିଳିଛି
ଏବଂ ଏହା ଗତ କାଲି ର ତୁଳନା ରେ 300 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 59033 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60190 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 58020 ଟଙ୍କା ହ୍ରସ ପାଇଛି । ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ।
ସେହି ପରି ମୁମ୍ବାଇ 22 କେରେଟ୍ ସୁନା ର ଦାମ୍ 47400 ଟଙ୍କା ରହି ଥିବା ଜଣା ପଡିଛି ସେମିତି ରେ ବିଗତ ଦିନ ରେ ଏତେ ପରିମାଣ ରେ ସୁନା ଦର ହ୍ରାସ ପାଇ ଥିବା ବେଳେ ସାଧାରଣ ଗ୍ରାହକ ମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ହେବ ଯେଉଁ ମାନେ ବି ଏହି ଦିନ ରେ କିଣିବା ପାଇଁ ଚାହାଁନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।